Odia News Portal
Yearly Archives

2020

ନୀଳମଣି ସାମଲ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି

ଭୁବେନଶର()  ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧିବାଦୀ ନୀଳମଣି ସାମଲ ଓଡ଼ିଶା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତିଭାବେ ନିର୍ବାଚିତ ହାଇଛନ୍ତି । ଅଖିଳ ଭାରତ ସ୍ୱାଧୀନତା ସଂଗ୍ରାମୀ ସମିତିର ଅନୁମୋଦନ କ୍ରମେ ରାଜ୍ୟ ସମିତିର ସଭାପତିଭାବେ ଶ୍ରୀ ସାମଲଙ୍କୁ ନିର୍ବାଚିତ…

ଭୁବନେଶ୍ୱରରୁ ଆଉ ୬୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର () ଆଜି ରାଜଧାନୀ ଭୁବନେଶ୍ୱରରୁ ୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୦ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହିକ୍ରମରେ ଭୁବନେଶ୍ୱରରେ କରୋନା ପଜିଟିଭ ସଂଖ୍ୟା ୯୧୯କୁ ବୃଦ୍ଧି ପାଇଛି । ୯୧୯ ପଜିଟିଭଙ୍କ…

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି() ସ୍ୱାଭିମାନ ଅଞ୍ଚଳରେ ଡ଼ିଭିଏଫ ଓ ଏସଓଜି ଯବାନଙ୍କ ମିଳିତ ଉଦ୍ୟମରେ ମାଓ ଶିବିର ଉପରେ ଚଢ଼ାଉ ହୋଇଛି । ଏହାସହ ଆନ୍ଧ୍ର ଓଡ଼ିଶା ସୀମା ମୁଚିମପୁଟ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଉଲ୍ଲେଖଯୋଗ୍ୟ ଯେ ସକାଳୁ ସ୍ୱାଭିମାନ ଅଞ୍ଚଳରେ ଅପରେସନ ଆରମ୍ଭ ହୋଇଥିଲା…

୩୬ ବିଜେଡି ସାଧାରଣ ସମ୍ପାଦକ ନିଯୁକ୍ତ, ମାନସଙ୍କୁ ମିଡିଆ, ପ୍ରଣବଙ୍କୁ ଯୁବ ବ୍ୟାପାର, ବ୍ୟେମକେଶଙ୍କୁ ଛାତ୍ର ବ୍ୟାପାର

ଭୁବନେଶ୍ବର() ବିଜେଡ଼ିରେ ୩୬ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତିି ମିଳିଛି । ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେବା ସହ ସ୍ୱତନ୍ତ୍ର ଦାୟିତ୍ୱ ଦେଇଛନ୍ତି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁଶାନ୍ତ ସିଂହ ଓ ମନୋହର ରନ୍ଧାରୀଙ୍କୁ-ସଶକ୍ତ ଓଡ଼ିଶା, ଚନ୍ଦ୍ର ସାରଥି ବେହେରା ଓ…

ସାମ୍ବାଦିକଙ୍କୁ ବିଧାନସଭା ମନା

ଭୁବନେଶ୍ୱର() ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ । ଏନେଇ ଲୋକସଭା ଓ ରାଜ୍ୟସଭା ସଚିବଙ୍କ ସହ ଆଲୋଚନା କରି ବିଚାର ବିମର୍ଷ କରିଛନ୍ତି ବାଚସ୍ପତି । ବିଧାୟକମାନେ ବିଧାନସଭା ଅଧିବେଶନରେ ଯୋଗଦେବା ପାଇଁ ଆସିବେ ହେଲେ ପ୍ରତ୍ୟେକ ବିଧାୟକଙ୍କ ମଧ୍ୟରେ ୪ ଗଜ ଦୂରତା ବା ୧୨ ମିଟର ଦୂରତା ରହିବ ।…

ମୁଖ୍ୟମନ୍ତ୍ରୀଙ୍କ ପୁଅ ସହ ବିବାହ ପରେ କାରିୟର ଛାଡିଲେ ଏହି ଅଭିନେତ୍ରୀ

ବିବାହ ପରେ ଜେନେଲିଆ ଡିସୁଜା ତାଙ୍କର ଆକଟିଂ କାରିୟରକୁ ଛାଡିଦେଇଛନ୍ତି । ଆପଣ ମଧ୍ୟ ଜାଣିଥିବେ ରିତେଶଙ୍କ ପିତା ବିଲାସରାଓ ଦେଶମୁଖ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ରିତେଶ ଓ ଜେନେଲିଆଙ୍କର ବିବାହ ୨୦୧୨ ରେ ହୋଇଥିଲା । ଏହା ପରେ ସେ ଫିଲ୍ମରେ କାମ କରିବା ଛାଡିଦେଲେ ।…

ଗାନ୍ଧି ପରିବାର ଉପରକୁ ସିଧାସଳଖ ଦୋଷ ଦେବା ଦୁଭାର୍ଗ୍ୟଜନକ

ଭୁବନେଶ୍ୱର() ରାଜସ୍ଥାନ ସଙ୍କଟ ପ୍ରସଙ୍ଗରେ କଂଗ୍ରେସ ହାଇକମାଣ୍ଡଙ୍କୁ ସିଧାସଳଖ ଦାୟୀ କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି । ଏକ ଟିଭି ଚ୍ୟାନେଲ ବିତର୍କରେ ପ୍ରଦୀପ ହାଇକମାଣ୍ଡକୁ ଦୋଷାରୋପ କରିବା ପରେ ଏହାକୁ ନେଇ ରାଜ୍ୟ କଂଗ୍ରେସ ରାଜନୀତି ଚଳଚଞ୍ଚଳ ହୋଇ ପଡ଼ିଛି । ଗୋଟିଏ…

୨୪ ଘଣ୍ଟାରେ ୩୨ ହଜାର ୬୯୫ ଜଣ ନୂଆ ପଜିଟିଭ୍ ଚିହ୍ନଟ

ଦେଶରେ କରୋନା ମାମଲା ଅଧିକ ତୀବ୍ର ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସମସ୍ତ ରେକର୍ଡ ଭାଙ୍ଗି ୩୨ ହଜାର ୬୯୫ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ୬୦୬ ଜଣ ଲୋକଙ୍କର ପ୍ରାଣ ନେଇଛି କରୋନା ମହାମାରୀ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ତାଜା ଅପଡେଟ…

ଓଡ଼ିଶାର କୌଣସି ବ୍ୟକ୍ତି ଅତ୍ୟାଧୁନିକ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ

ଭୁବନେଶ୍ୱର()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ କଲେଜରେ କୋଭିଡ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି । ଏହା ଦ୍ୱାରା ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ କରିଥିବା ଦେଶର ସ୍ୱଳ୍ପ କେତେକ…

ପୁଣି ଅଲୋଡା ଶିଶୁକନ୍ୟା

ଖୋର୍ଦ୍ଧା : ପୁଣି ଅଲୋଡା ଶିଶୁକନ୍ୟା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଏକତାଳ ପୋଖରୀ ନିକଟରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ ବିଲକୁ କାମ କରିବା ପାଇଁ ଯାଉଥିବାବେଳେ ଶିଶୁକନ୍ୟାଟିକୁ ଦେଖିଥିଲେ । ପରେ ଶିଶୁକନ୍ୟାଟିକୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ…