କଟକଣା ସହ କମ୍ ସେବାୟତରେ ହେବ ସ୍ନାନ ଯାତ୍ରା
ପୁରୀ : ଚଳିତ ବର୍ଷ କରୋନା କଟକଣା ଯୋଗୁ ଅଳ୍ପ ସେବାୟତରେ ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ସମ୍ପନ୍ନ ହେବ । ସ୍ନାନ ଯାତ୍ରାରେ ଯୋଗ ଦେଉଥିବା ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ତେବେ କେତେ ସଂଖ୍ୟାରେ ସେବାୟତ ସ୍ନାନ ଯାତ୍ରା କରିପାରିବେ ଓ କେଉଁ ନିଯୋଗରୁ କେତେ ରହିବେ ତା’ର ତାଲିକା ୨୫…
