Odia News Portal
Yearly Archives

2020

ବିଶ୍ବଜିତଙ୍କ ନିଆରା କଳାକୃତି, ଆଇସ କ୍ରିମ କାଠିରେ ନିର୍ମାଣ କଲେ ପ୍ରଭୁ ଗଜାନନଙ୍କ ମୂର୍ତ୍ତି

ପୁରୀ: ନନ୍ଦିଘୋଷ ରଥ ପରେ ଏବେ ଶ୍ରୀ ଗଣେଶଙ୍କ ମୂର୍ତ୍ତି । ସେ ପୁଣି ଆଇସକ୍ରିମ କାଠିରେ । ପୁରୀର ବିଶ୍ବଜିତ ନାୟକ ଆଇସକ୍ରିମ କାଠିରେ ନିର୍ମାଣ କରିଛନ୍ତି ପ୍ରଭୁ ଗଜାନନଙ୍କ ମୂର୍ତ୍ତି । ପୁରୀ ସିଦ୍ଧ ମହାବୀର କୁମୁଟି ପାଟଣା ଅଂଚଳର ବିଶ୍ୱଜିତ ଏହି ନିଆରା କଳାକୃତି ଗଢି ପୁନଶ୍ଚ ଚର୍ଚ୍ଚାର…

ଆଜି ଗଣେଶ ଚତୁର୍ଥୀ, କରୋନା କଟକଣା ଯୋଗୁ ଘରେ ସୀମିତ ରହିବ ଚଳିତ ବର୍ଷର ପୂଜା

ଭୁବନେଶ୍ବର: ଆଜି ଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ଗଜାନନ, ଗଣପତିଙ୍କ ଆବାହନ ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା। ଅଗ୍ରପୂଜ୍ୟଙ୍କ ଆବାହନରୁ ଆରମ୍ଭ ହେବ ପାର୍ବଣ ଋତୁ । ପ୍ରତ୍ଯେକ ବର୍ଷ ଏହି ପର୍ବ ଭାଦ୍ରପଦ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଇଥାଏ। ମାନ୍ଯତା ରହିଛି ଯେଉଁ ବ୍ଯକ୍ତି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ଅକ୍ଷୁଣ୍ଣ ରହିବ। ଗ୍ରହସ୍ଥିତିର ଶୁଭତ୍ୱ କାରଣରୁ ଯାହାକରନ୍ତୁନା କାହିଁକି ସବୁକାମରେ ସିଦ୍ଧିଲାଭ ଅବଶ୍ୟମ୍ଭାବୀ। ବନ୍ଧୁମାନଙ୍କର ମନୋଭାବକୁ ଠିକ୍‌ ଭାବେ ବୁଝିପାରିବେନି। ବାଣିଜ୍ୟ,ବ୍ୟବସାୟ, କ୍ରୀଡା, ଚଳଚ୍ଚିତ୍ର…

୧୨ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ନୀଳଗିରି :  ନୀଳଗିରି ବ୍ଲକ ଅଧିନ ତେଲିପାଳ ପଂଚାୟତ ଅନ୍ତାଡାହି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ଅନ୍ତାଡାହି ଗ୍ରାମର ସନ୍ତୋଷ ହେମ୍ରମଙ୍କ ଘର ଭିତରେ ଛପର ତଳେ ଏକ ଅହିରାଜ ସାପ ଗର୍ଜନ କରୁଥିବା ଶୁଣି ପରିବାର ଲୋକେ ଘରୁ ବାହାରକୁ ପଳାଇ…

ତିନି ଦିନ ପାଇଁ ସଟଡାଉନ ହେଲା କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବନ୍ଦ ଘୋଷଣା କରାଯାଇଛି । ଆଗାମୀ ତିନି ଦିନ ପାଇଁ ହସ୍ପିଟାଲ ବନ୍ଦ ରହିବ ବୋଲି ଜଣାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ମେଡିକାଲର କିଛି କର୍ମଚାରୀ ପଜିଟିଭ ଚିହ୍ନଟ ହେବା…

ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଦୂତୀ ଚାନ୍ଦଙ୍କୁ କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର : କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଅର୍ଜୁନ କ୍ରୀଡା ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡିଶାର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ଇଲୋକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜଗତସିଂହପୁର ବିଲୁଆଖାଇ ସେତୁ ଉଦ୍‌ଘାଟିତ

ଭୁବନେଶ୍ୱର : କୋଭିଡ ଯୁଦ୍ଧରେ ଜୀବନ ପାଇଁ ଚାଲିଥିବା ଲଢେଇ ସହିତ ଲୋକଙ୍କ ଜୀବିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ତେଣୁ ରାଜ୍ୟରେ ସବୁ କ୍ଷେତ୍ରରେ ବିକାଶ ପ୍ରକ୍ରିୟାକୁ ଜୋରଦାର କରାଯିବ। ସଡକ, ସେତୁ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ଉନ୍ନୟନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇ…

ନୂଆଖାଇ ପାଇଁ ରାଉରକେଲାରେ କୋହଳ ହେଲା ଶଟଡାଉନ୍‌

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ପାଳନ ପାଇଁ ଆସନ୍ତା ୨୩ତାରିଖ ରବିବାର ରାଉରକେଲା ସହରରେ ସାପ୍ତାହିକ ସଟଡାଉନ ନିୟମକୁ ରାଜ୍ୟ ସରକାର କୋହଳ କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ…

ବଗଲା ଧର୍ମଶାଳା ଜମି ବିକ୍ରୀ ହୋଇଥିବା ପ୍ରତିବାଦରେ ବିଜେପିର ଧରଣା

ପୁରୀ : ପୁରୀ ବଡ଼ଦାଣ୍ତରେ ଥିବା ବଗଲା ଧର୍ମଶାଳା ଜମି ୬ ଜଣ ବିସ୍ଥାପିତଙ୍କୁ ପ୍ରଶାସନ ବିକ୍ରୀ କରିବା ପ୍ରତିବାଦ ରେ ପୁରୀ ବିଜେପି ପକ୍ଷରୁ ଧରଣା ଦିଆଯାଇଛି ତୁରନ୍ତ ଜିଲା ପ୍ରଶାସନ ଏହି ନିଷ୍ପତ୍ତିରୁ ଓହରୀ ବଗଲା ଧର୍ମଶାଳାକୁ ଭକ୍ତଙ୍କ ଥଇଥାନ ଉଦେଶ୍ୟ ରେ ପ୍ରକଳ୍ପ କାର୍ଯ୍ୟ କରିବାକୁ…

ଆଇଏଏସ ସଞ୍ଜିତା ମହାପାତ୍ରଙ୍କୁ ଏଫଏଫସି ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୦ମ ସ୍ଥାନ ଅଧିକାର କରିଥିବା ଓଡ଼ିଶାର ଗୌରବ ସଞ୍ଜିତା ମହାପାତ୍ରଙ୍କୁ ‘ଫନ୍ ଆଣ୍ଡ ଫିଟ୍‌ନେସ କ୍ଲବ’ ଭୁବନେଶ୍ୱର ପକ୍ଷରୁ ଆଇଆରସି ଭିଲେଜର ଏନ-୩ ପାର୍କ ଠାରେ ଏକ ନିରାଡମ୍ବର ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି ।…