Odia News Portal
Yearly Archives

2020

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ବାଗ୍‌ଚୀଙ୍କ ୭.୫୦ କୋଟି ଟଙ୍କା ଦାନ

ଭୁବନେଶ୍ବର ()‘ମୋ ସ୍କୁଲ’ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ଓ ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ କରିଛନ୍ତି । କୋଭିଡ୍‌-୧୯ ଦ୍ବାରା ପ୍ରଭାବିତ ପୁରୀ ଜିଲ୍ଲାର ଅସହାୟା ବୃଦ୍ଧା…

ସ୍ତ୍ରୀ ଆଗରେ ଭାଇବୋହୂକୁ ହତ୍ୟା

ସୋନିପତ୍ : ଦେହ ବେପାର କରିବାକୁ ଭାଇ ବୋହୂକୁ ବାଧ୍ୟ କରାଉଥିଲା ଦେଢଶୁର। ଭାଇ-ବୋହୂ ନମାନିବାରୁ ରାସ୍ତା ଉପରେ ଛୁରି ଭୂଷି ଅତି ନିର୍ମମ ଭାବରେ ହତ୍ୟାକଲେ ଦେଢଶୂର। ଏଭଳି ଏକ ଘଟଣା ପାନିପତ ତହସିଲ କ୍ୟାମ୍ପ ଅନ୍ତର୍ଗତ ଫତେହପୁରୀ ଛକରେ ରବିବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି। ଯେତେବେଳେ…

ପରିବା ବିକ୍ରି କରି ଚଳୁଛନ୍ତି ଏହି ଖେଳାଳି

ରାଞ୍ଚି : ଦେଶର ଦିନେ ଗୌରବ ସାଜିଥିବା ଅନ୍ତର୍ଜାତୀୟ ଥ୍ରୋ ବଲ୍ ଖେଳାଳି ଏବେ ବିକ୍ରି କରୁଛନ୍ତି ପରିବା। ଦିନେ ଅନ୍ତର୍ଜାତୀୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଖେଳି ସ୍ବର୍ଣ୍ଣପଦକ ଜିତି ଦେଶଓ ରାଜ୍ୟର ନାଁ ମଧ୍ୟ ଉଜ୍ବଳ କରିଥିଲେ। ଛୋଟିଆ ଗାଁରୁ ଆସି ଅନ୍ତର୍ଜାତୀୟ ସ୍ତରରେ ଖେିଳିବା ରାଞ୍ଚିର…

କରୋନା ବିରୁଦ୍ଧରେ ଚାଲିଥିବା ଲଢେଇରେ ଗଞ୍ଜାମ ଜିଲ୍ଲା ଆଗରେ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍‌ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣର ନିୟନ୍ତ୍ରଣ ପାଇଁ ଜିଲ୍ଲାର ସରପଞ୍ଚମାନେ ଯେଭଳି…

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ସଂଜୟ ଦତ୍ତ

ମୁମ୍ୱାଇ : ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ବଲିଉଡ୍‌ ଅଭିନେତ ସଂଜୟ ଦତ୍ତ ।  ୮ ଅଗଷ୍ଟରେ ନିଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ସେ ୨ ଦିନ ପରେ ଘରକୁ ଫେରିଛନ୍ତି । ଘରକୁ ଫେରିଥିବା ଫଟୋ ଏବେ ସାମନାକୁ ଆସିଛି । ଆଉ ଏହାକୁ ନେଇ…

ଯୁବ ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର  : ବିଜୁ ଜନତା ଦଳର ଯୁବ ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ । କଟକ ଜିଲ୍ଲା ନିଶ୍ଚିତନ୍ତକୋଇଲି ବ୍ଲକ୍ ମଲ୍ଲିପୁର ଠାରେ ଏଭଳି ଭୟଙ୍କର କାଣ୍ଡ ଘଟିଛି । ବିଜେଡି ନେତା ତଥା ସମାଜସେବୀ ପ୍ରକାଶ କୁମାର ସାହୁଙ୍କୁ କିଛି ଦୁର୍ବୃତ୍ତ ଗତକାଲି ରାତିରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି…

ଭିଜିଲାନ୍ସ ଜାଲରେ ଚିଲିକା ବନ୍ୟପ୍ରାଣୀ DFO

ଟାଙ୍ଗୀ : ଭିଜିଲାନ୍ସ ଜାଲରେ ଆଜି ଧରାପଡିଛନ୍ତି  ଚିଲିକା ବନ୍ୟପ୍ରାଣୀ ଡିଏଫଓ ଆଲୋକ ରଞ୍ଜନ ହୋତା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାଲୁଗାଁ ସ୍ଥିତ ଅଫିସ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ କରିଛି। ଏହା ଛଡା ରାଜଧାନୀ ଭୁବନେଶ୍ଵର ଖଣ୍ଡଗିରି, ଡୁମଡୁମା, ଚନ୍ଦ୍ରଶେଖର…

୩ ଦିନ ରିମାଣ୍ଡରେ ଯିବେ ୨ ଅଭିଯୁକ୍ତ

ଭୁବନେଶ୍ୱର() ଏକ ଘରୋଇ ଟିଭି ଚ୍ୟାନେଲ ଦ୍ୱାରା କୋଭିଡ଼ ଚିକିତ୍ସା ସମ୍ପର୍କିତ ଏକ ବିବାଦୀୟ ଅଡ଼ିଓ ପ୍ରସାରଣ ହୋଇଥିଲା । ଏହି ପ୍ରସଙ୍ଗରେ ଦୁଇ ଜଣଙ୍କୁ ଆଜି ଗିରଫ କରିଛି କମିଶନରେଟ ପୋଲିସ । ବର୍ତ୍ତମାନ ଗିରଫ ହୋଇଥିବା ଦୁଇ ଜଣଙ୍କୁ ରିମାଣ୍ଡରେ ନେବା ପାଇଁ ଏସଡ଼ିଜେଏମ କୋର୍ଟଙ୍କ ପକ୍ଷରୁ…

କଟକରୁ ଆଉ ୫୩ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ ଲୋକାଲ କେସର ସମ୍ପୁର୍ଣ୍ଣ ତଥ୍ୟ

କଟକ() କଟକରୁ ଆଉ ୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୪୩ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୧୦ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।କ୍ୱାରେଣ୍ଟାଇନରେ ଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯ଜଣ କଣ୍ଟେନମେଣ୍ଟ ଜୋନର ଥିବା ବେଳେ ୬ଜଣ ସରକାରୀ କ୍ୱାରେଣ୍ଟାଇନ ଓ ୧୮ଜଣ ହୋମ୍…

ସେପ୍ଟେମ୍ବର ୧୪ରୁ ସପ୍ଲିମେଂଟାରୀ

ଭୁବନେଶ୍ୱର() ମାଟ୍ରିକ ପରୀକ୍ଷା ଫଳ ବାହାରି ସାରିଛି । ପରୀକ୍ଷାରେ କୃତକାର୍ୟ୍ୟ ହୋଇନଥିବା ପିଲାମାନଙ୍କ ପାଇଁ ସପ୍ଲିମେଂଟାରୀ ପରୀକ୍ଷା କରାଯିବ । ଆସନ୍ତା ସେପ୍ଟେମ୍ବର ୧୪ରୁ ସପ୍ଲିମେଂଟାରୀ ପରୀକ୍ଷା ହେବବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।…