Odia News Portal
Yearly Archives

2020

ଗାନ୍ଧୀ ଜୟନ୍ତୀରେ କେନ୍ଦ୍ରାପଡାରେ ବିଜେଡିର ଜନସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା () ଆଜି ପବିତ୍ର ଗାନ୍ଧୀଜୟନ୍ତୀ ଉପଲକ୍ଷେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳ ଆନୁକୁଲ୍ୟରେ ଏକ ପଥପ୍ରାନ୍ତ ସଭା ଏବଂ ଜନସଚେତନତା କାର୍ଯ୍ୟକ୍ରମ ଗରାପୁର ତାଳବଙ୍ଗଳା ସମ୍ମୁଖରେ ମହାତ୍ମାଗାନ୍ଧୀଙ୍କ…

ଭାରତର ପ୍ରଥମ ଘରୋଇ କମ୍ପାନୀ ଭାବରେ ଜେଏସପିଏଲକୁ ଭାରତୀୟ ଯୋଗାଣକାରୀର ମାନ୍ୟତା

ନୂଆଦିଲ୍ଲୀ () ଭାରତର ପ୍ରଥମ ଘରୋଇ କମ୍ପାନୀ ଭାବରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ଭାରତୀୟ ରେଳବାଇର ଆଗାମୀ ତଥା ଚାଲୁଥିବା ପ୍ରକଳ୍ପଗୁଡିକ ପାଇଁ ନିୟମିତ ରେଳ ଯୋଗାଣକାରୀର ମାନ୍ୟତା ହାସଲ କରିଛି । ରେଳବାଇ ବୋର୍ଡ ଅଧୀନରେ କାର୍ଯ୍ୟକରୁଥିବା ରିସର୍ଚ୍ଚ ଡିଜାଇନ୍ସ ଆଣ୍ଡ…

ମୃତ୍ୟୁ ପୂର୍ବ ରାତିରେ ସୁଶାନ୍ତଙ୍କ ସହ ଦେଖା କରିଥିଲେ ରିୟା

ମୁମ୍ବାଇ()  ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଯାଞ୍ଚ ଚାଲିଛି । ଦେଶର ବଡ ଅନୁସନ୍ଧାନକାରୀ ସଂସ୍ଥା ଏହି ମାମଲାର ସମାଧାନ ପାଇଁ ଲାଗିଥିବା ବେଳେ ଆସିଛି ଏକ ନୂଆ ମୋଡ । କରଣି ସେନାର ନେତା ସୁରଜିତ ସିଂହ ରାଠୋର ଦାବି କରିଛନ୍ତି ଯେ, ମୃତ୍ୟୁ ପୂର୍ବ ରାତି ଅର୍ଥାତ୍ ଜୁନ୍ ୧୩ ତାରିଖ…

ଚିନ୍ତା ବଢାଉଛି ରାଜଧାନୀର ଲୋକାଲ କେସ, ୩୧୨ରୁ ୨୫୪ ଲୋକାଲ କେସ

ଭୁବନେଶ୍ୱର() ଆଜି ବି ଭୁବନେଶ୍ୱରରୁ ୩୧୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୫୮ ଓ ସ୍ଥାନୀୟ ଅଞ୍ଚଳରୁ ୨୫୪ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୨୯ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୨ ହଜାର ୫୪୭ କୁ…

ଜୀବନ ବିନ୍ଦୁ ତରଫରୁ ୱାର୍ଡ଼ ନଂ – ୧୬ରେ ରକ୍ତଦାନ ଶିବିର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର -୧୬ ଲକ୍ଷ୍ମୀପୁର ପ୍ରାଥମିକ ବିଦ୍ୟାଳୟ, ମୈତ୍ରୀବିହାର ପରିସରରେ ସ୍ଥାନୀୟ ପୂର୍ଵତନ କର୍ପୋରେଟର ତଥା ବିଜେଡି ନେତ୍ରୀ ଭାରତୀ…

ହତ୍ୟାର ୧୦ ଦିନ ପୂର୍ବରୁ ଗାନ୍ଧିଙ୍କୁ ମାରିବାକୁ ପ୍ରୟାସ କରାଯାଇଥିଲା

ହିଂସାକୁ ଅସ୍ତ୍ର କରି ଦେଶକୁ ସ୍ୱାଧୀନତା ଦେଇଥିବା ମହାପୁରୁଷ ମହାତ୍ମା ଗାନ୍ଧୀଙ୍କୁ ୩୦ ଜାନୁଆରୀ ୧୯୪୮ରେ ଗୁଳି ମାରି ହତ୍ୟା କରାଯାଇଥିଲା । ଏଥିରେ କେବଳ ଭାରତୀୟ ନୁହେଁ ପୁରା ବିଶ୍ୱ ଆଶ୍ଚର୍ୟ୍ୟ ହୋଇଯାଇଥିଲା । ବିଚାରଗତ ମତଭେଦ କାରଣରୁ ନାଥୁରାମ ଗଡସେ ଗାନ୍ଧିଜୀଙ୍କ ଛାତିରେ ୩ଟି ଗୁଳି…

ଏଣିକି ମିଠା ଟ୍ରେରେ ଲାଗିବ ଏକ୍ସପାଏରି ଡେଟ୍

ନୂଆଦିଲ୍ଲୀ() ଏଣିକି ବସିମିଠା ବିକ୍ରି କରିବା ଦୋକାନୀଙ୍କୁ ପଡିବ ମହଙ୍ଗା । ଦେଶର ସମସ୍ତ ମିଠା ଦୋକାନୀଙ୍କ ପାଇଁ ଲାଗୁ ହୋଇଛି ନୂଆ ନିୟମ । ମିଠା ଦୋକାନୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛି ଏଫଏସଏସଏଆଇ । ଏଣିକି ମିଠା ଟ୍ରେରେ ଲାଗିବ ଏକ୍ସପାଏରି ଡେଟ୍ । ଏହି ନିୟମ ନମାନିଲେ ୨ ଲକ୍ଷ ଟଙ୍କା…

ସତ୍ୟ ଓ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀ

ଭୁବନେଶ୍ୱର()  ଜାତିର ପିତା ମହାତ୍ମା ଗାନ୍ଧି ଓ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହଦୁର ଶାସ୍ତ୍ରୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଜାତିର ପିତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଜଳି ଜ୍ଞାପନ କରିଛନ୍ତି । ବାପୁଙ୍କ ଫଟୋରେ…

ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ବିକାଶର ନୂଆ ପରିଚୟ ସୃଷ୍ଟି କରିବ: ମୁଖ୍ୟମନ୍ତ୍ରୀ

କଳାହାଣ୍ଡି()  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳର ବାନେର୍‌ ଠାରେ ଏକ ୨୨୦/୧୩୨/୩୩ କେଭି ଗ୍ରୀଡ ସବ୍‌ଷ୍ଟେସନକୁ ଉଦ୍‌ଘାଟନ କରିଛନ୍ତି। ଏହାସହିତ ଗ୍ରୀଡରୁ ବାହାରିଥିବା ଦୁଇଟି ୩୩ କେଭି feeder line ମଧ୍ୟ…

ରାହୁଲ ଗାନ୍ଧୀଙ୍କୁ ଉତ୍ତରପ୍ରଦେଶ ପୋଲିସର ବର୍ବରୋଚିତ ଆକ୍ରମଣ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର() ହାଥରସ ପିଡିତାର ପରିବାରକୁ ଭେଟିବାକୁ ଯାଉଥିବା ପ୍ରାକ୍ତନ ଏଆଇସିସି ଅଧକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ଉତ୍ତରପ୍ରଦେଶ ପୋଲିସ ର ଦୁର୍ବ୍ୟବହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ମାଷ୍ଟର କ୍ୟାଣ୍ଟିଂ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଏଥିରେ…