Odia News Portal
Yearly Archives

2020

ହାତ ବଢ଼ାଇଲେ ସୋନୁ ସୁଦ୍‌ : ପ୍ରବାସୀଙ୍କ ପାଇଁ ଚଲାଇଲେ ବସ୍‌

କରୋନା ଭାଇରସ୍‌ ଯୋଗୁ ଏବେ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଚାଲିଛି। ଏଣୁ ସପିଂ ମଲ୍‌, ଦୋକାନ, ଶୋରୁମ୍‌, ରୋସ୍ତୋରାଁ ସମେତ ଅନ୍ୟ ସାର୍ବଜନୀନ ସ୍ଥାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରିଯାଉଛନ୍ତି। କିନ୍ତୁ ଯିବାକୁ ଗାଡ଼ି ନଥିବାରୁ ବାଧ୍ୟ…

ପିଲା ବଦଳ ଘଟଣାରେ ତାତିଲେ ଶହ ଶହ ମହିଳା

ବାରିପଦା : ଆମ ପୁଅ ଆମକୁ ଫେରାଇ ଦିଅ । ଏଇ ଦାବିରେ ଆଜି ପ୍ରାୟ ଶହେ ଜଣ ମହିଳା ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ଲଙ୍କାକାଣ୍ଡ ଘଟାଇଛନ୍ତି । ସେମାନେ କାର‌୍ୟ୍ୟାଳୟରେ ପଶି ଭଙ୍ଗାରୁଜା କରିଛନ୍ତି । ଫଳରେ ପୋଲିସ୍ ସେମାନଙ୍କୁ ଗିରଫ କରିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ…

ମହାପ୍ରଭୁଙ୍କ ନୀଳଚକ୍ରରୁ ଉଡ଼ିଲା ପତିତପାବନ ବାନା

ପୁରୀ : ସାରା ରାଷ୍ଟ୍ରକୁ ଘାରିଛି ମହାମାରୀ କରୋନା ଭୟ ଠିକ୍ ଏହି ସମୟରେ ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ‘ଅମ୍ଫନ’। ପୂର୍ବରୁ ପୁରୀ ଜିଲ୍ଲାବାସୀ ଭୁଲିପାରି ନାହାନ୍ତି ବାତ୍ୟା 'ଫନି' କୁ ଏବେ ପୁଣୀ ବୋଝ ଉପରେ ନଳିତା ବିଡ଼ା ସାଯିବାକୁ ଯାଉଛି ବାତ୍ୟା ‘ଅମ୍ଫନ’। ମହାମାରୀ କରୋନା ଓ…

ଜଗତସିଂହପୁରରେ ଆଉ ୨୦ ପଜିଟିଭ

ଜଗତସିଂହପୁର() ରାଜ୍ୟରେ ଆଉ ୨୦ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସମସ୍ତ ୨୦ ଆକ୍ରାନ୍ତ ଜଗତସିଂହପୁରର ଓ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ଜଣାପଡ଼ିଛି । ୨୦ଆକ୍ରାନ୍ତଙ୍କ ମଧ୍ୟରୁ ୧୯ଜଣ ଜଗତସିଂହପୁରର…

ଲକଡାଉନ ୪.୦କୁ ନେଇ ଗାଇଡ଼ଲାଇନ, କ’ଣ ଖୋଲା ରହିବ ଆଉ କ’ଣ ବନ୍ଦ ରହିବ ଜାଣନ୍ତୁ …

ଭୁବନେଶ୍ୱର()  କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ରାଜ୍ୟ ସରକାର । ଆଜିଠୁ ଲକ ଡାଉନ ୪.୦ ଆରମ୍ଭ ହୋଇଛି । ତାଲାବନ୍ଦ ୪.୦ରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର । ଓଡ଼ିଶାରେ ଥିବା ସ୍ଥିତିକୁ ଭଲ ରଖିବା ଆମ ଦାୟିତ୍ୱ ବୋଲି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କହିଛନ୍ତି । ଏନେଇ ଗାଇଡ଼ ଲାଇନ…

ଜୁଲାଇ ୧ରୁ CBSE ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ : ଜୁଲାଇ ୧ରେ CBSE ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବ । ୧ ଜୁଲାଇରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଦିନ ୧୦ଟା ୩୦ରୁ ୧.୩୦ ପର୍ଯ୍ୟନ୍ତ ହେବ ପରୀକ୍ଷା କରାଯିବ । କରୋନା ପାଇଁ ଅନିଶ୍ଚିତତା ମଧ୍ୟରେ ଥିଲା ପରୀକ୍ଷା । ମାସ୍କ ପିନ୍ଧି ଓ ସାନିଟାଇଜର ନେଇ ଆସିବେ ପରୀକ୍ଷାର୍ଥୀ…

ଏୟାରଟେଲ ପକ୍ଷରୁ ବ୍ୟବସାୟଗୁଡ଼ିକ ପାଇଁ ନୂଆ ୱାର୍କ ଆଟ୍ ହୋମ ସେବା

ଭୁବନେଶ୍ୱର : ଯେହେତୁ ବର୍ତମାନ ଘରୁ ରହି କାର୍ଯ୍ୟ କରିବା ଲକ୍ଷ ଲକ୍ଷ ଭାରତୀୟ ବୃତିଧାରୀଙ୍କ ପାଇଁ ଏକ ସ୍ୱାଭବିକ କାର୍ଯ୍ୟରେ ପରିଣତ ହୋଇଛି , ତେଣୁ ଏହି ଉଦ୍ୟୋଗଗୁଡ଼ିକ ପାଇଁ ଭାରତୀ ଏୟାରଟେଲର ବିଟୁବି –ଏୟାରଟେଲ ବିଜନେସ ପକ୍ଷରୁ ୱାର୍କ ଆଟ୍ ହୋମ ସେବାର ଶୁଭାରମ୍ଭ କରାଯାଇଛି । ଏୟାରଟେଲ…

ଉପକୂଳରୁ ୫ କିଲୋମିଟର ମଧ୍ୟରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର() ଅମ୍ପାନ ମୁକାବିଲା ପାଇଁ ସରକାର ଉପକୂଳ ଓଡିଶାର ସମସ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ଆସନ୍ତାକାଲି ଠାରୁ ସମୁଦ୍ର ଉପକୂଳରୁ ୫ କିଲୋମିଟର ମଧ୍ୟରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସଆରସି । ସେପଟେ, ବାତ୍ୟାକୁ…

ଭୁବନେଶ୍ବର ହେଲା କରୋନା ମୁକ୍ତ

ଭୁବନେଶ୍ୱର() ରାଜ୍ୟରେ ୫୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୨୭୭କୁ ବୃଦ୍ଧି ପାଇଛି । ୫୭ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ର ୪୦, ଜଗତସିଂହପୁରରେ ୫, ମୟୁରଭଞ୍ଜରେ ୪, ଭୁବନେଶ୍ୱରରେ ୩, ବଲାଙ୍ଗିରରେ ୨, ସୁନ୍ଦରଗଡ଼…

ବାତ୍ୟା ଯୋଗୁଁ ଘୁଞ୍ଚିଲା ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର() ମାଟ୍ରିକ ଖାତା ଦେଖା ଗୋଟିଏ ଦିନ ଘୁଞ୍ଚିଛି । ବାତ୍ୟା ଯୋଗୁଁ ଗୋଟିଏ ଦିନ ଖାତା ଦେଖା ଘୁଞ୍ଚାଯାଇଛି । ୨୦ମେ ବଦଳରେ ୨୧ ତାରିଖରେ ଖାତା ମୂଲ୍ୟାୟନ ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । +୨ରେ ବାକି ପରୀକ୍ଷା ଜୁଲାଇ ୧ରୁ ୧୫ଭିତରେ ହେବ । ୪ଟି…