Odia News Portal
Yearly Archives

2020

ନିୟମ ଭାଙ୍ଗୁଛନ୍ତି ରଣବୀର ଆଲିଆ

କରୋନା ଭାଇରସ୍ କାରଣରୁ ସରକାର ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଦେଇଛନ୍ତି । ଏବେ ସମସ୍ତଙ୍କୁ ଘରେ ରହିବା ପାଇଁ କୁହାଯାଇଛି ଯାହାଦ୍ୱାରା ଏହି ମହାମାରୀ ସଂକ୍ରମଣକୁ କମ୍ କରାଯାଇ ପାରିବ । ତେବେ ଏହା ମଧ୍ୟରେ ବଲିଉଡର ସେଲିବ୍ରେଟି ମାନେ ମଧ୍ଯ ଘରେ ରହିଥିବାର ଅନେକ ଫଟୋ ଓ ଭିଡିଓ ସୋସିଆଲ…

ବର୍ଷା ବଜ୍ରପାତକୁ ନେଇ ୧୪ ଜିଲ୍ଲାକୁ ସତର୍କ କଲା ପାଣିପାଗ

ଭୁବନେଶ୍ୱର()ରାଜ୍ୟରେ ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି । ଏହାସହ ବେଳେ ବେଳେ ବର୍ଷା ମଧ୍ୟ ସ୍ଥାନେ ସ୍ଥାନେ ହେଉଛି । ଏହାରି ମଧ୍ୟରେ ଆଜି ସନ୍ଧ୍ୟା ୭ଟା ସୁଦ୍ଧା ବର୍ଷା ସହ ବଜ୍ରପାତକୁ ନେଇ ୧୪ଜିଲ୍ଲାକୁ ସାବଧାନ କରିଛି ପାଣିପାଗ ବିଭାଗ । ୧୪ଜିଲ୍ଲା ଗୁଡ଼ିକ ହେଉଛି ଭଦ୍ରକ, କଟକ, ପୁରୀ,…

ଜାଣନ୍ତୁ ଭାଇରସର ନାମ କାହିଁକି ରଖାଗଲା ‘କରୋନା’

ସାରା ବିଶ୍ୱ କରୋନା ଭାଇରସ୍‌ ବେ-ଲଗାମ୍‌ ହୋଇପଡ଼ିଛି। ଏହାକୁ ରୋକିବା ପାଇଁ ସାରା ଦେଶ ନିଜ ପକ୍ଷରୁ ବିଭିନ୍ନ ସତର୍କତା ଅବଲମ୍ବନ କରିବା ସହ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ମଧ୍ୟ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏହି ଭାଇରସ ଏବେ ୧୯୧ଟି ଦେଶକୁ…

କରୋନାରେ ଆଉ ଜଣେ ମହିଳାଙ୍କର  ମୃତ୍ୟୁ

ମୁମ୍ବାଇ, () ଆଜି ମୁମ୍ବାଇରେ କରୋନାରେ ଆଉ ଜଣେ ମହିଳାଙ୍କର  ମୃତ୍ୟୁ ହୋଇଛି । ଏହାସହ କରୋନାରେ ମୁମ୍ବାଇରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । କରୋନାରେ ମୃତ୍ୟୁ ହୋଇଥିବା ମହିଳାଙ୍କର ବୟସ ୪୦ବର୍ଷ ବୋଲି ଜଣାପଡ଼ିଛି । ତାଙ୍କର ମୁମ୍ବାଇର ଏମସିଜିଏମ ମେଡ଼ିକାଲରେ ମୃତ୍ୟୁ ହୋଇଛି ।…

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ପାସ୍

ଭୁବନେଶ୍ୱର, ()ଚଳିତବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ପାସ୍ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । କିନ୍ତୁ ନବମ ଶ୍ରେଣୀର ଗୋଟିଏ ପରୀକ୍ଷା ବାକି ଥିବାରୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ…

ଭାରତରେ ୨୪ ଘଣ୍ଟା ମଧ୍ୟରେ ୬ଜଣ କରୋନା ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ()କରୋନା ଭାଇରସ ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯କୁ ଛୁଇଁଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ୯୭୯ ଆକ୍ରାନ୍ତଙ୍କ ମଧ୍ୟରୁ…

କେମିତି ସଂକ୍ରମିତ ହୁଏ କରୋନା, ଜାଣନ୍ତୁ …

ବାରମ୍ବାର କୁହାଯାଉଛି କରୋନାକୁ ଡରନ୍ତୁ ନାହିଁ କି ଏଥି ପ୍ରତି ବେପରଓ୍ଵା ବା ଅବହେଳା କରନ୍ତୁ ନାହିଁ । ଏମିତିରେ ତ ବାହାରେ ବୁଲାବୁଲି ଉପରେ ରୋକ୍‌ ଲାଗିଛି । ତଥାପି ଯଦି ବାହାରକୁ କୌଣସି ଅତ୍ୟାବଶ୍ୟକ କାମରେ ଯାଉଛନ୍ତି ତେବେ ସେସବୁ ଜାଗାରେ ଥିବା ଜିନିଷପତ୍ରକୁ ଏମିତକି ବେଞ୍ଚ, ଚେୟାର…

ଏସ୍‌ସିବିରେ ସ୍ୱାଇନ୍‌ ଫ୍ଲୁ ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ

କଟକ : ସ୍ୱାଇନ୍‌ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ମହିଳାଙ୍କର ମୃତ୍ୟୁ ଘଟିଛି । ପ୍ରାପ୍ତ ଖବର ମୁତାବକ ସଂପୃକ୍ତ ମହିଳା ଜଣକ ଗତ କିଛି ଦିନ ତଳେ ସ୍ୱାଇନ୍‌ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ମୁଖଭାଗରେ ଶୁକ୍ର ଓ ଚନ୍ଦ୍ର ଥିବାରୁ ହସ, ଖୁସି, ମଜାମଉଜରେ ଦିନଟି ଅତିବାହିତ ହେବ । ଆର୍ଥିକ ସ୍ଥିତି ବହୁତ ଭଲ ରହିବା ସହ ଆପଣଙ୍କ ଜୀବନଯାତ୍ରା ଶୃଙ୍ଖଳିତ ରହିବ । ଆଲୋଚନା ଓ ସମାଲୋଚନା ଭିତରେ ସମାଧାନରେ ଶାନ୍ତି ଫେରିଆସିବ ା ନିଜ ଲୋକମାନଙ୍କ ଉପରେ ପୂର୍ଣ୍ଣ ଭରସା କରିପାରିବେ…

କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ୱର()  କିମ୍ସରରେ ନିର୍ମିତ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି 5-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ । ହସ୍ପିଟାଲ ନିର୍ମାଣର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ୫-ଟି ସଚିବ । ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ, ସ୍ୱାସ୍ଥ୍ୟ ସଚିବ ଏନ୍‌କେ ଧଳ, ଡିଏମ୍‌ଇଟି…