ପୁଣି ଖସିଲା ସୁନା ଦର
ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ବିଶେଷ ହ୍ରାସ ଘଟିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଏହି ଦର ଦଶ ଗ୍ରାମ ପ୍ରତି ୧.୧୦ ପ୍ରତିଶତ ବା ୫୦୯ଟଙ୍କା ଖସି ୪୫,୮୧୩ ଟଙ୍କାରେ ପହଂଚିଛି । ଯେବେକି ମଙ୍ଗଳବାର ଏହି ଦର ୪୬,୯୧୨ ବୋଲି ରେକର୍ଡ କରାଯାଇଥିଲା । ସୁନା ସହ ରୂପା ଦରରେ ବି ଏକ ବଡ଼ ଧରଣର…
