ରାଜ୍ୟରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ
ଭୁବନେଶ୍ବର() ରାଜ୍ୟରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ କରାଯାଇଥିବା ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ଆଜି ଏଠାରେ ସେ କହିଛନ୍ତି ଯେ ୧୯ଏ, ୧୯ ବି, ୨୦ଏ, ୨୦ ବି ଓ ୨୦ ସି ଭୂତାଣୁ ଦ୍ବାରା ଓଡିଶାରେ କରୋନା ସକ୍ରମଣ ହୋଇଛି । ୨୨୫ ଟି ସାମ୍ପଲରୁ ଏହି ଗବେଷଣା କରାଯାଇଥିଲା…
