୭୩ ଦିନ ଭିତରେ ଭାରତକୁ ମିଳିବ ପ୍ରଥମ କରୋନୀ ଟୀକା
ନୂଆଦିଲ୍ଲୀ : ଦୀର୍ଘ ୭୩ ଦିନରେ ଭାରତକୁ ମିଳିବ ପ୍ରଥମ କୋଭିଡ୍ ଟୀକା କୋଭିସିଲ୍ଡ । ସେରମ ଇନ୍ଷ୍ଟିଚ୍ୟୁଟ୍ର କୋଭିସିଲ୍ଡି ଟୀକା ବଜାରରେ ଉପଲବ୍ଧ ହେବ । ଦ ନ୍ୟାସନାଲ ଇମ୍ୟୁନାଇଜେସନ୍ ପ୍ରୋଗ୍ରାମ ଅଧୀନରେ ଭାରତୀୟଙ୍କୁ ଟିକା ମାଗଣାରେ ଦିଆଯିବ । ଅଗ୍ରାଧିକାର ଭିତ୍ତିରେ ଟିକା ଉତ୍ପାଦନ…
