ସୁସ୍ଥ ତାଲିକାରେ ଆଜି ଯୋଡି ହେଲେ ଆଉ ୪୪୦ କରୋନା ଆକ୍ରାନ୍ତ
ଭୁବନେଶ୍ଵର : ସୁସ୍ଥ ତାଲିକାରେ ଆଜି ଯୋଡି ହେଲେ ଆଉ ୪୪୦ ଆକ୍ରାନ୍ତ। ସର୍ବାଧିକ ୮୩ ଆକ୍ରାନ୍ତ ଖୋର୍ଦ୍ଧାରୁ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୬୮, ବାଲେଶ୍ୱରରୁ ୪୯ ଆରୋଗ୍ୟ ଲାଭ କରିଛନ୍ତି । ଏହା ସହିତ ମାଲକାନଗିରିରୁ ୪୦, ଜଗତସିଂହପୁରରୁ ୨୩, ଭଦ୍ରକରୁ ୨୧, ମୟୂରଭଞ୍ଜ ୨୦,…
