ପୁଣି ମହାନତା ଦେଖାଇଲେ ସୋନୁ ସୁଦ୍
ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦ୍ ପୁଣିଥରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସୋମବାର ଦିନ ସୋନୁ ଘୋଷଣା କରିଛନ୍ତି ଯେ ସେ ନୋଏଡ଼ାରେ ୨୦ ହଜାର ପ୍ରବାସୀ ଶ୍ରମିକଙ୍କ ରହଣି ବ୍ୟବସ୍ଥା କରିବେ। ଲକ୍ଡାଉନ୍ ବେଳେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରେ ପହଞ୍ଚିବାରେ…
