Odia News Portal
Yearly Archives

2020

ରାଜ୍ୟରେ ଦୁଇ ଶିଶୁ କନ୍ୟା ‘କରୋନା’ରେ ଆକ୍ରାନ୍ତ

ଭୁବନେଶ୍ବର() ଗତକାଲି ରାତିରେ ରାଜ୍ୟରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେଇ ୪ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ବା ଗସ୍ତ ବିବରଣୀ ଦେଲେ ରାଜ୍ୟ ସରକାର। ୪୫, ୪୬, ୪୭ ଏବଂ ୪୮ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀର ପୂରା ତଥ୍ୟ ଦେଲା ସ୍ୱାସ୍ଥ୍ୟ ବିଭାଗ। ତେବେ ଗତକାଲି ଚିହ୍ନଟ…

୬୩ ଜଣଙ୍କୁ ଗୁଜବ ପାଇଁ ଗିରଫ କରାଯାଇଛି

ଭୁବନେଶ୍ୱର () କୋଭିଡ୍‌ ଯୁଦ୍ଧରେ ସେମାନେ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଆଗରେ ରହିଛନ୍ତି । ଦିନ ରାତି କାମରେ ଲାଗିଛନ୍ତି । ସେମାନେ ହେଉଛନ୍ତି ଲାବେରେଟୋରୀ ଟେକନସିଆନ । ଯେଉଁମାନେ ପରୀକ୍ଷାଗାରରେ କାମ କରୁଛନ୍ତି । ସେମାନଙ୍କ ଉତ୍ସାହ ବଢ଼ାଇବା ସହ ସେମାନଙ୍କୁ ମୁଖ୍ୟମନ୍ତ୍ରୀ…

ପ୍ରଥମ ଥର ବିନା ଦର୍ଶକରେ ସୁଟିଂ ହେବ କପିଲ ଶର୍ମା ଶୋ

ମୁମ୍ବାଇ : ହାସ୍ୟ ଅଭିନେତା କପିଲ ଶର୍ମା ଲକଡାଉନରେ ତାଙ୍କ ଜନତାଙ୍କ ମନୋରଞ୍ଜନ ପାଇଁ ଏକ ବୁଦ୍ଧି ବାହାର କରିଛନ୍ତି । ଏବେ ସେ ତାଙ୍କ ଘରୁ ନିଜ କମେଡି ସୋ ଦି କପିଲ ଶର୍ମା ଶୋ’ର ସୁଟିଂ କରିବାକୁ ଯାଉଛନ୍ତି। କରୋନା ଭାଇରସ ଯୋଗୁଁ ସାରା ଦେଶରେ ଲକୁ ଡାଉନ୍ ଲାଗିଛି, ଯେଉଁଥିପାଇଁ ଫିଲ୍ମ ଏବଂ…

ବୟସ ସିନା କମ କିନ୍ତୁ ବଡ଼ କାମ କଲେ ଏହି ଦୁଇ ଭାଇ ଭଉଣୀ

ଯାଜପୁର : ବୟସ ସିନା କମ କିନ୍ତୁ ବଡ଼ କାମ କରି ଦେଖାଇଛନ୍ତି। କରୋନା ମୁକାବିଲା ପାଇଁ ନିଜର ସଞ୍ଚୟ ଅର୍ଥ ରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଶିଳ୍ପୀ ଗ୍ରାମ୍ୟ ମାନ୍ୟତା ପାଇଥିବା ଶୁଖୁଆପଡା ଗ୍ରାମର ରମଣୀ ରଞ୍ଜନ ମହାରଣାଙ୍କ ଝିଅ…

ଏହି ରାଜ୍ୟରେ ଦ୍ୱିଗୁଣ ହେଲା କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଦରମା

ପ୍ରାଣଘାତୀ କରୋନା ଏବଂ ଲକଡାଉନ ଚାଲିଥିବା ସମୟରେ ହରିୟାଣା ସରକାର କୋଭିଡ୍-୧୯ ଆକ୍ରାନ୍ତମାନଙ୍କର ଚିକିତ୍ସାରେ ଏବଂ ସେ ସଂକ୍ରାନ୍ତ କାର୍ଯ୍ୟକଳାପରେ ଜଡ଼ିତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କର ବେତନ ଦୁଇଗୁଣ କରି ଦେଇଛନ୍ତି। ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା…

ଆମ୍ବୁଲାନ୍ସ ସହ ଟ୍ରକର ମୁହାଁମୁହିଁ ଧକ୍କା

ଯାଜପୁର :  ପୁରୀରୁ ଶବ ସଂସ୍କାର କରି ଫେରୁଥିବା ଏକ ଆମ୍ବୁଲାନ୍ସ ସହ ଟ୍ରକର ମୁହାଁମୁହିଁଧକ୍କା । ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୬ଜଣ ଗୁରୁତର ଭାବେ ଆହତ । ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ଭାଲୁଖାଇ ଛକ ନିକଟରେ । ସମସ୍ତ ଆହତ ଭଦ୍ରକ କେନ୍ଦୁଆପଦା ଅଂଚଳର ବୋଲି…

ନବୀନ ଦେଇଥିବା ଦାୟିତ୍ୱକୁ ଯାଜପୁର ବିଧାୟକଙ୍କ ସମୀକ୍ଷା

ଭୁବନେଶ୍ୱର ()  ଏବେ ସାରା ବିଶ୍ୱ କରୋନାକୁ ନେଇ ତ୍ରାହି ତ୍ରାହି ଡାକୁଛି ।ହେଲେ ଓଡ଼ିଶା ବେଶ ଦୃଢ଼ତାର ଏହାର ମୁକାବିଲା କରୁଛି।ସେଥିପାଇଁ ଚାରିଆଡେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସଂଶା ହେଉଛି। ଗତକାଲି ଏକ ତାମିଲ ମାଗାଜିନ୍ ନବୀନଙ୍କୁ କରୋନା ମୁକାବିଲାର ଚାଣକ୍ୟ ବୋଲି ଅଭିହିତ…

ଏଭଳି ମା’ କୁ ସଲାମ୍, ଲକଡାଉନ ବେଳେ ପୁଅ ପାଇଁ କଲା ଏମିତି କାମ ….

ହାଇଦ୍ରାବାଦ୍‌()  ମାର ଭଲ ପାଇବା ଓ ତ୍ୟାଗ ସାମ୍ନାରେ ଟଳିଯାଏ ଅନେକ ବିପଦ ।ତାହାର ଏକ ଉଦାହରଣ ଆସିଛି ତେଲେଙ୍ଗାନାର ନିଜାମ୍‌ବାଦରୁ । ସେ ପେଶାରେ ଜଣେ ଶିକ୍ଷୟିତ୍ରୀ। ସେ ଲକ ଡାଉନ ସମୟରେ ନିଜ ପୁଅକୁ ଆଣିବା ପାଇଁ ୧୪୦୦ କିଲୋମିଟର ସ୍କୁଟିରେ ଯାଇଛନ୍ତି। ଏ ପରି ଏକ ଘଟଣା ଏବେ ଚର୍ଚ୍ଚାର…

ଲକ ଡାଉନ ସମୟରେ ଘରେ ବସି ବି କରି ପାରିବେ ରୋଜଗାର, ଆସନ୍ତୁ ଜାଣିବା ..

ଦେଶର ଅନ୍ୟତମ ବରିଷ୍ଠ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଲକ ଡାଉନ ଅବସ୍ଥାକୁ ଧ୍ୟାନରେ ରଖି ଏକ ବିଶେଷ ମୋବାଇଲ ଆପ ଲଞ୍ଚ କରିଛି । ଏହି ଆପର ନାଁ କମ୍ପାନୀ jio ପୋଷ ଲାଇଟ ରଖିଛି । ଏହି ମୋବାଇଲ ଆପ ଜରିଆରେ ଲୋକେ ଜିଓର ପାର୍ଟନର ହେବା ସହ ଜିଓ ୟୁଜର୍ସଙ୍କ ମୋବାଇଲ ରିଚାର୍ଜ କରି କିଛି କମିଶନ…

କେନ୍ଦ୍ରାପଡା ମ୍ୟୁନିସପାଲଟିରେ ଓଡିଶାର ପ୍ରଥମ ସାନିଟାଇଜିଙ୍ଗ ଟନେଲ

କେନ୍ଦ୍ରାପଡା() କେନ୍ଦ୍ରାପଡା ମ୍ୟୁନିସପାଲଟିରେ ଓଡିଶାର ପ୍ରଥମ ସାନିଟାଇଜିଙ୍ଗ ଟନେଲ ବସିଲା । ଏହି ଟନେଲ ଭିତରେ ପ୍ରବେଶ କଲେ ବ୍ୟକ୍ତିର ସମ୍ପୁର୍ଣ୍ଣ ଶରୀର ସାନିଟାଇଜିଙ୍ଗ ହୋଇପାରିବ । ଏଥି ପାଇଁ କେନ୍ଦ୍ରାପଡାର ଜନସାଧାରଣ , କେନ୍ଦ୍ରାପଡା ଜିଲ୍ଲାପାଳ ସାମର୍ଥ ବର୍ମା ଓ ମ୍ୟୁନିସିପାଲଟି…