Odia News Portal
Yearly Archives

2020

ପୁରୀରେ ବନ୍ୟାସ୍ଥିତି ସମୀକ୍ଷା କଲେ ସଞ୍ଜୟ ଦାସବର୍ମା

ପୁରୀ() ପୁରୀରେ ବନ୍ୟାସ୍ଥିତି ସମୀକ୍ଷା କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ । ସର୍କିଟ ହାଉସରେ ସ୍ଥିତି ସମୀକ୍ଷା କଲେ ସଞ୍ଜୟ ଦାସବର୍ମା । ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି । ବିପଦସଙ୍କୁଳ ନଦୀବନ୍ଧ…

ରାଜଧାନୀରୁ ଧରାପଡିଲେ ୪ କୁଖ୍ଯାତ ଡକାୟତ

ଭୁବନେଶ୍ବର: ରାଜଧାନୀରୁ ଧରାପଡିଲେ ୪ କୁଖ୍ଯାତ ଡକାୟତ। ସେମାନଙ୍କ ନିକଟରୁ ଟଙ୍କା, ପିସ୍ତଲ ଓ ବାଇକ ଜବତ। ବରମୁଣ୍ଡାରେ ବନ୍ଧୁକ ମୁନରେ ମହିଳାଙ୍କ ନିକଟରୁ ୯୪ ହଜାର ଲୁଟ ମାମଲାରେ ରହିଥିଲା ଏମାନଙ୍କ ସମ୍ପୃକ୍ତ। ଏହାସହ ବାଲିଅନ୍ତା, ଧଉଳୀ ଲୁଟ ମାମଲାରେ ମଧ୍ଯ ସମ୍ପୃକ୍ତ ଥିବା ଜଣାପଡିଛି ।…

ଏଣିକି କପି ପେଷ୍ଟ କରାଯାଇପାରିବ ନାହିଁ କୌଣସି ଟ୍ୱିଟ

ମାଇକ୍ରୋବ୍ଳଗିଙ୍ଗ ସାଇଟ “ଟ୍ୱିଟର” ତରଫରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । କମ୍ପାନୀ ତରଫରୁ ନିଷ୍ପତ୍ତି ନିଆଯାଇଛିକି, ଯଦି ଆପଣ କୌଣସି ଜଣେ କାହାର ଟ୍ୱିଟକୁ କପି କରି ପେଷ୍ଟ କରୁଛନ୍ତି ଗୋଟିଏ ଟ୍ୱିଟକୁ ଅଧିକ ଲୋକ ଟ୍ୱିଟ କରୁଛନ୍ତି ତେବେ ଏମିତି ଟ୍ୱିଟ ଗୁଡିକୁ ଟାଇମ ଲାଇନରୁ ହାଇଡ଼…

ପରୀକ୍ଷାର୍ଥୀଙ୍କର କରାଯିବ ଥର୍ମାଲ ସ୍କାନିଂ

ଭୁବନେଶ୍ବର() ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଜେଇଇ ପରୀକ୍ଷାର୍ଥୀଙ୍କର କରାଯିବ ଥର୍ମାଲ ସ୍କାନିଂ । ଏଥିପାଇଁ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି । ପରୀକ୍ଷା ପରିଚାଳନା ସହ କୌଣସି ପରୀକ୍ଷାର୍ଥୀମାନଙ୍କର ଯେପରି କିଛି ଅସୁବିଧା ହେବ ନାହିଁ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ।…

କ୍ଷତିଗ୍ରସ୍ତଙ୍କୁ ମିଳିବ ଉପଯୁକ୍ତ କ୍ଷତିପୂରଣ

ଭୁବନେଶ୍ୱର()  ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବା କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ଏହାସହ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ହୀରାକୁଦ ଡ଼୍ୟାମର ଗୋଟିଏ ପରେ ଗୋଟିଏ ଗେଟ ଖୋଲା ଯାଉଛି । ଯାହା ଫଳରେ ରାଜ୍ୟର…

ଦୂତି ଚାନ୍ଦଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ବର() ଦୂତି ଚାନ୍ଦଙ୍କୁ ଅର୍ଜୁନ ପୁରସ୍କାର। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆୟୋଜିତ ଉତ୍ସବରେ କିଟ୍‌ ଛାତ୍ରୀ ଦୂତୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଭର୍ଚୁଆଲ ଜରିଆରେ ଆୟୋଜିତ ଉତ୍ସବରେ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୂତୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅର୍ଜୁନ…

ମହାନଦୀ ଅବବାହିକା ଜିଲ୍ଲାରେ ବନ୍ୟା ଆଶଙ୍କା

ଭୁବନେଶ୍ବର()  ମହାନଦୀ ଅବବାହିକା ଜିଲ୍ଲାରେ ବନ୍ୟା ଆଶଙ୍କା । ଉପକୂଳ ଜିଲ୍ଲାରେ ମଧ୍ୟ ବନ୍ୟା ଆଶଙ୍କା ରହିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ବର୍ତ୍ତମାନ ହୀରକୁଦର ୪୪ଟି ଗେଟ୍ ଖୋଲା ରହିଛି । ଆସନ୍ତାକାଲି ସକାଳ ୫ଟା ସୁଦ୍ଧା ବନ୍ୟାଜଳ ମୁଣ୍ଡୁଳୀରେ ପହଞ୍ଚିବ…

ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ

ଭୁବନେଶ୍ୱର() ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ତେଣୁ ଏହି ବନ୍ୟା ସ୍ଥିତି ମୁକାବିଲା କରିବା ପାଇଁ ୬ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ଜିଲ୍ଲା ପାଇଁ…

କରୋନାରେ ଆଉ ୧୪ ଜଣଙ୍କ ଦେହାନ୍ତ, ଖୋର୍ଦ୍ଧାରୁ ୨

ଭୁବନେଶ୍ୱର() ରାଜ୍ୟରେ କରୋନା ପୁଣି ୧୪ ଜଣଙ୍କ ଜୀବନ ନେଇଛି । ଫଳରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୪୭୦ରେ ପହଁଚିଛି । ତେବେ ଆଜି ବାଲେଶ୍ୱରରେ ୨, ବରଗଡ଼ରେ ୧, କଟକରେ ୨, ଜଗତସିଂହପୁରରେ ୨, ଯାଜପୁରରେ ୧, ଖୋର୍ଦ୍ଧାରେ ୨, ମାଲକାନାଗିରିରେ ୨, ପୁରୀରେ ୧ ଓ ସୁନ୍ଦରଗଡ଼ରେ ଜଣେ…

ରାଜ୍ୟରେ ଆଉ ୩୨୫୨ କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୯୭ ହଜାର ପାର

ଭୁବନେଶ୍ୱର () ରାଜ୍ୟରେ ଆଉ ୩୨୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୯୮୭ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୨୬୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୯୨୦ରେ ପହଁଚିଥିବାବେଳେ ସେମାନଙ୍କ ମଧ୍ୟରୁ…