Odia News Portal
Yearly Archives

2020

DA ପରେ ଏବେ କମିଲା GPF ସୁଧହାର

କରୋନା ଭାଇରସ ନେଇ ଲକ ଡାଉନ ସମୟରେ ଦେଶର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖରାପ ସୂଚନା ଆସିଛି । ନିକଟରେ କର୍ମଚାରୀ ମାନଙ୍କ ମହଙ୍ଗା ଭତ୍ତା ବା ଡ଼ିଏକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଟଳାଯିବା ପରେ କେନ୍ଦ୍ର ସରକାର ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ ବା ଜିପିଏଫର ସୁଧ ହାର ହ୍ରାସ କରିବା ନେଇ…

ଏୟାରଟେଲ ଥ୍ୟାଙ୍କସ ଆପ ଗ୍ରାହକଙ୍କ ପାଇଁ ଜି୫ର ପ୍ରିମିୟମ କଂଟେଟ ଏବେ ସମ୍ପୂର୍ଣ୍ଣ ମାଗଣା

ଭୁବନେଶ୍ୱର : ସମସ୍ତ ଏୟାରଟେଲ ଥ୍ୟାଙ୍କ୍‌ସ ଗ୍ରାହକମାନଙ୍କ ପାଇଁ ରୋମାଂଚକର ଖବର । ସ୍ୱତନ୍ତ୍ର ଥ୍ୟାଙ୍କ୍‌ସ ଅଫର ଅନ୍ତର୍ଭୁକ୍ତ ଗ୍ରାହକମାନେ ବର୍ତମାନ ଜି୫ର ପ୍ରିମିୟମ କଂଟେଟ ଲାଇବ୍ରେରୀକୁ ମାଗଣାରେ ଦେଖିପାରିବେ । ଭାରତରେ ଥିବା ଗ୍ରାହକମାନଙ୍କୁ ଉନ୍ନତମାନର ଡିଜିଟାଲ ମନୋରଞ୍ଜନ…

ଅଭାବନୀୟ ଘଟଣା : ବାଣ ବିସ୍ଫୋରଣରେ ପୋଡି ୩ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ଗାଁରେ ବଡ଼ ଧରଣର ଅଗ୍ନିକାଣ୍ଡ । ବାଣ ବିସ୍ଫୋରଣ ଯୋଗୁ ନିଆଁ ଲାଗି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଶିଶୁର ଅବସ୍ଥା ଗୁରୁତର ଥିବାରୁ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ତିନି ଜଣ ଶିଶୁ ସୋଗର ଗାଁ…

ଏହି ଅଭିନେତ୍ରୀଙ୍କୁ ବିବାହ କରିପାରନ୍ତି ପାକିସ୍ତାନ କ୍ରିକେଟର ଅବ୍ଦୁଲ ରାଜାକ୍‌

ବାହୁବଳୀ ଫେମ୍‌ ତମନ୍ନା ଭାଟିଆ ପାକିସ୍ତାନ କ୍ରିକେଟର ଅବ୍ଦୁଲ ରାଜାକ୍‌କୁ ବିବାହ କରିପାରନ୍ତି। କିନ୍ତୁ ତମନ୍ନା ଏପର୍ଯ୍ୟନ୍ତ ବିବାହ ନୁହେଁ କେବଳ ନିଜ କ୍ୟାରିଅର ଉପରେ ଧ୍ୟାନଦେଉଛନ୍ତି। ନିକଟରେ ଅବ୍ଦୁଲ ରାଜାକଙ୍କ ସହିତ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା, ଯାହାକୁ ଦେଖି ଏପରି ଅନୁମାନ…

ଟ୍ରେନରେ ଘରକୁ ଯାଇପାରିବେନି ଶ୍ରମିକ : କର୍ଣ୍ଣାଟକ ସରକାର

କର୍ଣ୍ଣାଟକ ସରକାରଙ୍କ ବଡ଼ ଘୋଷଣା । କର୍ଣ୍ଣାଟକରୁ ଟ୍ରେନରେ କେହି ବି ଶ୍ରମିକ ଯାଇପାରିବେନି । ପ୍ରବାସୀ ଶ୍ରମିକଙ୍କ ରେଳଯାତ୍ରା ଉପରେ କଟକଣା ଲଗାଇଛନ୍ତି କର୍ଣ୍ଣାଟକ ସରକାର । ଏଥିପାଇଁ ରେଳ ବିଭାଗକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା । କର୍ଣ୍ଣାଟକରେ କରୋନା ସ୍ଥିତି…

ଜୁଲାଇ ୨୪ରେ +୩ ପରୀକ୍ଷା

ଭୁବନେଶ୍ୱର () ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା +୩ ମହା ବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ର ୬ଷ୍ଠ ସେମିଷ୍ଟାରର (ଫାଇନାଲ୍‌) ପରୀକ୍ଷା ଜୁନ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା…

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ୧୭୯କୁ ବୃଦ୍ଧି ପାଇଛି । ଜଣେ ବାଲେଶ୍ୱରର ହୋଇଥିବା ବେଳେ ଆଉ ଜଣେ ଯାଜପୁର ବୋଲି ଜଣାପଡ଼ିଛି । ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ…

ନୟାଗଡ଼ କୋଭିଡ଼ ହସ୍ପିଟାଲର ତଦାରଖ କଲେ ୫ଟି ସଚିବ

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ରାଜ୍ୟର ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ତେଣୁ ସବୁ ଜିଲ୍ଲାରେ ଏହି କୋଭିଡ଼ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଠିକ ଭାବେ ହେଉଛିକି ନାହିଁ…

ଦୁଇ ବରିଷ୍ଠ ଅଧିକାରୀଙ୍କୁ ଗଞ୍ଜାମ ଦାୟିତ୍ୱ

ଭୁବନେଶ୍ୱର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଗଞ୍ଜାମ ଜିଲ୍ଲାରେ ୪କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦୁଇ ବରିଷ୍ଠ ଅଧିକାରୀଙ୍କୁ ଗଞ୍ଜାମ ଦାୟିତ୍ୱ ଦିଆଯାଇଛି । ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କୁ ଓ ଆରଏମଆରସି…

ଦେଶରେ ୨୪ଘଣ୍ଟାରେ ୧୨୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ()  ଦେଶରେ କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୧୬୯୪କୁ ବୃଦ୍ଧି ପାଇଥିବା ବେଳେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯ହଜାର ୩୯୧ ରହିଛି । ବର୍ତ୍ତମାନ ୩୩ହଜାର ୫୧୪ ଜଣ ଚିକିତ୍ସାଧୀନ ଥିବା ବେଳେ ୧୪ହଜାର ୧୮୨ଜଣ ଡିସଚାର୍ଜ…