ଜାଲରେ ଫସିଲା ୮ ଫୁଟିଆ ଅଜଗର
ପଳାଶପଙ୍ଗା : ସଦର ବ୍ଲକ୍ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତ ଖପରାଖାଇ ଗ୍ରାମରୁ ବିରାଟକାୟ ୮ ଫୁଟିଆ ଅଜଗର ଉଦ୍ଧାର କରାଯାଇଛି । ସ୍ଥାନୀୟ ପୋଖରୀରେ ମାଛ ଧରିବା ଗତ କାଲି ଜାଲ ବସାଯାଇଥିଲା । ଆଜି ସକାଳେ ଜାଲରେ ୮ ଫୁଟ ୯ ଇଞ୍ଚର ବିରାଟ ଅଜଗର ପଡିଥିବା ଦେଖି ମାଛ ଧରାଳି ଭୟଭୀତ ହୋଇ ଯାଇଥିଲେ ।…
