ଏଣିକି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପରେ ଉପଲବ୍ଧ ହେବ ଓଡିଆ ଭାଷା
ଭୁବନେଶ୍ୱର() ମାଇକ୍ରୋସଫ୍ଟ ପକ୍ଷରୁ ଓଡିଆଙ୍କ ପାଇଁ ଆସିଛି ଏକ ଖୁସି ଖବର ।ଏଣିକି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପରେ ଉପଲବ୍ଧ ହେବ ଓଡିଆ ଭାଷା । ମାଇକ୍ରୋସଫ୍ଟ ଅଫିସରେ ମଧ୍ୟ ଏହି ଅନୁବାଦ ସୁବିଧା ଉପଲବ୍ଧ ହେବ । ଅନ୍ୟ ଭାଷାରୁ ଓଡିଆ ଭାଷାକୁ ତାକ୍ରାଳିକ ଅନୁବାଦ ପାଇଁ ଉପଯୋଗୀ ହେବ ।…
