Odia News Portal
Yearly Archives

2020

ସରକାରଙ୍କ ଏଲ୍‍ଜି ସ୍ମାର୍ଟ ଫୋନ୍‍ ଖରିଦକୁ ନେଇ ଆଲୋଚନା

ଭୁବନେଶ୍ୱର : ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‍) ପ୍ରକଳ୍ପରେ କାର୍ଯ୍ୟରତ ମହିଳାମାନଙ୍କୁ ରାଜ୍ୟ ସରକାର ସ୍ମାର୍ଟ ଫୋନ୍‍ ଯୋଗାଇ ଦେବାପାଇଁ ଟେଣ୍ଡର ଚୂଡାନ୍ତ କରିଛନ୍ତି । ତେବେ ଏଲ୍‍ଜି କମ୍ପାନୀର ସ୍ମାର୍ଟଫୋନ୍‍ ଯୋଗାଣକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଓଡିଶାରେ ଯେଉଁ…

ହାରିଗଲେ ଡାକ୍ତର କୁଳମଣୀ ସୁନା

ସମ୍ବଲପୁର : ମହାମାରୀ କରୋନା ଗୋଟିଏ ଦିନରେ ସମ୍ବଲପୁର କୋଭିଡ୍‌ ହସପିଟାଲରେ ୨ଟି ମୁଣ୍ଡ ଗଡ଼ାଇ ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ଯେ, ଏହି ରୋଗ ପ୍ରଥମ କରି ରାଜ୍ୟରେ ଜଣେ ଡାକ୍ତରଙ୍କ ଜୀବନ ନେଇଛି । ହୀରାକୁଦର ଇଏସ୍‌ଆଇ ଡାକ୍ତରଖାନାର କାର୍ଯ୍ୟରତ ଚିକିତ୍ସାଧିକାରୀ କୁଳମଣୀ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ପୂର୍ଣ୍ଣାତିଥି ଦଶମୀର ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ କୌଣସି କାମ ଅପୂର୍ଣ୍ଣ ରହିବନାହିଁ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଅଶ୍ୱିନୀ ନକ୍ଷତ୍ର କର୍ମକ୍ଷେତ୍ରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହେବେ। ଦ୍ୱାଦଶସ୍ଥ ମଙ୍ଗଳ ସ୍ବାସ୍ଥ୍ୟ ସମସ୍ୟାର ଆଶଙ୍କାକୁ…

BSNL ଲଞ୍ଚ୍ କଲା ଦମଦାର୍ ପ୍ଲାନ୍

ନୂଆଦିଲ୍ଲୀ : ଭାରତ ସଞ୍ଚାର ନିଗମ ଲିମିଟେଡ୍(BSNL) ୮୦ ଦିନର ବୈଧତା ବିଶିଷ୍ଟ ଏକ ଶସ୍ତା ପ୍ଲାନ୍ ଲଞ୍ଚ୍ କରିଦେଇଛି । ଏହି ପ୍ଲାନର ଦାମ୍ ୩୯୯ ଟଙ୍କା । ଏହି ପ୍ଲାନରେ ୨୫୦ ମିନିଟ୍ ପ୍ରତିଦିନ କଲିଂ ପାଇଁ ମିଳୁଛି ।  ଏହା ସହିତ ପ୍ରତିଦିନ ୧ ଜିବି ଡାଟା ସହିତ ୧୦୦ ଏସଏମଏସ ମଧ୍ୟ ପାଇବେ…

ଏକ ମାସର ରାଜନୈତିକ ବିବାଦ ପରେ ଗେହଲଟ୍ ଓ ପାଇଲଟ୍ ଭେଟ

ଜୟପୁର : ରାଜସ୍ଥାନରେ ଗତ କିଛି ଦିନ ଧରି ରାଜନୈତିକ ବିବାଦ ଜାରି ରହିଛି।  କଂଗ୍ରେସର ବିଦ୍ରୋହୀ ସାଜିଥିବା ସଚିନ ପାଇଲଟ ପୁଣିଥରେ ପାର୍ଟି ସହିତ ଠିଆ ହୋଇଛନ୍ତି। ପ୍ରାୟ ୧ ମାସ ପରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ପରସ୍ପରକୁ ଭେଟିଛନ୍ତି। କଂଗ୍ରେସର…

ଆସିଲା ଧୋନିଙ୍କ କରୋନା ଟେଷ୍ଟ ରିପୋର୍ଟ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର ଏମ୍.ଏସ୍ ଧୋନିଙ୍କର ଆଜି କରୋନା ଟେଷ୍ଟ ରିପୋର୍ଟ ଆସିଛି। ତେବେ ଭଲ କଥା ହେଲା ଯେ, ଧୋନିଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଛି। ପରୀକ୍ଷା ରାଞ୍ଚିରେ କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି।  ଏମ୍ଏସ୍ ଧୋନି ଏବେ…

ଅସଲି ପୋଲିସ ହାତରେ ଧରାପଡିଲା ନକଲି ପୋଲିସ

ଅସଲି ପୋଲିସ ହାତରେ ଧରାପଡିଲା ନକଲି ପୋଲିସ। ଦିଲ୍ଲୀ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣଙ୍କ ନିଜକୁ ଦିଲ୍ଲୀ ପୋଲିସ କହୁଥିବାବେଳେ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର କହି କୋଭିଡ୍‌-୧୯ର ଚାଲାଣ ବସୁଲୀ କରୁଥିଲେ। ତେବେ ପୋଲିସ ମହିଳାଙ୍କୁ ଗିରଫ କରାଯିବା ସହିତ ତାଙ୍କ…

ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାରକୁ ସୂରଜ ସମ୍ମାନ ସହ ୫ଲକ୍ଷ ଟଙ୍କା ପୁରସ୍କାର

ଭୁବନେଶ୍ୱର()  ବିଶ୍ୱ ଅଙ୍ଗଦାନ ଦିବସରେ ସକରାରଙ୍କ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଅଙ୍ଗଦାନ କରିଥିବା ବ୍ୟକ୍ତି ଓ ତାଙ୍କ ପରିବାରକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଙ୍ଗଦାନ କରିଥିବା ବ୍ୟକ୍ତି ସର୍ବଦା ସ୍ମରଣୀୟ ରହିବେ । ଅଙ୍ଗଦାନକୁ…

ପୂର୍ବ ଅପେକ୍ଷା କରୋନା ସଂକ୍ରମଣ ଏବେ ସ୍ଥିର ରହିଛି

ଭୁବନେଶ୍ୱର()   କରୋନା ସ୍ଥିତିକୁ ନେଇ ଆରଏମ୍‌ଆର୍‌ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି ଯେ, ‘ଗଞ୍ଜାମରେ ୩ ସପ୍ତାହ ତଳେ ଯାହା ପରିସ୍ଥିତି ଥିଲା, ତାହା ଏବେ ନାହିଁ । ବିଭିନ୍ନ ଜିଲ୍ଲାରେ ସିରୋ ସର୍ଭେ ଆରମ୍ଭ କରାଯାଇଛି । ୩ ରୁ ୭ ଅଗଷ୍ଟ ମଧ୍ୟରେ ବ୍ରହ୍ମପୁରରେ ସେରୋ…

୪ ଦିନ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର()  ଆଜି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହାରି ପ୍ରଭାବରେ ଆଗାମୀ ୪ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଓ ବଜ୍ରପାତକୁ ନେଇ ଆସନ୍ତା ୨୪ଘଣ୍ଟା ପାଇଁ ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଦୁଇ ଜିଲ୍ଳା…