Odia News Portal
Yearly Archives

2020

APCOର ପୂର୍ବତନ ଚେୟାରମ୍ୟାନଙ୍କ ଘରେ ସିଆଇଡି ଚଢାଉ

ଅମରାବତୀ : ଘର ଭିତରେ କୋଟି କୋଟି ଟଙ୍କାର ସୁନା ଓ ହୀରା  ତିଆରି ଅଳଙ୍କାର ଆଉ ତାହା ସହ ୧ କୋଟିର କ୍ୟାସ୍। ଯିଏ ବି ଦେଖିବ ନିହାତି ଚମକି ପଡିବ। କାହିଁକି ନା ଏହି ଘରଟି ହେଉଛି  ଆନ୍ଧ୍ରପ୍ରଦେଶର ଖାଜିପେଟରେ ଥିବା ଏପିସିଓ(State Handloom Weavers Cooperative Society) ର ପୂର୍ବତନ…

BSNL ନିଜ ଗ୍ରାହକଙ୍କ ପାଇଁ ଆଣିଲା ଏକ ଆକର୍ଷଣୀୟ ଅଫର

ଆଜିକାଲିର ଇଣ୍ଟରନେଟ ଯୁଗରେ ସମସ୍ତଙ୍କୁ କମ୍‌ ଟଙ୍କାରେ ଅଧିକ ଡାଟା ଚାହୁଁଛନ୍ତିି । ଏପରି ସ୍ଥଳେ BSNL ନିଜ ଗ୍ରାହକଙ୍କ ପାଇଁ ନେଇ ଆସିଛି ଏକ ଆକର୍ଷଣୀୟ ଅଫର । ପୂର୍ବରୁ ରିଲାଇନସ୍‌ JIO ନିଜ ଗ୍ରାହକଙ୍କୁ ବିନା କୌଣସି ମୂଲ୍ୟରେ ଫ୍ରି ଡାଟା ଦେଉଥିବା ବେଳେ ବର୍ତ୍ତମାନ BSNL ନିଜ…

ଧର୍ମଶାଳା ଜମିକୁ ଘରୋଇ ଲଜ ମାଲିକଙ୍କୁ ବିକ୍ରି ଖବର ମିଛ

ଭୁବନେଶ୍ୱର() ପୁରୀ ବଗଲା ଧର୍ମଶାଳା ଜମି ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସ୍ପଷ୍ଟୀକରଣ ରଖିଛନ୍ତି । ପୁରୀ ସହର ବଳଗଣ୍ଡି ଗାଁରେ ବଗଲା ଧର୍ମଶାଳା ରହିଛି । ଏହାର ଖାତା ନମ୍ବର ହେଉଛି ୨୪୨ ଓ ୧୫୦ । ଏହାର ମୋଟ୍ ୨.୭୩୮ ଏକର ଜମି ରହିଛି । ଏହି ଜମି ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ୟ୍ୟୟ…

ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନରଙ୍କ ସୂଚନା

ଭୁବନେଶ୍ୱର () ଭବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନରଙ୍କ ପ୍ରେସ୍‌ମିଟ୍‌ । ଏହି ପ୍ରେସ୍‌ମିଟ୍‌ରେ କରୋନା ବିଷୟରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତ, ଭୁବନେଶ୍ୱରରେ କରୋନା ନେଇ ସ୍ଥିତି ଅନ୍ୟ ସହର ତୁଳନାରେ ଭଲ ଅଛି । ପ୍ରତିଦିନ…

ନବରଙ୍ଗପୁର ୩ ଦିନ ସଟ୍‌ଡାଉନ୍‌

ନବରଙ୍ଗପୁର :  ନବରଙ୍ଗପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ଦିନକରେ ୪୩ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ନବରଙ୍ଗପୁର ଜିଲ୍ଲା ୩ ଦିନ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।…

ଏହି ଦେଶ ତିଆରି କଲା ୨ଟି ନୂଆ ମିସାଇଲ

ତେହରାନ : ଇରାନ ଦୁଇଟି ନୂଆ ମିସାଇଲ ନିର୍ମାଣ କରିଛି । ତା’ ଭିତରୁ ଗୋଟିଏ ବାଲିଷ୍ଟିକ୍‌ ମିସାଇଲର ନାମ ରଖାଯାଇଛି ସହିଦ କାସିମ ସୁଲେମାନି । ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ହେଉଛି ୧୪୦୦ କିମି। ଇରାନ ଦ୍ୱାରା ନିର୍ମିତ ଦ୍ୱିତୀୟ ମିସାଇଲଟି ହେଉଛି ଏକ କ୍ରୁଜ୍‌ ମିସାଇଲ । ଏହାର ନାମ…

ଜଣେ ଆଇଏସଆଇଏସ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ :  ନୂଆଦିଲ୍ଲୀ ସ୍ଥିତ ଢ଼ୋଲାକୁଆ ରିଙ୍ଗ ରୋଡ଼ ନିକଟ ଅଂଚଳରେ ପୋଲିସର ଏକ ସ୍ପେଶାଲ ଦଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ବଡ ଧରଣର ଗୁଳିବିନିମୟ ହୋଇଛି । ଦିଲ୍ଲୀ ପୋଲିସ କମିଶିନର ପ୍ରମୋଦ ସିଂହ କୁଶବାହଙ୍କ କହିବା ଅନୁଯାୟୀ ଏହି ଏନ୍କାଉଣ୍ଟର ସମୟରେ ଜଣେ ଆଇଏସଆଇଏସ ଆତଙ୍କବାଦୀ ଧରା…

ଆଗାମୀ ସମୟରେ ଷ୍ଟକ୍ ମାକେର୍ଟର ଦିଗ ବଦଳିବ

ନୂଆଦିଲ୍ଲୀ() ସେୟାର ବଜାରରେ ଟଙ୍କା ଲଗାଉଥିବା ଲୋକଙ୍କୁ ସତର୍କବାଣୀ ଶୁଣାଇଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏକ ଇଣ୍ଟରଭ୍ୟୁରେ ଶକ୍ତିକାନ୍ତ କହିଛନ୍ତି ଯେ, ଘରୋଇ ବଜାରର ପରିସ୍ଥିତି ସହ ଅର୍ଥବ୍ୟବସ୍ଥାର ପ୍ରକୃତ ସ୍ଥିତି ମେଳ ଖାଉନାହିଁ । ଏଭଳି ପରିସ୍ଥିତିରେ ଆଗାମୀ…

୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର() ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଥିଲା । ଏବେ ଦୁଇ ଦିନ ହେବ ପାଗ ଟିକେ ଶୁଖିଲା ଥିବା ବେଳେ ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

କରୋନା ପାଇଁ ଫିକା ପଡ଼ିଲା ସିଦ୍ଧ ବିନାୟକ ପୀଠ

ଗଞ୍ଜାମ : ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କର ପୂଜା କରାଯାଏ। ଓଡ଼ିଶାରେ ପିଲାମାନେ ଏହି ଦିନ “ଖଡ଼ିପୂଜା” କରି ବିଦ୍ୟା ଅନୁକୂଳ କରିଥାଆନ୍ତି। କିନ୍ତୁ ମହାମାରୀକରୋନା ପାଇଁ ଗଣପର୍ବ ଗଣେଶ ପୂଜା ଫିକା ପଡିଥିବାର ଦେଖିବାକୁ ମିଳିଛି । ବର୍ତମାନ…