ମାତ୍ର ୭ ସେବାୟତରେ ସମ୍ପନ୍ନ ହେବ ନୀତିକାନ୍ତି
ଭୁବନେଶ୍ୱର : ମାତ୍ର ୭ ଜଣ ସେବାୟତଙ୍କୁ ନେଇ ସମ୍ପନ୍ନ ହେବ ଲିଙ୍ଗରାଜ ମନ୍ଦିର ନୀତିକାନ୍ତି । ଶୀତଳଷଷ୍ଠୀରେ ସାଜସଜ୍ଜା ଓ ଶୋଭାଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି । ବିନା ଜାକଜମକରେ ଦେବ ଦମ୍ପତ୍ତିଙ୍କ ବିବାହ ଅନୁଷ୍ଠିତ ହେବ । ମାତ୍ର ୭ ସେବାୟତଙ୍କୁ ନେଇ ନୀତିକାନ୍ତି ସମ୍ପନ୍ନ ହେବ ।…
