Odia News Portal
Yearly Archives

2020

ଓଡିଶାରେ ୨ ବର୍ଷର ଶିଶୁ କନ୍ୟା କରୋନାରେ ଆକ୍ରାନ୍ତ

ନୀଳଗିରି( ) ଆଜି ଚି଼ହ୍ନଟ ହୋଇଥିବା ସମୁଦାୟ ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ୫ ଜଣ ଓ ବାଲେଶ୍ୱର ଜିଲ୍ଲାର ୨ ଆକ୍ରାନ୍ତ ଅଛନ୍ତି। ବାଲେଶ୍ୱର ଜିଲ୍ଲାର ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨ ବର୍ଷର ଶିଶୁ କନ୍ୟା ଅଛନ୍ତି। ଉକ୍ତ ଶିଶୁ କନ୍ୟାଟି ନୀଳଗିରି ବରହମପୁର ଥାନା…

ସିଲାବସରେ ଅନ୍ତର୍ଭୁକ୍ତ ହେବ କରୋନା ପାଠ୍ୟକ୍ରମ

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ କୋଭିଡ -19 ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁଯାୟୀ କୋଭିଡ -19 ସିଲାବସରେ ଅନ୍ତର୍ଭୂକ୍ତ ହେବ ଏବଂ ଏହାକୁ ଦୁଇ ସ୍ତରରେ (ବାୟୋକେମିଷ୍ଟ୍ରି ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲଥ୍) ଶିକ୍ଷା ଦିଆଯିବ । ଲକ୍ଷ୍ନୌ…

ଏହି ଜିଲ୍ଲାର ୭କରୋନା ଆକ୍ରାନ୍ତ

ଭୁବନେଶ୍ୱର () ରାଜ୍ୟରେ ଆହୁରି ୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ କରେନା ରୋଗୀଙ୍କ ସଂଖ୍ୟା ୬୮ରେ ପଂହଚିଛି । ଚିହ୍ନଟ ୭ ପଜିଟିଭଙ୍କ ମଧ୍ୟରେ ୫ ଜଣ ଭଦ୍ରକ ଜିଲ୍ଲାର ସୂଚନା । ବାସୁଦେବପୁର ବ୍ଲକର ୩, ଭଣ୍ଡାରୀପୋଖରୀ ବ୍ଲକର ୨ ଜଣ । ସମସ୍ତଙ୍କୁ ଅଶ୍ବିନୀ କୋଭିଡ୍ ୧୯…

କରୋନା କଟକଣା ଭାଙ୍ଗି ସସ୍‌ପେଣ୍ଡ ହେଲେ ଆଇଆଇସି

ପୁରୀ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାବେଳେ, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଓ ତାଙ୍କ ପରିବାର ଲୋକେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏ ନେଇ ଖବର ପ୍ରକାଶ ପାଇବା ପରେ ଘଟଣାର ତୀବ୍ର ସମାଲୋଚନା କରାଯାଇଥିଲା। ଏହି…

ରାଜ୍ୟରେ ଆଉ ୭କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର() ରାଜ୍ୟରେ ଆଉ ୭ କରୋନା ପଜିଟିଭ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ୭ ଜଣ କେଉଁ ଅଞ୍ଚଳର ଓ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରୀ ସମ୍ପର୍କରେ…

ନିଶା ବେପାରୀଙ୍କ ପାଇଁ କରୋନା ଆଣିଛି ପୁଷମାସ

ଭୁବନେଶ୍ୱର : କରୋନା ମାଡରେ ଲୋକେ ତ୍ରାହି ତ୍ରାହି ଡାକୁଥିବାବେଳେ ନିଶାବେପାରୀଙ୍କ ପାଇଁ କିନ୍ତୁ ଏହି ମହାମାରୀ ପୁଷମାସ ଆଣି ଦେଇଛି । ଗୁଟ୍‍ଖା ହେଉ କି ମଦ ଅଥବା ଗଞ୍ଜେଇ ସବୁକିଛି ତିନି ଚାରିଗୁଣା ଦରରେ ଉପଲବ୍ଧ । ନିଶାଡିମାନେ ବି କିଣିବାରେ ଲାଗିଛନ୍ତି । ଲକ୍‍ ଡାଉନ୍‍ ଘୋଷଣା ହେବା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରି ପାରନ୍ତି। କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହୋଇପାରେ। ସ୍ଥଗିତ କାମକୁ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା ହାସଲ କରିପାରିବେ। ଉପରିସ୍ଥ କର୍ମଚାରୀ ଆପଣଙ୍କୁ କିଛି ଆଶା ଓ ପ୍ରତିଶ୍ରୁତି ଦେଇ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ଭଦ୍ରକ : ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ।  ସାତ ଜନ୍ମ ପାଇଁ ଏକାଠି ରହିବେ ବୋଲି ବେଦୀରେ ବସି ଶପଥ କରିଥିଲେ କିନ୍ତୁ ୨ ମାସ ନପୁରୁଣୁ ଘଟିଲା ଏଭଳି ଅଘଟଣ । ଯୌତୁକ ପାଇଁ ନବବଧୂକୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବୋହୂର ପରିବାରଲୋକେ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଚୂଡ଼ାକୁଟି…

ବଡଚଣା ଥାନା ଅଧିକାରୀଙ୍କ ବିରୋଧରେ ମାମଲା

ପୁରୀ : ବଡଚଣା ଥାନା ଅଧିକାରୀଙ୍କ ବିରୋଧରେ ମାମଲା। ପୁରୀ ଶ୍ରୀମନ୍ଦିରର କରୋନା କଟକଣା ଥିବା ସତ୍ତ୍ୱେ ପରିବାର ସହ ମନ୍ଦିରରେ ପ୍ରବେଶ କରିଥିଲେ ଥାନା ଅଧିକାରୀ।ସୂଚନା ମୁତାବକ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ଓ ତାଙ୍କ ପରିବାର ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଦେଇ…

ସରକାରୀ କର୍ମଚାରୀଙ୍କ ପାଇଁ ଗାଡିର ପାସ ଆବଶ୍ୟକ ନାହିଁ : ପୋଲିସ କମିଶନର

ଭୁବନେଶ୍ବର : ଆସନ୍ତାକାଲିଠୁ ଭୁବନେଶ୍ୱରରେ କିଛି କୋହଳ ହେବ ନାହିଁ । ଭୁବନେଶ୍ୱରରେ ସରକାରୀ କର୍ମଚାରୀଙ୍କ ପାଇଁ ଗାଡିର ପାସ ଆବଶ୍ୟକ ପଡିବ ନାହିଁ। ସେମାନେ ନିଜର ଆଇଡି କାର୍ଡ କିମ୍ବା ଉପରସ୍ଥ ଅଧିକାରୀଙ୍କ ଚିଠିକୁ ଦେଖାଇ ଅଫିସ ଯାଇ ପାରିବେ। ଏହି ଚିଠି କିମ୍ବା ଆଇଡି କାର୍ଡ ଦେଖାଇଲେ…