କ୍ଷମତା ଯୁଦ୍ଧରେ ନୟାନ୍ତ ହେଲାଣି ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
ଭୁବନେଶ୍ୱର : ରାଜ୍ୟରୁ ପ୍ରଦୂଷଣ ଦୂର କରିବାପାଇଁ ଗଠନ ହୋଇଥିବା ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ କ୍ଷମତା କନ୍ଦଳ ଯୋଗୁଁ ଏବେ ପ୍ରଶାସନିକ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ବର୍ଷ ବର୍ଷ ଧରି କ୍ଷମତାକୁ ଜାବୁଡି ଧରିଥିବା ବାବୁମାନେ ଏହାକୁ ଛାଡିବାକୁ ନାରାଜ ହେବାରୁ ଏଭଳି…
