Odia News Portal
Yearly Archives

2020

ରୋହିତ ଶର୍ମାଙ୍କ ବ୍ୟତୀତ ୩ କ୍ରୀଡ଼ାବିତ ପାଇବେ “ରାଜୀବ ଗାନ୍ଧୀ ଖେଳରତ୍ନ” ପୁରସ୍କାର

କ୍ରୀଡା କ୍ଷେତ୍ରର ସର୍ବଶେଷ୍ଠ ସମ୍ମାନ “ରାଜୀଭ ଗାନ୍ଧୀ ଖେଳରତ୍ନ ପୁରସ୍କାର” ନେଇ ଆଜି ଦେଶର ଚାରି ଜଣ ଖେଳାଳିଙ୍କ ନାମ ସୁପାରିଶ ହୋଇଛି । ପୁରସ୍କାର ଚୟନ କମିଟି କ୍ରିକେଟର ରୋହିତ ଶର୍ମା, ଟେବଲ ଟେନିସ ଖେଳାଳି ମାନିକା ବାତ୍ରା, ରେସଲର ଭିନେଶ ଫୋଗତ, ପାରା ଅଲିମ୍ପିକ୍ସରେ ସ୍ଵର୍ଣ ବିଜେତା…

ଭୁବନେଶ୍ୱରରୁ ଆଜି ୨୨୦ ପଜିଟିଭ, ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ବର() ଭୁବନେଶ୍ୱରରୁ ଆଜି ୨୨୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୬ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୮୪ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ୧୨୩ଜଣ ସୁସ୍ଥ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।…

ଇସ୍ତଫା ଦେଲେ ନିର୍ବାଚନ କମିଶନର

ଭାରତର ନିର୍ବାଚନ କମିଶନ ପଦରୁ ଇସ୍ତଫା ଦେଲେ ଅଶୋକ ଲାଭାସା । ADB (Asian Development Bank )ର ଉପାଧ୍ୟକ୍ଷ ହେବେ ଅଶୋକ । ସୂଚନା ମୁତାବକ ମଙ୍ଗଳବାର ଦିନ ନିର୍ବାଚନ କମିଶନର ପଦରୁ ଅଶୋକ ଲାଭାସା ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ପ୍ରେସିଡେଣ୍ଟ ରାମନାଥ କୋବିନ୍ଦଙ୍କ ପାଖରେ…

ଡ୍ରିମ ୧୧ ହେଲା ଆଇପିଏଲ ପ୍ରାୟୋଜକ

ମୁମ୍ବାଇ() ଭାରତ ଓ ଚାଇନା ମଧ୍ୟରେ ଆର୍ଥିକ ଯୁଦ୍ଧରେ ବଳି ପଡ଼ିଯାଇଥିଲା ଭିଭୋ । ଆଇପିଏଲର ପ୍ରାୟୋଜକରୁ ବାଦ ପଡ଼ିବା ପରେ କିଏ ପ୍ରାୟୋଜକ ହେବ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଥିଲା । ପ୍ରାୟୋଜକ ହେବା ପାଇଁ ଅନେକ କମ୍ପାନୀ ଆଗ୍ରହୀ ଥିଲେ ବି ଡ୍ରିମ ୧୧ ବାଜି ମାରିନେଇଛି । ଡି୍ରମ…

୧୨ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର() ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କାରଣରୁ କାଲି ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ପଶ୍ଚିମ ଦିଗକୁ ଗତି କରିବାର…

ପିଏମ୍ କେୟାର୍ସରୁ ପାଣ୍ଠି ସ୍ଥାନାନ୍ତର କରାଯାଇପାରିବ ନାହିଁ

ନୂଆଦିଲ୍ଲୀ() ପିଏମ୍ କେୟାର୍ସରୁ ଜାତୀୟ ବିପର୍ୟ୍ୟୟ ମୁକାବିଲା ଫଣ୍ଡକୁ ପାଣ୍ଠି ସ୍ଥାନାନ୍ତର ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି ଯେ, ପିଏମ୍ କେୟାର୍ସରେ ଥିବା ଅର୍ଥକୁ ଜାତୀୟ ବିପର୍ୟ୍ୟୟ ମୁକାବିଲା ପାଣ୍ଠିରେ ଜମା କିମ୍ବା…

ସହରାଂଚଳରେ ସ୍ୱତନ୍ତ୍ର ଟିମ ସରପ୍ରାଇଜ ଯାଂଚ କରିବେ

ଭୁବନେଶ୍ୱର() ଏବର୍ଷ ଖୋର୍ଦ୍ଧାରେ ଗଣେଶ ପୂଜା ପାଳନ କରାଯିବ ନାହିଁ । ସହର ହେଉକି ଗାଁ କୌଣସି ସ୍ଥାନରେ ଗଣେଶ ପୂଜା ପାଳନ କରିବାକୁ ଅନୁମତି ଦିଆଯିବନାହିଁ । ଏମିତିକି ସହରାଂଚଳରେ ସରପ୍ରାଇଜ ଯାଂଚ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି । ଧିରେଧିରେ…

ସାମ୍ନାକୁ ଆସିଲା ‘ଆଦିପୁରୁଷ’ର ପ୍ରଥମ ପୋଷ୍ଟର

ସୁପରଷ୍ଟାର ପ୍ରଭାସ ନିଜ ନୂଆ ପ୍ରୋଜେକ୍ଟର ଘୋଷଣା କରିଛନ୍ତି। ନିର୍ଦ୍ଦେଶକ ଓମ୍‌ ରାଉତଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ରେ ଅଭିନୟ କରିବେ ପ୍ରଭାସ। ସୂଚନାଯୋଗ୍ୟ ଯେ ଓମ୍‌ ରାଉତ ଅଜୟ ଦେବଗନ୍‌ଙ୍କ ସୁପରହିଟ୍‌ ଫିଲ୍ମ ତାନାଜୀରେ ନିର୍ଦ୍ଦେଶନା ଦେଇଥିଲେ। ପ୍ରଭାସ ଆଦିପୁରୁଷର ପୋଷ୍ଟର ନିଜ…

ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବଦଳି

ଗୋଆ()କରୋନା ସଙ୍କଟ ସମୟରେ ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ବଦଳି ହୋଇଛି । ମେଘାଳୟର ନୂଆ ରାଜ୍ୟପାଳ ହୋଇଛନ୍ତି ସତ୍ୟପାଲ । ସେହିପରି ଅତିରିକ୍ତ ଭାବେ ଗୋଆ ଦାୟିତ୍ୱ ଏବେ ତୁଲାଇବେ ଭଗତ ସିଂହ କୋସିୟାରୀ । କୋସିୟାରୀ ଏବେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ…

ରାଜ୍ୟରେ ଏକ ମିଲିୟନ ଟପିଲା କରୋନା ଟେଷ୍ଟିଂ

ଭୁବନେଶ୍ୱର() ରାଜ୍ୟରେ ଏକ ମିଲିୟନ ଟପିଲା କରୋନା ଟେଷ୍ଟିଂ । ଦୀର୍ଘଦିନ ଧରି ପ୍ରଶାସନର ନିଦ ହଜାଇଥିବା ବେଳେ ଏବେ କରୋନାକୁ ମାତ୍ ଦେବାକୁ ସକ୍ଷମ ହେଉଛି ରାଜ୍ୟ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କରୋନା ଟେଷ୍ଟିଂ ବଢିବା ସହ…