Odia News Portal
Yearly Archives

2020

ବାପା ଦ୍ବାରା ନିର୍ଯ୍ୟାତିତ ହେଉଥିବା ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲଡ ଲାଇନ୍  

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା  ଟଙ୍ଗୀ ଅଞ୍ଚଳରେ ଏକ ହୃଦୟ ବିଦରକ ଘଟଣା  ଦେଖିବାକୁ ମିଳିଛି। ଏକ ନାବାଳିକା ଶିଶୁ କନ୍ୟାକୁ ତାର ଜନ୍ମ କଲା  ବାପା  ନିର୍ଯ୍ୟାତନ ଦେବାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ସ୍ଥାନୀୟ ଅଞ୍ଚଳରେ ।   ନିର୍ଯ୍ୟାତନା ପୁଣି ଆଉ କେହି ନୁହଁ, ବରଂ ଖୋଦ୍ ନିଜ ଜନ୍ମ …

ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ନାମଲେଖା ପାଇଁ ଆଜିଠାରୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଆଜି ଦିନ ୧୧ଟାରୁ ଛାତ୍ରଛାତ୍ରୀମାନେ www.samsodisha.gov.in ରେ କମନ ଆପ୍ଲିକେଶନ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଗତକାଲି ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ। ଶନିଙ୍କ ପ୍ରଭାବରୁ କାମ ଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି।…

ପୁଣି ସେଲ୍ଫି ନେଲା ଜୀବନ

ପଦ୍ମପୁର : ଏବେ ସେଲ୍ଫି ମାୟାରେ ସମସ୍ତେ ବାୟା । ଏହି ସମୟରେ ନିଜର ସୁରକ୍ଷା ପ୍ରତି ବି ଧ୍ୟାନ ଦେଉ ନାହାନ୍ତି । ଏପରି ସେଲ୍‌ଫି ନେବା ବେଳେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଡ ହୋଇ ଯାଇଛନ୍ତି । ପଦ୍ମପୁର ଉପାଖଣ୍ଡ ପାଇକମାଲ ଥାନା ନୃସିଂହନାଥ ଠାରେ ଥିବା ଝରଣା ଉପରୁ…

କୋଣାର୍କ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ତାଲିକା ପ୍ରସ୍ତୁତ

କୋଣାର୍କ : ପୁରୀ ଜ଼ିଲ୍ଲା ପ୍ରଶାସନ ନିର୍ଦେଶ କ୍ରମେ ବୁଧ ବାରେ ରାଜସ୍ୱ ବିଭାଗ ଓ ଏନେସି କତୃପକ୍ଷଙ୍କ ପକ୍ଷରୁ କୋଣାର୍କ ସୋନ୍ଦର୍ଯ୍ୟକରଣ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯାୟରେ ସରକାରୀ ଜମିକୁ ଜବର ଦଖଲ କରି ଘର ଓ ଵେବସାୟି ପ୍ରତିଷ୍ଠାନ ଗଢ଼ିଥିବା…

ଆଜି ପୁଣି ୧୬୪୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ୧୬୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ପରେ ସୁସ୍ଥଙ୍କ ସଂଖ୍ୟା ୪୮୫୭୬ରେ ପହଁଚିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୩୬୫, ଖୋର୍ଧାରୁ ୩୫୭, ସୁନ୍ଦରଗଡରୁ ୯୧, ଯାଜପୁରରୁ ୮୬, ଗଜପତିରୁ ୬୫, କଟକରୁ ୬୩, କୋରାପୁଟରୁ ୬୩, ମୟୂରଭଞ୍ଜରୁ…

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ରୁଚି ଦେଶ ଗୌରବ ସମ୍ମାନରେ ସମ୍ମାନୀତ

ଭୁବନେଶ୍ୱର : ଚଳିତ ବର୍ଷ ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ରାଜ୍ୟର ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ ବା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ରୁଚି ଦେଶ ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଛି । ସେହିଭଳି ବିଶିଷ୍ଠ ସାହିତ୍ୟିକ…

୯ କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ କଲା ପୋଲିସ

ଯାଜପୁର : ଯାଜପୁର ଜିଲ୍ଲା କୁଆଖିଆ ପୋଲିସ ଦ୍ୱାରା ୯ କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିବାରେ ମଧ୍ୟ ସକ୍ଷମ ହୋଇଛି। ମିଳିଥିବା ସୂଚନା ମୁତାବକ, ବିଶେଷ ସୂତ୍ରରୁ ଖବର ପାଇ କୁଆଖିଆ ବଜାର ନିକଟ ୨୦ନଂ ଜାତୀୟ ରାଜପଥ ମୁଗୁପାଳ ଛକରେ ଏହି ଦୁଇ ଜଣଙ୍କୁ…

ଟ୍ୱିନ ସିଟିର କରୋନା ଅପଡେଟ : ଭୁବନେଶ୍ୱରରୁ ୩୧୯, କଟକରୁ ୧୫୦ ନୂଆ ପଜିଟିଭ

ରାଜଧାନୀ ଭୁବନେଶ୍ୱରରୁ ଆଜି ଦ୍ଵିତୀୟ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ଭିତରେ ୩୧୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିଏମ୍ସି କତ୍ତୃପକ୍ଷ । ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟ ୬୩୯୬କୁ ବୃଦ୍ଧି ପାଇଛି । ଇମଧ୍ୟରୁ ୩୯୫୩ ଜଣ ସୁସ୍ଥ ହୋଇ…

କରୋନା ନିୟନ୍ତ୍ରଣରେ କେନ୍ଦ୍ରାପଡାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ବର()  କେନ୍ଦ୍ରାପଡାଜିଲ୍ଲାରେ କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ତଥା ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଯେଭଳି ନିଷ୍ଠା ଓ ଉତ୍ସର୍ଗୀକୃତ ଭାବରେ ସେବା କରୁଛନ୍ତି, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାର ଉଚ୍ଚ ପ୍ରଶଂସା କରିବା ସହିତ ସେମାନଙ୍କ ଭଲ କାମ ପାଇଁ ଧନ୍ୟବାଦ…