ଏଣିକି ୧ଟଙ୍କାରେ କିଣି ପାରିବେ ସୁନା
ନୂଆଦିଲ୍ଲୀ () ଇ-କମର୍ସର ଦିଗ୍ଗଜ କମ୍ପାନୀ ଆମାଜନ୍ ଇଣ୍ଡିଆର ପେମେଣ୍ଟ ସର୍ଭିସେଜ ଆର୍ମ ଆମାଜନ୍ ପେ ଗ୍ରାହକଙ୍କ ପାଇଁ ଏକ ଶାନଦାର ଫିଚର ଲଞ୍ଚ କରିଛି। ଏହି ଫିଚରର ନାଁ ‘ଗୋଲ୍ଡ ଭାଲ୍ଟ’ ରଖାଯାଇଛି। ଏହା ଏପରି ଫିଚର ଯାହା ଗ୍ରାହକଙ୍କୁ ଡିଜିଟାଲ୍ ସୁନା କିଣିବାକୁ ଅଫର ଦେଇଥାଏ। ଆମାଜନର…
