Odia News Portal
Yearly Archives

2020

ପୁଣି ସାହସିକତା ଦେଖାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ

ନାୟଗଡ: ଲଗାଣ ବର୍ଷାରେ ବେହାଲ ରାଜ୍ଯର ବିଭିନ୍ନ ଜିଲ୍ଲା । କେଉଁଠି ପ୍ରବଳ ବନ୍ୟା ଆସିବା ଫଳରେ ବିଭିନ୍ନ ସ୍ଥାନ ପାଣିରେ ବୁଡି ରହିଛି ତ, କେଉଁଠି ଜାତୀୟ ରାଜପଥର ନଦୀ ପୋଲ ଉପରେ ୪  ଫୁଟ ଉଚ୍ଚରେ ପାଣି ଚାଲୁଛି । ଯାହାଫଳରେ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏଭଳି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ମଙ୍ଗଳଙ୍କ ପ୍ରଭାବରୁ ଆରୋଗ୍ୟ ଲାଭ ହେତୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ, କିନ୍ତୁ ଆତ୍ମୀୟସ୍ବଜନଙ୍କ ପାଇଁ ଚିନ୍ତା ବଢ଼ିପାରେ। ବନ୍ଧୁଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ଇଚ୍ଛା ବିରୋଧରେ କୌଣସି କାମକରି…

୫ମ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ : ନିତି ଆୟୋଗର  Export Preparedness Index (EPI) 2020 ଲିଷ୍ଟ ଜାରି ହୋଇଛି । ଏଥିରେ ଓଡ଼ିଶା ୫ମ ସ୍ଥାନରେ ରହିଛି । ଏହାପରେ ଯଥାକ୍ରମେ ତେଲେଙ୍ଗାନା ଓ ହରିଆଣା ରହିଛନ୍ତି । ନିତି ଆୟୋଗ ଭାରତର ରାଜ୍ୟଗୁଡ଼ିକର export preparedness ଅନୁଯାୟୀ ଏହି ଲିଷ୍ଟ ପ୍ରସ୍ତୁତ…

ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

କଟକ  କଟକ ଖାନନଗର ବ୍ରାହ୍ମଣ ସାହି ଅଞ୍ଚଳର ଗୋଟିଏ ପରିବାର କରୋନା ଆକ୍ରାନ୍ତ ହୋଇ କୋଭିଡ କେୟାର ସେଣ୍ଟରରେ ଥିବାବେଳେ ଘରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ  । ଗତକାଲି ବିଳମ୍ବିତ ରାତିରେ ଲୁଟେରା ଘର ତାଲା ଭାଙ୍ଗି ଘରେ ଥିବା ସୁନା ଗହଣା ସହ ନଗଦ ଟଙ୍କା ଲୁଟ କରି ଫେରାର ହୋଇ ଯାଇଛନ୍ତି ।…

ସୁସ୍ଥତାରେ ରେକର୍ଡ : ଆଜି ସୁସ୍ଥ ହେଲେ ୩୩୪୩

ଭୁବନେଶ୍ୱର :  ଆଜି ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା। ୨୪ ଘଣ୍ଟାରେ ୩୩୪୩ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଆଜିର ସୁସ୍ଥଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧାର ୭୩୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିଭଳି ସୁନ୍ଦରଗଡରୁ ୨୬୧, ଭଦ୍ରକର ୨୪୫,…

ଆମେରିକାକୁ ମାଡି ଆସୁଛି ବାତ୍ୟା ‘ଲୋରା’

ଆମେରିକାକୁ ଯେମିତି ଚିନ୍ତା ପରେ ଚିନ୍ତା ମାଡ଼ି ଆସୁଛି । ଗୋଟିଏ ପଟେ ଦେଶରେ ୫୯ ଲକ୍ଷ କରୋନା ସଂକ୍ରମିତ ହୋଇ ବିଶ୍ବ ତାଲିକାରେ ଏକ ନମ୍ବର ସ୍ଥାନରେ ଥିବା ବେଳେ ଏବେ ବାତ୍ୟା ହରିକେନ ‘ଲୋରା’ । ୩ ନମ୍ବର କାଟାଗୋରୀର ହରିକେନ ଲୋରା ଆଜି ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆଶଙ୍କା…

କୋମାରେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ () ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟରେ ସୁଧାର ହୋଇନି। ଅପରପକ୍ଷେ ସେ ଗଭୀର କୋମାକୁ ଚାଲିଯାଇଥିବା ଦିଲ୍ଲୀ କ୍ୟାଣ୍ଟନମେଣ୍ଟସ୍ଥିତ ଆର୍ମି ରିସର୍ଚ୍ଚ ଏଣ୍ଡ ରେଫରାଲ ହସ୍ପିଟାଲ ପକ୍ଷରୁ ବୁଧବାର ଜାରି ମେଡିକାଲ ବୁଲେଟିନରେ କୁହାଯାଇଛି। ମୁଖାର୍ଜୀ କୋଭିଡ…

ରିଲିଜ ହେଲା ‘London Confidential’ ର ଟିଜର

ନୂଆଦିଲ୍ଲୀ : କଣ୍ଟେଣ୍ଟ ନିର୍ମାତା ଜି୫ ଲଗାତର ଅରିଜିନାଲ୍ ଫିଲ୍ମ ଓ ସିରିଜ ରିଲିଜ କରି ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ ପ୍ରଦାନ କରୁଛି । ଏବେ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ଦ୍ୱାରା ନିକଟରେ ‘ଲଣ୍ଡନ କନଫେନ୍ସିଡିଆଲ୍’ (London Confidential)  ଘୋଷଣା କରାଯାଇଛି । ଏହାର ଟିଜର ମଧ୍ୟ…

ଧଳା ସୂତା ପରି ଶରୀରର ବିରଳ ପ୍ରଜାତି କୀଟ ଉଦ୍ଧାର

ଯାଜପୁର : ଶରୀରଟି  ଧଳା, ସୂତା ପରି ପତଳା  ଓ ଲମ୍ବର ଏହି ଜୀବଟିକୁ ସ୍ଥିର ହୋଇ ନଦେଖିଲେ  କେହି କହିପାରିବେ ନାହିଁ ଯେ ଏହା ଏକ କୀଟ ବୋଲି।  ଶରୀରର  ଆକୃତି ଏଭଳି ହୋଇଛି ଯାହାକୁ ଦେଖିଲେ ସାଧାରଣ  ଜିଆ କିମ୍ବା ସେହି ପ୍ରଜାତିର କିଛି ଜୀବ ଭଳି ଲାଗିବ। କିନ୍ତୁ ବାସ୍ତବରେ ଏହା ଏକ କୀଟ…

ଭୁବନେଶ୍ୱରରୁ ଆଉ ୩୩୦ ପଜିଟିଭ, ୧୯୧ ଲୋକାଲ କେସ

ଭୁବନେଶ୍ୱର() ଆଜି  ଭୁବନେଶ୍ୱରରୁ ୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୩୩୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୩୯ ଓ ସ୍ଥାନୀୟ ଅଞ୍ଚଳରୁ ୧୯୧ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା…