ଜନ୍ମ ମାଟିରେ ପହଞ୍ଚିଲା ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ମର ଶରୀର
ଭୁବନେଶ୍ୱର : ଗଲୱାନରେ ଚୀନ ସେନା ସହ ସଂଘର୍ଷରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ମର ଶରୀର ଆଜି ବିମାନ ଯୋଗେ ଓଡିଶାରେ ଆସି ପହଞ୍ଚିଛି । ଭୁବନେଶ୍ୱର ବିମାନ ବନ୍ଦରରୁ ସହିଦଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମଭୂମିକୁ ନିଆଯିବ । ଚିନ ସେନା ସଂଘର୍ଷରେ କନ୍ଧମାଳ ରାଇକିଆ ଅଞ୍ଚଳର ଯବାନ…
