ବିଜୁଙ୍କ ପାର୍ଥିବ ଶରୀର ଉପରେ ଥିଲା ତିନି ଦେଶର ଜାତୀୟ ପତାକା
ଭୁବନେଶ୍ୱର ()ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଆଜି ଶ୍ରାଦ୍ଧ ଦିବସ । ତାଙ୍କର ସ୍ୱାଧୀନତା ସଂଗ୍ରାମରେ ଅନେକ ଅବଦାନ ରହିଛି । କାଶ୍ମୀରରେ ଭାରତୀୟ ସେନାଙ୍କୁ ପହଞ୍ଚାଇବାରେ ତାଙ୍କର ଯଥେଷ୍ଟ ଭୂମିକା ରହିଥିଲା । ଏହାସହ ତାଙ୍କୁ ଇଣ୍ଡୋନେସିଆର ଭୂମିପୁତ୍ର ସମ୍ମାନ ମିଳିଥିଲା । ସେ ଏମିତି ଜଣେ…
