Sign in
Sign in
Recover your password.
A password will be e-mailed to you.
Yearly Archives
2020
ଯାଜପୁର ଓ ପୁରୀ ମେଡିକାଲ କଲେଜକୁ କ୍ୟାବିନେଟ ମଂଜୁରୀ, ସବୁଠି ଖୁସୀର ଲହରୀ
ଭୁବନେଶ୍ବର () ପ୍ରତିଶୃତି ରକ୍ଷା କରିବାରେ ନବୀନ ଏକ ନମ୍ବର । ରାଜ୍ୟରେ ସ୍ବାସ୍ଥ୍ୟସେବାର ବିକାଶ ସାଙ୍ଗକୁ ଡାକ୍ତର ଅଭାବ ଦୂର କରିବାକୁ ଆରମ୍ଭ ହୋଇଥିବା ଅଭିଯାନରେ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଯାଜପୁର ଓ ପୁରୀରେ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ସରକାର…
ଲିଙ୍ଗରାଜ ମନ୍ଦିର ପାଇଁ ରହିବେ ସ୍ବତନ୍ତ୍ର ପ୍ରଶାସକ
ଭୁବନେଶ୍ବର () ଲିଙ୍ଗରାଜ ମହାପ୍ରଭୁଙ୍କ ସେବା, ସେବାୟତ ଓ ସମ୍ପତ୍ତିର ସୁରକ୍ଷା ପାଇଁ ଐତିହାସିକ ନିଷ୍ପତ୍ତି । ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ । ଏ ସମ୍ପର୍କିତ ଅଧ୍ୟାଦେଶକୁ ସୋମବାର ରାଜ୍ୟ କ୍ୟାବିନେଟ ମଂଜୁରୀ ଦେଇଛି । ଶ୍ରୀମନ୍ଦିର ଢାଞ୍ଚାରେ ରହିବେ ସ୍ବତନ୍ତ୍ର…
23ରୁ ଭକ୍ତ କରିବେ କାଳିଆ ଦର୍ଶନ
ପୁରୀ () ଜଗା ଦର୍ଶନରୁ ଆଉ ନିରାଶ ହେବେନି ଭକ୍ତ । ନୂଆବର୍ଷ ପୂର୍ବରୁ ଅର୍ଥାତ ଡିସେମ୍ବର ୨୩ ତାରିଖରୁ ଖୋଲିଯିବ ଶ୍ରୀମନ୍ଦିର । ରାଜ୍ୟ ସରକାରଙ୍କୁ ଏଭଳି ସୁପାରିଶ କରିଛି ଛତିଶା ନିଯୋଗ । ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ଆଲୋଚନା ହେବା ପରେ…
ପ୍ରଦୀପ, ଅଭୟକାନ୍ତଙ୍କୁ ଜେରା କରିବ ଇଡି
ଭୁବନେଶ୍ୱର() ବେଆଇନ ଅର୍ଥ କାରବାର ମାମଲାରେ ପ୍ରଦୀପ ପାଣିଗ୍ରାହୀ, ଅଭୟକାନ୍ତ ପାଠକ, ଆକାଶ ପାଠକଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ସୁରକ୍ଷା ଦୃଷ୍ଟିରୁ ଝାରପଡ଼ା ଜେଲ ଭିତରେ ସେମାନଙ୍କୁ ଜେରା କରାଯିବାର ସଙ୍କେତ ମିଳିଛି । ବ୍ରହ୍ମପୁରରେ ଏକାଧିକ ଲୋକଙ୍କ ସହ ଆର୍ଥିକ…
ଧାନ କିଣା ପ୍ରକ୍ରିୟା ତ୍ୱରାନିତ ହେବ ଦରକାର
ଭୁବନେଶ୍ୱର() ଧାନ କିଣା ପ୍ରକ୍ରିୟା ୩ଟି ଜିଲ୍ଲାରେ ଧୀର ଭାବରେ ଚାଲିଛି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହାସହ ମନ୍ତ୍ରୀ ଉକ୍ତ ୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ଟ୍ୱିଟରେ ଟ୍ୟାଗ୍ କରିଛନ୍ତି । ଏହି ପ୍ରକ୍ରିୟା ଶୀଘ୍ର ତ୍ୱରାନିତ ହେବ ଦରକାର ବୋଲି ସେ…
ପ୍ରଥମ ସ୍ଥାନରେ ଓଡ଼ିଶା
ନୂଆଦିଲ୍ଲୀ() ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ-୨୦୨୦ରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି । ତେବେ ଓଡ଼ିଶା ୫୬.୮୬ ପଏଣ୍ଟ ହାସଲ କରିଥିବା ଜଣାଯାଇଛି । ଦ୍ୱିତୀୟରେ ମହାରାଷ୍ଟ୍ର ଓ ତୃତୀୟରେ ଛତିଶଗଡ଼ ରହିଛନ୍ତି । ଚତୁର୍ଥରେ କେରଳ ଓ ପଞ୍ଚମରେ ମଧ୍ୟପ୍ରଦେଶ ରହିଛନ୍ତି । ଶେଷ ୨ଟି ସ୍ଥାନରେ…
ନାଗାର୍ଜୁନ ବେଶର ସବୁ ସାମଗ୍ରୀ ସୁରକ୍ଷିତ ଅଛି
ପୁରୀ () ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟକୁ ନେଇ ଚାଲିଥିବା ଚର୍ଚ୍ଚା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ମନ୍ଦିର ବାହାରକୁ ଆସିଥିବା ଚନ୍ଦ୍ରସୂର୍ଯ୍ୟ ମହାପ୍ରଭୁଙ୍କୁ ଲାଗି କରାଯାଇଥିବା ବେଶ ସାମଗ୍ରୀର ଅଂଶ ବିଶେଷ ନୁହେଁ । ମହାପ୍ରଭୁଙ୍କୁ ଲାଗି ହୋଇଥିବା…
ତାଲିକା ଅନୁସାରେ ହିଁ ମହାପ୍ରଭୁଙ୍କ ବେଶରେ ସାମଗ୍ରୀମାନ ଲାଗି କରାଯାଇଥିଲା
ପୁରୀ() ଗତ 27 ତାରିଖରେ ଅନୁଷ୍ଠିତ ହୋଇଥିବା ପବିତ୍ର ନାଗାର୍ଜୁନ ବେଶର ସୋଲ ଚନ୍ଦ୍ରସୂର୍ଯ୍ୟ କେହି ନେଇ ଯାଇଥିବାର ଅଭିଯୋଗ ହୋଇଥିଲା । ଗତ 28 ତାରିଖ ଦିନ ଜନୈକ ବ୍ୟକ୍ତି ସୋଲ ନିର୍ମିତ ଚନ୍ଦ୍ରସୂର୍ଯ୍ୟ ଧରି ଶ୍ରୀମନ୍ଦିର ବାହାରକୁ ଆସିବା ବେଳେ ତାଙ୍କ ପ୍ରତିକ୍ରିୟା ନେବା ସହ ନାଗାର୍ଜୁନ…
ଏକାମ୍ର କ୍ଷେତ୍ର ଯୋଜନାର ସମୀକ୍ଷା କଲେ 5T ସଚିବ
ଭୁବନେଶ୍ୱର() ଆଜି ଏକାମ୍ର କ୍ଷେତ୍ର ଯୋଜନାର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ବିକଳ୍ପ ରାସ୍ତା ନିର୍ମାଣ ଓ ଭଗ୍ନାବଶେଷ ସଫେଇ କାମ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିଗ୍ରସ୍ତ ଦୋକାନୀଙ୍କୁ ତୁରନ୍ତ ଥଇଥାନ ପାଇଁ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି ।…