Odia News Portal
Yearly Archives

2020

ପୁଣି ସମୁଦ୍ର ପଥରେ ଫେରିଲେ ପ୍ରବାସୀ

ପୁରୀ : ସମୁଦ୍ର ପଥରେ ଫେରିଲେ ପ୍ରବାସୀ। ଜଳପଥରେ ବିଶାଖାପାଟଣାରୁ ଡଙ୍ଗା ସାହାଯ୍ୟରେ ଫେରିଲେ ୨୫ ମତ୍ସ୍ୟଜୀବୀ । ସେମାନଙ୍କ ମଧ୍ୟରେ ଚନ୍ଦ୍ରଭାଗାର ୧୦ଜଣ ପୁରୀର ୬ଜଣ ମତ୍ସ୍ୟଜୀବୀ ଅଛନ୍ତି। ଆଉ କିଛି ମତ୍ସ୍ୟଜୀବୀ ବିଭିନ୍ନ ସ୍ଥାନରେ ଓହ୍ଲାଇ ପଡିଛନ୍ତି। ଚନ୍ଦ୍ରଭାଗା ଉପକୂଳରେ ପୋଲିସ…

ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୨୨୯୩କୁ ବୃଦ୍ଧି

ନୂଆଦିଲ୍ଲୀ() ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଏହାସହ ଆମ ଦେଶରେ ମଧ୍ୟ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇାବରେ ଲାଗିଛି । ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୨୨୯୩କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ହଜାର ୭୫୬ ଥିବା ବେଳେ ସେମାନଙ୍କ…

ଆଉ ୨୩ ଆକ୍ରାନ୍ତ ଚିହ୍ନଟ,ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଉ ୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭…

କରୋନା ଯମକୁ ଦେଖିବା ପାଇଁ ଲୋକଙ୍କ ଭିଡ଼

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଏକ କରୋନା ଯମ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହାର ନେତୃତ୍ୱ ନେଇଥିଲେ ଏସ୍‌ପି ସାରା ଶର୍ମା । ଜନସାଧାରଣଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହି ପ୍ରୟାସ ଥିଲା ଅନ୍ୟତମ । ଯାହା ଲୋକମାନଙ୍କ ଦ୍ୱାରା…

କରୋନା ବିପତ୍ତିରେ କରଛଡ଼ା ଦେଉଛନ୍ତି ନେତା

ଭୁବନେଶ୍ୱର : କରୋନା ମୁକାବିଲା ସମୟରେ ଏବେ ନେତାମାନେ କରଛଡା ଦେଉଛନ୍ତି । ଶାସକ ହୁଅନ୍ତୁ ବା ବିରୋଧି ବିଧାୟକଙ୍କ ଠାରୁ ଆରମ୍ଭକରି ଜିଲ୍ଲାପରିଷଦ ସଭ୍ୟଙ୍କ ପର୍ଯ୍ୟନ୍ତ କେହି ଦେଖାଦର୍ଶନ ଦେଉନାହାନ୍ତି । ଏହି ମଉକାରେ ବିରୋଧିଦଳ ଧିରେ ଧିରେ ସରକାରଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିବାବେଳେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଏକାଦଶସ୍ଥ ମଙ୍ଗଳ ପ୍ରଭାବରେ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡିପାରେ। ଆପଣଙ୍କ ଦୃଢ ଓ କଠୋରକ୍ତି ଫଳରେ ମୁହଁ ସାମନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ଭଲ ଭଲ କହୁଥିବା ଲୋକମାନେ ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣିବାକୁ…

୩ କୋଭିଡ ହସ୍ପିଟାଲ ଜରିଆରେ ଉନ୍ନତମାନର ସେବା ଯୋଗାଇଦେଉଛି ସୋଆ

ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ଏଠାରେ ଆରମ୍ଭ ହୋଇଥିବା ରାଜ୍ୟର ବୃହତମ କୋଭିଡ-୧୯ ହସ୍ପିଟାଲ ସମ୍ କୋଭିଡ ହସ୍ପିଟାଲ୍ ସମେତ ସୋଆର ଅନ୍ୟ ଦୁଇଟି ସ୍ଥାନୀୟ ହସ୍ପିଟାଲ୍ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ବେଶ ପ୍ରସିଦ୍ଧି ଲାଭ…

ସାନିଟାଇଜର ପିଇ ମହିଳା ଗୁରୁତର 

ଚିକିଟି : ଗଂଜାମ ଜିଲା ଚିକିଟି ବ୍ଲକ ରମ୍ପା ପଞ୍ଚାୟତର ରମ୍ପାଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା କରେଂଟାଇନ ସେଣ୍ଟରରେ ରେ ମାନସିକ ଭାରସାମ୍ୟ ହରାଇ ସାନିଟାଇଜର ପିଇ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମହିଳା ଜଣକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି…

ପୁରୀରେ କଣ୍ଟେନମେଣ୍ଟ ଜୋନ୍ ପରେ ସାନିଟାଇଜ୍‌ ହେଲା ସ୍ଥାନ

ପୁରୀ : ପୁରୀରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ସଜାଗ ହୋଇପଡ଼ିଛି। ସୋମବାର ପ୍ରଶାସନ ପକ୍ଷରୁ ସମୂଦ୍ର କୂଳ ରେଣୁକା ଲେନ୍‌ ଏବଂ ଏହାକୁ ସଂଯୋଗ କରୁଥିବା ଅନ୍ୟ କେତେକ ଗଳିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଏଥି ସହିତ ସ୍ଥାନୀୟା କଣ୍ଟେନମେଣ୍ଟ ଅଞ୍ଚଳକୁ ପ୍ରଶାସନ…

ହିମାଳୟା ଡ୍ରଗ୍ସ ପିୟୋର ହ୍ୟାଣ୍ଡସ୍ ହ୍ୟାଣ୍ଡ ୱାଶ ଓ ହ୍ୟାଣ୍ଡ ସାନିଟାଇଜରର ନୂତନ ଟିଭିସି

ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ୱେଲ୍‌ନେସ୍ ବ୍ରାଣ୍ଡ, ହିମାଳୟା ଡ୍ରଗ କମ୍ପାନୀ ପକ୍ଷରୁ ଜୀବାଣୁ-ସୁରକ୍ଷା କ୍ଷେତ୍ରରେ ଏହାର ନୂତନ ଉତ୍ପାଦ ହିମାଳୟା ପିୟୋର ହ୍ୟାଣ୍ଡସ୍ ସହିତ ହାତର ସ୍ୱଚ୍ଛତା ଓ ପରିମଳ ଅଭ୍ୟାସକୁ ଗୁରୁତ୍ୱ ଦିଆଯାଇଛି । ସମ୍ପ୍ରସାରିତ ଲକ୍‌ଡାଉନ୍ ଓ ସାମାଜିକ ଦୂରତା…