ପୁରୀରେ ଆଉ ୪ ପଜିଟିଭ
ପୁରୀ() ଆଜି ପୁରୀ ଜିଲ୍ଲାରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩୪କୁ ବୃଦ୍ଧି ପାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀର ଟାଉନର ୨ ଜଣ, ପିପିଲିର ଜଣେ ଓ କୋଣାର୍କରେ ଜଣେ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହାକୁ…
