ସାଧାରଣ ଲୋକଙ୍କ ଉପରେ ହେଲା ମହଙ୍ଗା ମାଡ
ସାଧାରଣ ଲୋକଙ୍କ ଉପରେ ହେଲା ମହଙ୍ଗା ମାଡ। ପୁଣି ୪.୫୦ ଟଙ୍କା ବଢ଼ିଲା ରନ୍ଧନ ଗ୍ୟାସ ସିଲିଣ୍ଡର ଦର। ଲଗାତର ଦ୍ୱିତୀୟ ମାସ ଧରି ଏହି ଦର ବୃଦ୍ଧି ପାଉଛି। ଇଣ୍ଡିଆନ ଅଏଲର ବିନା ସବସିଡି ୧୪.୨ କିଲୋର ସିଲିଣ୍ଡର ଆଜି ଠାରୁ ଦିଲ୍ଲୀ ଏବଂ ମୁମ୍ବାଇ ଉଭୟ ସ୍ଥାନରେ ୫୯୪ ଟଙ୍କାରେ ମିଳିବ। ଦିଲ୍ଲୀରେ…
