ସରପଞ୍ଚ ପୋଖରୀ ଖୋଳା ପାଇଁ ନେଉଥିଲେ ଲାଞ୍ଚ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଦାସମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗା ଗ୍ରାମ ପଞ୍ଚାୟତର ସରପଞ୍ଚ। ମନରେଗା ଯୋଜନା ମାଧ୍ୟମରେ ପୋଖରୀ ଖୋଳିବାର ୱାର୍କ ଅର୍ଡର ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସେହି ସମୟରେ କୋରାପୁଟ ଡିଭିଜନର ଭିଜିଲାନ୍ସ ଟିମ୍…
