Odia News Portal
Yearly Archives

2020

ସାରଥୀ ହେଲେ ପାଣ୍ଡିଆନ

ଭୁବନେଶ୍ୱର: ନବୀନଙ୍କ ରଥରେ ପାଣ୍ଡିଆନ ସାରଥୀ। ହଁ ଆଜି ଏହିଭଳି କିଛି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ରାଜ୍ୟ ସ୍ତରୀୟ ପବିତ୍ର ସ୍ୱାଧୀନତା ଦିବସର ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆକୁ ଆସିଥିଲେ। ଏହି ସମୟରେ…

ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ

ନୂଆଦିଲ୍ଲୀ  : ଭାରତର ୭୪ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଲାଲକିଲ୍ଲା ଠାରୁ କ୍ରମାଗତ ସପ୍ତମ ଥର ପାଇଁ ପତାକା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ…

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ପଶିଲା କରୋନା

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ପଶିଲା  କରୋନା। ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଟ୍ବିଟ କରି ନିଜେ  ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଗାଇଡଲାଇନ ଅନୁସାରେ ଘରେ ଏକାନ୍ତବାସରେ ରହିବାକୁ ଯାଉଛନ୍ତି ।…

ଘରକୁ ସ୍ୱର୍ଗ ପରି ଘଡି ତୋଳନ୍ତି ଏହି ଧରଣର ମହିଳା ମାନେ

ସାଧାରଣତଃ ଭାରତୀୟ ସଂସ୍କୃତିରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ବା ଅନ୍ନପୂର୍ଣ୍ଣାଙ୍କ ଅନୁରୂପ ଭାବେ ଧରା ଯାଇଥାଏ । କାରଣ ମହିଳା ମାନେ ଘରର ଦାୟିତ୍ୱ ସୁରୁଖୁରୁରେ ତୁଲାଇବା ସହ ପରିବାରର ଛୋଟ ବଡ ସମସ୍ତଙ୍କ ଦାୟିତ୍ୱ ଖୁବ ଭଲ ଭାବେ ତୁଲାଇ ପାରନ୍ତି । ବର୍ତ୍ତମାନର ଆଧୁନିକ ସମୟରେ ଏମିତି ବି…

ତେଲ ଟାଙ୍କି ଭିତରୁ ୭୨ କେଜି ଗଞ୍ଜେଇ ଜବତ

କନ୍ଧମାଳ : ତେଲ ଟାଙ୍କି ଗାଡିରେ ଗଞ୍ଜେଇ ଚାଲାଣ। କନ୍ଧମାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ଅଞ୍ଚଳରୁ ବୌଦ୍ଧ ଜିଲ୍ଲାକୁ ଏକ ତେଲ ଟାଙ୍କି ଗାଡିରେ ଗଞ୍ଜେଇ ଚଲାଣ ହେଉଥିବା ବେଳେ ଜବତ କଲା ସଦର ପୋଲିସ । ଚୋରା ଚାଲାଣ ବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲା ସଦର ପୋଲିସ ।…

ବାଲୁକାକଳା ମାଧ୍ୟମରେ ସ୍ୱାଧୀନତାର ଶୁଭେଚ୍ଛା

ପୁରୀ : ବାଲୁକାକଳା ମାଧ୍ୟମରେ ସ୍ୱାଧୀନତାର ଶୁଭେଚ୍ଛା । ୭୪ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହି ବାଲୁକାକଳାରେ ଦେଶର ସମସ୍ତ ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶର ଯବାନଙ୍କ ସମେତ କରୋନା ମହାମାରୀ ସମୟରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଭାଗ୍ୟସ୍ଥାନ ଏକାଧିକ ଗ୍ରହ ଦ୍ୱାରା ପ୍ରଭାବିତ ହୋଇଥିବାରୁ କର୍ମକ୍ଷେତ୍ରରେ ସୌଭାଗ୍ୟଜନକ ସଫଳତା ପାଇବେ। କିନ୍ତୁ ଦ୍ୱିଜା ନକ୍ଷତ୍ରକୁ କୌଣସି ସମସ୍ୟା ଭିତରେ ଛନ୍ଦି ହୋଇଯିବାକୁ ପଡିପାରେ। ଯାତ୍ରାରୁ ସୁଫଳ ପାଇବେ ଏବଂ ସାମାଜିକ ସ୍ଥିତି ସୁଦୃଢ ରହିବ। ଈର୍ଷାକରି ନିକଟ ସମ୍ପର୍କୀୟମାନେ…

ସୁରକ୍ଷା ଓ ରୋଟାରୀ କ୍ଲବ୍ ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ୱର : ସ୍ୱେଚ୍ଛାସେବୀ ସଂଗଠନ ସୁରକ୍ଷା ଏବଂ ରୋଟାରୀ କ୍ଲବ ସେିନିୟାଲ୍ ଆନୁକୁଲ୍ୟରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଲୁମ୍ବିନୀ ବିହାର ସ୍ଥିତ ସୁରକ୍ଷା ପରିସରରେ ବୃକ୍ଷରୋପଣ କରାଯାଇଥିଲା । ସୁରକ୍ଷା\'ର ସଭାନେତ୍ରୀ ବନ୍ଦନା ପାଙ୍କ ପ୍ରତ୍ୟେକ୍ଷ ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ…

ସନସାଇନ ଯୁବା ସଂଗଠନର ନିଆରା ପ୍ରୟାସ

ଭୁବନେଶ୍ଵର : ଆଜି ସନସାଇନ ଯୁବ ସଂଗଠନ ଓ BMC ମିଳିତ ସହଯୋଗରେ ସହିଦନଗର କଲ୍ୟାଣ ମଣ୍ଡପ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ୪୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହା ସହ ଯୁଵା ସଂଗଠନ ତରଫରୁ ଵୃକ୍ଷରୋପଣ ସହ କରୋନା ସମୟରେ ସାହାଯ୍ୟ ଓ ସହଯୋଗ କରିଥିବା ଅମୀୟ ଦାସ, ଅମରେନ୍ଦ୍ର…

ବାଲିରେ ୧୦୧ ସ୍ୱାଧୀନତା ସଂଗ୍ରାମୀଙ୍କ ମୁଖ ମଣ୍ଡଳ

ଜଳେଶ୍ୱର : ୭୪ ତମ ସ୍ୱାଧୀନତା ଦିବସ ଅବସରରେ ବାଲୁକା ଶିଳ୍ପୀ ଅଜୟ କୁମାର ଘୋଷ ବାଲିରେ ୧୦୧ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ମୁଖ ମଣ୍ଡଳ ଆଙ୍କିଛନ୍ତି । ବାଲୁକା ଶିଳ୍ପୀ ଅଜୟ ୧୦ ଫୁଟ ଉଚ୍ଚତାରେ ୧୦୧ ଜଣ ସ୍ୱାଧୀନତା ସଂଗ୍ରୀମୀଙ୍କ ମୁଖ ମଣ୍ଡଳ ଆଙ୍କିଛନ୍ତି । ଏହାକୁ ସେ ୨ ଦିନ ଧରି…