Odia News Portal
Yearly Archives

2020

ଟାଟା ମୋଟର୍ସରେ ଚାକିରି କରିନଥିବା ସ୍ୱୀକାର

ଭୁବନେଶ୍ୱର() ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି । ଭିଜିଲାନ୍ସ ଜେରା ବେଳେ ସତ ଓଗାଳିଛନ୍ତି ଆକାଶ । ଟାଟା ମୋଟର୍ସରେ ଚାକିରି କରିନଥିବା ସେ ସ୍ୱୀକାର କରିଛନ୍ତି । ଏହା ବ୍ୟତିତ ଚାଟାର୍ଡ ପ୍ଲେନରେ ସମ୍ପର୍କୀୟଙ୍କ…

ଟାଟା କର୍ତ୍ତୃପକ୍ଷଙ୍କୁ କମିସନରେଟ ପୋଲିସର ଚିଠି

ଭୁବନେଶ୍ୱର(0 ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି । ଏହାରି ମଧ୍ୟରେ ଟାଟା କର୍ତ୍ତୃପକ୍ଷଙ୍କୁ କମିସନରେଟ ପୋଲିସ ଚିଠି ଲେଖିଛିି । ଖାରବେଳନଗର ଥାନା ପକ୍ଷରୁ ଏହି ଚିଠି ଲେଖାଯାଇଛି । ଆକାଶ ପାଠକ ଟାଟାର ଏମଡି କି…

ପୁଅ, ଝିଅ ନାଁରେ ୭ ଆକାଉଣ୍ଟ

ବ୍ରହ୍ମପୁର() ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ସ୍ପେଶାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି)। ରାଜ୍ୟର ବିଭିନ୍ନ ସହରରେ ଭିଜିଲାନ୍ସ ଏସ୍‌ଆଇଟି ଯାଞ୍ଚ ଜାରି ରଖିଛି। ବ୍ରହ୍ମପୁରରେ ସୋମବାରଠାରୁ ଏସ୍‌ଆଇଟି ପହଞ୍ଚି ଅଭୟକାନ୍ତ ପାଠକ, ତାଙ୍କ…

ଗିରଫ ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ବାହାସ୍ଫୋଟ ମାରୁଥିଲେ, ହେଲେ ଶେଷରେ ଜାଲିିିଆତି ଅଭିଯୋଗରେ ବନ୍ଧାହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜେରା ପରେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସରେ ଚାକିରି କରାଇ ଦେବା…

ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଜେରା

ଭୁବନେଶ୍ୱର() ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଇଛି କ୍ରାଇମବ୍ରାଞ୍ଚ । ଭୁବନେଶ୍ୱର ସରକାରୀ ବାସଭବନରୁ କ୍ରାଇମବ୍ରାଞ୍ଚ EWO ଉଠାଇନେଇଥିବା ଜଣାପଡିଛି । ସାଇବର ଥାନାର ଏକ ମାମଲାରେ ପଚରାଉଚରା ଚାଲିଥିବା ସୂଚନା ମିଳିଛି। ବେଆଇନ ଅର୍ଥ କାରବାର ଓ ଚାକିରୀ ଜାଲିଆତି ନେଇ…

ଟେଷ୍ଟରେ ମାଇଲ ଖୁଣ୍ଟ ଛୁଇଁଲା ଓଡ଼ିଶା

ଭୁବନେଶ୍ୱର()  ମୁନା ପରୀକ୍ଷାରେ ମାଇଲଖୁଣ୍ଟ ସ୍ଥାପନ କରିଛି ଓଡିଶା । କୋରୋନା ଟେଷ୍ଟରେ ଓଡ଼ିଶା ମାଇଲ ଖୁଣ୍ଟ ଛୁଇଁଛି ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସାଢେ ୪ ମାସରେ ରାଜ୍ୟରେ ମୋଟ୍ ୬୦ ଲକ୍ଷ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କିଛି ପ୍ରଶ୍ନ …

ଭୁବନେଶ୍ୱର () ବହିଷ୍କୃତ ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମରେ ବିବୃତ୍ତି ଦେଇ କହିଛନ୍ତି ଯେ ସେ କୌଣସି ଜନ ବିରୋଧୀ କାର୍ଯ୍ୟ କରିନାହାଁନ୍ତି ଏବଂ ଜନ ବିରୋଧୀ ଶବ୍ଦର ସଂଜ୍ଞା ମାଗୁଛନ୍ତି। ସେ ବୁଝିବା ଉଚିତ୍ ଯେ ଅନ୍ୟମାନଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା…

ଅନଲାଇନ ନାରେ ଶ୍ରୀମନ୍ଦିର ପକ୍ଷରୁ ଏତଲା

ପୁରୀ() ଅନଲାଇନ ଆମାଜନ ଇଣ୍ଡିଆରେ ନିର୍ମାଲ୍ୟ ବିକ୍ରି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । କାହା ଅନୁମତିରେ କମ୍ପାନୀ ନିର୍ମାଲ୍ୟ ବିକ୍ରି କରୁଥିବା ବୋଲି ଏତଲା ଦିଆଯାଇଛି । ଏହା ବ୍ୟତିତ ଅନଲାଇନରେ ନିର୍ମାଲ୍ୟ ଚଢା ଦରରେ ବିକ୍ରି ହେଉଥିବା…

ପ୍ରଦୀପ ଓ ଆକାଶଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର କାରବାର

ଭୁବନେଶ୍ୱର() କୋଟିପତି ଆଇଏଫଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସର ଘନଘନ ଜେରା ଚାଲିଥିବା ବେଳେ ସନ୍ଦେହ ଘେରକୁ ଆସିଛନ୍ତିି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପ ପାଣିଗ୍ରାହୀ ଓ ଆକାଶଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର କାରବାର ହୋଇଥିବା ଜଣାପଡିଛି । ତଦନ୍ତ ବେଳେ…

ଆଜି ୪୩୪ ପଜିଟିଭ, ୫ ମୃତ, ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ବର() କମିବାରେ ଲାଗିଛିି କରୋନା ସଂକ୍ରମଣ । ଆଜି ପୁଣି ୪୩୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୪୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୮୫ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୦,୦୧୭ କୁ ବୃଦ୍ଧି ପାଇଛି ।…