ସମ୍ମାନିତ ହେଲେ ଭିଏସସ ନଗର ସରକାରୀ ହାଇସ୍କୁଲର ଛାତ୍ର ଛାତ୍ରୀ
ଭୁବନେଶ୍ଵର : ଆଜି ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ , ଭିଏସସନଗର ତରଫରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଭିଏସସନଗର ସରକାରୀ ହାଇସ୍କୁଲରେ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବା ଲୋପାମୁଦ୍ରା ଦାସ , ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଇତିଶ୍ରୀ ଦାଶ ଓ ତୃତୀୟ ସ୍ଥାନ ଅଧିକାର…
