Odia News Portal
Yearly Archives

2020

ଏ ତରଫା ପ୍ରେମ କରି ଛାତ୍ରୀଙ୍କୁ ହଇରାଣ ଘଟଣା : ଥାନାରେ ଛାତ୍ରୀ

ସାଲେପୁର : ଏକ ତାରଫା ପ୍ରେମ କରିବା ସହ ଯୁବତୀଙ୍କୁ ହଇରାଣ କରିବା ଘଟଣା, ଥାନାରେ ଅଭିଯୋଗ କଲେ ବିଏସ୍‌ସି ପାସ କରିଥିବା ଛାତ୍ରୀ । ଛାତ୍ରୀ ଜଣଙ୍କ ହେଲେ କଟକ ଜିଲ୍ଲା ସାଲେପୁର ଥାନା ଜିଗ୍ନିପୁର ଛୁଆଳିଆ ଗ୍ରାମର । ଏକ ତରଫା ପ୍ରେମ କରୁଥିବା ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ଅଚ୍ୟୁତାନନ୍ଦ…

ସ୍ୱାଧୀନତା ଦିବସ ପାଇଁ ସଟଡାଉନ୍ କଟକଣା କୋହଳ

ଭୁବନେଶ୍ୱର : ସ୍ୱାଧୀନତା ଦିବସ ପାଇଁ ୪ ଜିଲ୍ଲାରେ ସଟଡାଉନ୍ କଟକଣା କୋହଳ । ୪ ଜିଲ୍ଲା ସହ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ମଧ୍ୟ କଟକଣା କୋହଳ କରାଯାଇଛି । ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ପାଇଁ କଟକଣାକୁ କୋହଳ କରାଯିବ । ଦିନ ୧୧ଟା ପର୍ଯ୍ୟନ୍ତ କଟକଣା କୋହଳ ପାଇଁ ନିଷ୍ପତ୍ତି…

କରୋନା ରୋଗୀଙ୍କ ଶବ ସତ୍କାର କରୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ

ଭୁବନେଶ୍ଵର : କରୋନାର ଭୟାବହତା ଯୋଗୁ ଆଜି ସମାଜରେ ଅନେକ ଅମାନବୀୟ ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଭୁବନେଶ୍ଵରର ସତ୍ୟନଗର ଶ୍ମଶାନ ଠାରେ କରୋନା ରୋଗୀଙ୍କ ଶବ ସତ୍କାର କରୁଥିବା ୨୦ଜଣ ବ୍ୟକ୍ତି ସମସ୍ତଙ୍କୁ ମାନବିକତାର ନୂତନ ରୂପ ଦେଖାଇଛନ୍ତି। ପ୍ରଥମ ଦିନରୁ ଅବହେଳିତ ଭାବେ କାମ…

ମାହାଙ୍ଗାରେ ବୃହତ ପାନୀୟଜଳ ପ୍ରକଳ୍ପକୁ କ୍ୟାବିନେଟରେ ମଞ୍ଜୁରି

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ସେହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେହି ସବୁ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ…

ପୁଣିଥରେ ମା’ ହେବାକୁ ଯାଉଛନ୍ତି କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ପୁଣିଥରେ ମା’ ହେବାକୁ ଯାଉଛନ୍ତି। ତୈମୁର ଖୁବ୍‌ଶୀଘ୍ର ବଡ଼ ଭାଇ ଦାୟିତ୍ୱ ସମ୍ପାଦନା କରିବେ। ଏନେଇ କରୀନା ଓ ସୈଫ୍‌ ପରୋକ୍ଷରେ କହିଛନ୍ତି। ମା’ ହେବା ନେଇ କରୀନା କହିଛନ୍ତି ଯେ ‘ଖୁବ୍‌ଶୀଘ୍ର ଆମ ପରିବାର ସହ ଆଉ ଜଣେ ନୂଆ ସଦସ୍ୟ ଯୋଡ଼ି ହେବାକୁ ଯାଉଛନ୍ତି।…

ସିଏସ୍ଆର୍ ସର୍ଭେ: ଆଇଟିଇଆର୍ ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍ ଏମିନେନ୍ସ

ଭୁୁବନେଶ୍ୱର() ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍ ଏମିନେନ୍ସ ଭାବେ କମ୍ପିଟିସନ୍ ସକ୍ସେସ୍ ରିଭୁ୍ୟ (ସିଏସ୍ଆର୍) ସର୍ଭେ -୨୦୨୦ ଅନୁଯାୟୀ…

ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର

ସମ୍ବଲପୁର() ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର ହୋଇଛି । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପଣ୍ଡିତ ମହାସଭା ବୈଠକରେ ଏହି ଲଗ୍ନ ସ୍ଥିର କରାଯାଇଛି । ଅଗଷ୍ଟ ୨୩ ତାରିଖ ଦିନ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ମାଆଙ୍କ ପାଖରେ ନବାନ୍ନ ଲାଗି ହେବ । ମାଆଙ୍କ ପାଖରେ…

ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଅଜୟ କୁମାର ଦାସଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । ୫ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡରେ ରେଡ, ପଟିଆ…

୨୪ଘଣ୍ଟା ପାଇଁ ୧୨ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ବଙ୍ଗୋପସାଗରରେ ଆସନ୍ତାକାଲି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି କାରଣରୁ  ରାଜ୍ୟରେ ଆଗାମୀ ୨୪ଘଣ୍ଟା ପାଇଁ ୧୨ଜିଲ୍ଲାକୁ  ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୨ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।…

ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତଙ୍କୁ ଜାମିନ

ଭୁବନେଶ୍ୱର()   ଅଡିଓ ଭାଇରାଲ ନେଇ ୨ ଜଣଙ୍କୁ ଗିରଫ କରାଯିବା ପ୍ରସଙ୍ଗରେ ଉଭୟଙ୍କୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଜାମିନ ପ୍ରଦାନ କରାଯାଇଛି ।  ଜଣେ ଜାମିନଦାର ଓ ୧୦ ହଜାର ଟଙ୍କା ମୁଚାଲିକାରେ…