ମୁଖ୍ୟସ୍ରୋତରେ ସାମିଲ ପାଇଁ ନକ୍ସଲଙ୍କୁ ଆହ୍ୱାନ ଦେଲେ ଡିଜିପି ଅଭୟ
ଭୁବନେଶ୍ୱର() ମୁଖ୍ୟସ୍ରୋତରେ ସାମିଲ ପାଇଁ ନକ୍ସଲଙ୍କୁ ପୁଣି ଥରେ ଆହ୍ୱାନ ଦେଇଛନ୍ତି ଡିଜିପି ଅଭୟ । ଏନେଇ ଶୁକ୍ରବାର ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଡିଜିପି କହିଛନ୍ତି ଯେ, ନକ୍ସଲ ପ୍ରବଣ ଜିଲ୍ଲା ତାଲିକାରୁ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ ଭଳି ୫ ଜିଲ୍ଲାକୁ ବାଦ…
