Odia News Portal
Yearly Archives

2020

ଏଣିକି ଚାର୍ଜର ପାଇଁ ଲାଗିବ ଚାର୍ଜ

ଏଣିକି ଫୋନ ସହ ଆଉ ମିଳିବ ନାହିଁ ଚାର୍ଜର । ନୂଆ ମୋବାଇଲ ଫୋନ କିଣିବା ସମୟରେ ଏଣିକି ଗ୍ରାହକଙ୍କୁ ଚାର୍ଜ ପାଇଁ ଦେବାକୁ ପଡିପାରେ ଅତିରିକ୍ତ ଟଙ୍କା । ଏକଥା ଆମେ କହୁ ନାହିଁ ବରଂ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ଜଣାପଡିଛି । ତେବେ ସ୍ମାର୍ଟଫୋନ ବକ୍ସରେ ଚାର୍ଜର ନଦେବାକୁ ଖୁବ୍…

ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ

ଭୁବନେଶ୍ୱର() ରାଜ୍ୟରେ ଆଜି ୫୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ୫ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ୨, କଟକ, ଭୁବନେଶ୍ବର ଓ ପୁରୀରୁ ଜଣେ ଲେଖାଏଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ କରୋନା ଜନିତ…

ଆଜି ଆଉ ୫୭୦ ପଜିଟିଭ, ୧୮୬ ଲୋକାଲ କେସ, ଜାଣନ୍ତୁ ତଥ୍ୟ

ଭୁବନେଶ୍ବର()  ଆଜି ରାଜ୍ୟରେ ୧୯ ଜିଲ୍ଲାରୁ ୫୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୮୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୮୬ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ଆଜି ଗଞ୍ଜାମରେ ସର୍ବାଧିକ ୨୧୮…

ଫିଲ୍ମ ‘ରାଧେ ଶ୍ୟାମ’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ : ‘ବାହୁବଲୀ’ ଫେମ୍‌ ପ୍ରଭାସଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ସେମାନଙ୍କ ପ୍ରିୟ ଅଭିନେତାଙ୍କ ଅପ୍‌କମିଙ୍ଗ ଫିଲ୍ମର ଟାଇଟଲ୍‌ ଏବଂ ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି । ନିଜେ ପ୍ରଭାସ ଇନ୍‌ଷ୍ଟାଗ୍ରାମ୍‌ରେ ଏହା ଖୁଲାସା କରିଛନ୍ତି। ଫିଲ୍ମର ଟାଇଟଲ୍‌ ‘ରାଧେ ଶ୍ୟାମ’ । ଏଥିରେ ପୂଜା…

୧୭ ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସଟ୍‌ଡାଉନ୍‌

ଭୁବନେଶ୍ବର : ଜୁଲାଇ ମାସର ଦ୍ୱିତୀୟ ସାପ୍ତାହିକ ସଟ୍‌ଡାଉନ୍‌ର ଆଜି ପ୍ରଥମ ଦିନ । ୧୭ ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସଟ୍‌ଡାଉନ୍‌ ରହିବ । ସଟ୍‌ଡାଉନ୍ ରଖାଯାଥିବା ଜିଲ୍ଲାରେ କରୋନା ଆକ୍ଟିଭ୍‌ କେସ୍‌ ଅଧିକ ଥିବାରୁ ସପ୍ତାହିତ ସଟଡାଉନ୍‌ ଜାରି ରହିବ । ୧୭ଟି ଜିଲ୍ଲା ଭିତରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ହଠାତ୍‌ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ ଭୁଲ୍‌ ବୁଝାମଣାଜନିତ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେନି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ସମସ୍ୟା…

ଡିଏଭି ପବ୍ଲିକ୍ ସ୍କୁଲ ପୋଖରୀପୁଟ୍ ରେ  ବନ ମହୋତ୍ସବ ଉତ୍ସବ ପାଳିତ

ଭୁବନେଶ୍ବର : ସଂପ୍ରତି ଆଜି ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ  ଡିଏଭି୍ ସ୍କୁଲ୍ ପୋଖରୀପୁଟ୍ ରେ ବନ ମହୋତ୍ସବ ଉତ୍ସବ ସ୍କୁଲର ଅଧ୍ୟକ୍ଷା  ମାଡାମ୍ ସୁଜାତାଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ଇକୋକ୍ଲବ ,ଏନ୍ ସି ସି ଓ ସ୍କାଉଟ୍-ଗାଇଡ୍ ବିଭାଗ ତରଫରୁ  ଶିକ୍ଷୟିତ୍ରୀ ନୀନା ତ୍ରିପାଠୀ ଓ…

ସ୍ବାବ୍ ସଂଗ୍ରହକାରୀ ଭ୍ୟାନ୍ ଉଦଘାଟନ କଲେ ଜିଲ୍ଲାପାଳ

ବ୍ରହ୍ମପୁର : ଆଜି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୋବାଇଲ୍ ସ୍ବାବ୍ ସଂଗ୍ରହ ଭ୍ୟାନଟିର ଉଦ୍ଘାଟନ କରିଛନ୍ତି । ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ପ୍ରଦାନ କରାଯାଇଥିବା ସ୍ବାବ୍ ସଂଗ୍ରହ ଭ୍ୟାନ୍…

ଦେଶରେ ୮ ଲକ୍ଷ ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ସଂକ୍ରମଣ ମାମଲା ଲଗାତର ବଢ଼ିବାରେ ଲାଗିଛି । ଦେଶରେ ଶୁକ୍ରବାର ସନ୍ଧ୍ୟାରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଅତିକ୍ରମ କରିଛି । ବିଭିନ୍ନ ରାଜ୍ୟରୁ ଆସିଥିବା ନୂଆ କୋରୋନା ମାମଲା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ପାର କରିଛି । ଅନ୍ୟପଟେ…

ସୁଶାନ୍ତଙ୍କ ମୃତ୍ୟୁ ପଛରେ ଦାଉଦ୍‌ ଇବ୍ରାହିମ୍‌ ଗ୍ୟାଙ୍ଗ୍‌ !

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ପଛରେ ଦାଉଦ୍‌ ଇବ୍ରାହିମର ହାତ ଥିବା ପୂର୍ବତନ ‘ର’ ଅଫିସର ଏନ୍‌ କେ ସୁଦ୍‌ ପ୍ରକାଶ କରିଛନ୍ତି । ଏହା ଏକ ଯୋଜନା ବଦ୍ଧ ହତ୍ୟା ଓ ଏହା ପଛରେ ଦାଉଦ୍‌ ଗୋଷ୍ଠୀର ହାତ ଥିବା ଏହି ‘ର’ ଅଫିସର ପ୍ରକାଶ କରିଛନ୍ତି । ଯଦିଓ ଦାଉଦ୍‌ ଏବେ…