Odia News Portal
Yearly Archives

2020

ଛାତ୍ରୀଙ୍କୁ ଯୌନ ନିର୍ଯାତନା : ଜେଲ୍‌ ଗଲେ ରସିକିଆ ଟ୍ୟୁସନ ସାର୍‌

କୋରେଇ : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ତାରାକୋଟ ଅଞ୍ଚଳର ଜଣେ ଟ୍ୟୁସନ୍‌ ଶିକ୍ଷକ ଦୀର୍ଘଦିନ ହେବ ଜନୈକ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ । ଯାହାକୁ ନେଇ ଶୁକ୍ରବାର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଜଣେ ଅଧିକାରିଣୀ କୋରେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ…

‘କାଳିଆ’ ଟଙ୍କା ଆଦାୟ ସ୍ଥଗିତ

ଭୁବନେଶ୍ୱର : ‘କାଳିଆ’ ଟଙ୍କା ଆଦାୟ ସ୍ଥଗିତ । ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ‘କାଳିଆ’ ଟଙ୍କା ଆଦାୟ ସ୍ଥଗିତ । କାଳିଆ ଟଙ୍କା ଫେରାଇନେବା ଉପରେ କଟକଣା ଲାଗିଲା । କରୋନା ପାଇଁ ଟଙ୍କା ଆଦାୟ ସ୍ଥଗିତ ରଖିଲେ ରାଜ୍ୟ ସରକାର । କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ…

୪ଟି ମାଓ କ୍ୟାମ୍ପ ଠାବ

ବରଗଡ଼ : ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ବରଗଡ଼ ପାଇକମାଲ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ପୋଲିସ ଏସ୍ଓଜି ଯବାନ ଓ ସପିଆଇ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିବାର ସୂଚନା ରହିଛି  । ତେବେ ଘଟଣାସ୍ଥଳରୁ ୧୧ ଖୋଖା ଏବଂ ଗୋଟିଏ ଜୀବନ୍ତ ଗୁଳି ସହ…

ମୋଦିଙ୍କ ଘୋଷଣା, ଷଷ୍ଠ ପର୍ଯ୍ୟାୟରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ୧୭ ହଜାର ୧୦୦ କୋଟି ଟଙ୍କା

କୃଷି ଭିତ୍ତିଭୂମି ପାଣ୍ଠି ଅର୍ଥଯୋଗାଣ ବ୍ୟବସ୍ଥାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନା ମାଧ୍ୟମରେ ପିଏମ୍‌ କିଷାନ ଯୋଜନାର ଷଷ୍ଠ କିସ୍ତି ପ୍ରଦାନ କରାଯିବ। ଏହା ଦ୍ୱାରା ଦେଶର ୮.୫୫ କୋଟି ଚାଷୀଙ୍କୁ ୧୭ ହଜାର ୧୦୦ କୋଟି ଟଙ୍କା ପ୍ରଦାନ କରାଯିବ । ଏକ ଲକ୍ଷ କୋଟି…

ଆଜି ଆଉ ୧୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର() ଆଜି ରାଜ୍ୟରେ ୧୭୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୭୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି…

ଆଜି ଆଉ ୧୭୩୪ ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର() ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୭୩୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦୭୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬୫୯ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫ ହଜାର୯୨୭ କୁ ବୃଦ୍ଧି କରିଛି…

ଏହି ତାରିଖରେ ଲଞ୍ଚ ହେବ ବିଶ୍ୱର ପ୍ରଥମ କୋଭିଡ ଟୀକା

ଅଗଷ୍ଟ ୧୨ରେ ରୁଷ ବିଶ୍ୱର ପ୍ରଥମ କୋଭିଡ୍‌ ଟିକା ଲଞ୍ଚ କରିବାକୁ ଯାଉଛି । ଆସନ୍ତା ୧୨ରେ ବିଶ୍ୱର ପ୍ରଥମ କୋଭିଡ୍‌ ଟିକା ଭାବେ ଏହା ସାର୍ବଜନୀନ ବ୍ୟବହାର ପାଇଁ ଉପଲବ୍ଧ ହେବ ବୋଲି ଋଷିଆର ଉପ ସ୍ୱାସ୍ଥ୍ୟମନ୍ତ୍ରୀ ଓଲେଗ୍‌ ଗ୍ରିଦ୍‌ନେଭ ପ୍ରକାଶ କରିଛନ୍ତି । କୋଭିଡ୍‌-୧୯ର ସଫଳ ମୁକାବିଲା ପାଇଁ…

ରାଜଧାନୀରେ ବନ୍ଦ ହୋଇପାରେ ବ୍ୟବସାୟ ପ୍ରତିଷ୍ଠାନ

ଭୁବନେଶ୍ୱର : କରୋନା ଯୋଗୁଁ ଏବେ ରାଜଧାନୀରେ ଅନେକ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନରେ ତାଲା ଝୁଲିବା ଏକ ପ୍ରକାର ନିଶ୍ଚିତ ହେଲାଣି । ବିଶେଷକରି ଯେଉଁସବୁ ବ୍ୟବସାୟୀମାନେ ମୋଟା ଅଙ୍କରେ ଘର ଭଡା ନେଇ ବ୍ୟବସାୟ କରୁଥିଲେ କାରବାର ବନ୍ଦ ଯାଗୁଁ ସେମାନଙ୍କର ଏଭଳି ଅବସ୍ଥା ଉପୁଜିଲାଣି । ବାପୁଜୀନଗର,…

ଆଜି କେତେ ରହିଛି ପେଟ୍ରୋଲ-ଡିଜେଲ ଦାମ୍‌ ଆସନ୍ତୁ ଜାଣିବା

ସରକାରୀ ତୈଳ କମ୍ପାନୀଙ୍କ ଦ୍ୱାରା ଆଜି ପେଟ୍ରୋଲ ଡିଜେଲ ଦର ସ୍ଥିର ରହିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୮୧.୦୩ ଟଙ୍କା ପ୍ରତି ଲିଟର ରହିଥିବାବେଳେ ଡିଜେଲ ପ୍ରତି ଲିଟର ପିଛା ରହିଛି ୮୦.୦ ୩ ଟଙ୍କା। ସେହିପରି ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇ ଏବଂ କୋଲକାତାରେ ପେଟ୍ରୋଲ ଏବଂ ଡିଜେଲ ଦାମ…

ପୁଣି କୋଭିଡ୍ କେୟାର ସେଣ୍ଟରରେ ଲାଗିଗଲା ନିଆଁ, ୭ ମୃତ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଆଜି ସକାଳେ ଏକ କୋଭିଡ୍ କେୟାର ସେଣ୍ଟରରେ ନିଆଁ ଲାଗି ଯିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିକଟସ୍ଥ ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା…