Odia News Portal
Yearly Archives

2020

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପତ୍ନୀଙ୍କୁ ବି କରୋନା

ଭୁବନେଶ୍ୱର()  ‘ସମ୍ବାଦ’ର ଯୁଗ୍ମ ପରିଚାଳନା ନିର୍ଦେଶିକା ସୁଦତା ପଟ୍ଟନାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଶ୍ରୀମତୀ ପଟ୍ଟନାୟକ ଏବଂ ‘ସମ୍ବାଦ’ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଅଧିକ ଚିକିତ୍ସା ପାଇଁ ଅପରାହ୍ନରେ…

ଆଜି ଆଉ ୧୦ ମୁଣ୍ଡ ନେଲା କରୋନା, ଖୋର୍ଦ୍ଧାରୁ ୪

ଭୁବନେଶ୍ୱର() ଆଜି ରାଜ୍ୟରେ ୨୨୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୫୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି…

ଦିନକରେ ୨୨୪୪ ପଜିଟିଭ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୨ ହଜାର ପାର

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୨୨୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨୨୯୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ରୋଟାରୀ ସ୍ମାଇଲ ପକ୍ଷରୁ ସାନିଟାଇଜର ପ୍ରଦାନ

ଭୁବନେଶ୍ୱର : ରୋଟାରୀ କ୍ଲବ ଭୁବନେଶ୍ୱର ସ୍ମାଇଲ ଦ୍ୱାରା ଭୁବନେଶ୍ୱର ମହାନଗର ନିଗମକୁ ୧୦ଟି ହ୍ୟାଣ୍ଡସ ଫ୍ରି ସାନିଟାଇଜର ଡିସପେନସର ପ୍ରଦାନ କରାଯାଇଛି । ରୋଟାରୀ ଜିଲ୍ଲା-୩୨୬୨ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ସୌମ୍ୟରଞ୍ଜନ ମିଶ୍ର ଏହି ସାନିଟାଇଜର ଡିସପେନସରକୁ ଭୁବନେଶ୍ୱର ମହାନଗର…

ବହୁ ଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲା, ମୁଖ୍ୟ ଅଭିଯୁକ୍ତ ମୃତ

କୋରାପୁଟ: ବହୁ ଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଘଟଣାର ମୁଖ୍ୟ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନା ମୃତ । ଅସୁସ୍ଥତା କାରଣରୁ ଗତକାଲି ତାଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ମେଡ଼ିକାଲରେ ମୃତ୍ୟୁ…

ବିପଦ ସଙ୍କେତ ଉପରେ ଜଳକା ନଦୀ ଜଳସ୍ତର

ବାଲେଶ୍ୱର : ଜଳକା ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଯାହାଫଳରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ ଜଳସ୍ତର। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଙ୍କେତ ୫. ୫୦ ଥିବାବେଳେ ଏବେ ବୃଦ୍ଧି ପାଇ ୬. ୪୦…

ଶହୀଦନଗର ଥାନା ହାଜତରେ ଥିବା ଯୁବକ କରୋନା ପଜିଟିଭ

ଭୁବନେଶ୍ୱର : ଝାଡଖଣ୍ଡ ଯୁବକଙ୍କୁ ଗିରଫ କରି ଶହୀଦନଗର ପୁଲିସ୍‍ ଏବେ ହରଡଘଣାରେ । ଗତକାଲି ଠାରୁ ଗିରଫ ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହେବାପରେ ଥାନା କର୍ମଚାରୀଙ୍କ ନିଦ ହଜିଯାଇଛି । କରୋନା ଆକ୍ରାନ୍ତ ଯୁବକଙ୍କୁ ଗତ କାଲିଠାରୁ ଥାନା ହାଜତରେ ରଖିଥିବାରୁ ତାଙ୍କ…

ଅନଲାଇନ ସାଇ ସଂଗୀତ ପ୍ରତିଯୋଗିତା

ଭୁବନେଶ୍ୱର : କେରାନା ମହାମାରୀ ସମୟରେ ସ୍କୁଲ କେଲଜ ବନ୍ଦ ଥିବାବେଳେ ପିଲାମାନେ ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି । ଏଭଳି ପରିସ୍ଥିତିରେ ପିଲାମାନଙ୍କ ମନୋରଞ୍ଜନକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ଓ ବେବି ବିଙ୍ଗୋ ପ୍ରି ସ୍କୁଲ ଦ୍ୱାରା ଏକ…

କରୋନାକୁ ହରାଇଲେ ୯୮ ବର୍ଷିୟ ପୂର୍ବତନ ସୈନିକ

ମୁମ୍ୱାଇ : କରୋନା ମହାମାରୀର ଏହି ସଙ୍କଟ ପରିସ୍ଥିତିରେ ଏମିତି ଖବର ଆସିଛି, ଯାହା ଲୋକଙ୍କ ମନରେ ଆଶାର କିରଣ ଜଗାଇଛି। ଦେଶରେ ଗୋଟେ ପଟେ କରୋନାରେ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ରୋଗରୁ ସୁସ୍ଥ ହେବା ଲୋକେ ବି ସାହସ ଦେଉଛନ୍ତି। ଏମିତି ଏକ ଖବର ସାମନାକୁ ଆସିଛି। ମୁମ୍ୱାଇର ୯୮…

ଭୋଜି ଖାଇ ଗାଁରେ ଝାଡାବାନ୍ତି, ୯୦ରୁ ଅଧିକ ଅସୁସ୍ଥ

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବେଗୁନିଆ ପଂଚାୟତରେ ଭୋଜି ଖାଇବା ପରେ ଝାଡ଼ାବାନ୍ତି ବ୍ୟାପିଛି ।  ମୋଟ ୯୦ ରୁ ଅଧିକ ଅସୁସ୍ଥ ହୋଇପଡିଛନ୍ତି । ନୀଳଗିରି ହସ୍ପିଟାଲରେ ୨୯ ଜଣ ଭର୍ତି ହୋଇଥିବା ବେଳେ ଗାଁରେ ୬୦ ରୁ ଅଧିକ ରୋଗୀଙ୍କୁ ମେଡ଼ିକାଲ ଟିମ ଚିକିତ୍ସା ଯୋଗାଇ ଦେଇଛନ୍ତି।…