Odia News Portal
Yearly Archives

2020

Airtelର ସ୍ପେଶାଲ ରିଚାର୍ଜ ପ୍ଲାନ, ଏକା ସାଥିରେ ମିଳିବ ଏହି ତିନୋଟି ସୁବିଧା

ଦେଶର ଅନ୍ୟତମ ବରିଷ୍ଠ ଟେଲିକମ କମ୍ପାନୀ ଏୟାରଟେଲ ଅନ୍ୟ ଟେଲିକମ କମ୍ପାନୀ ଗୁଡିକୁ କଡା ଟକ୍କର ଦେବା ପାଇଁ ଏକ ଖାସ ରିଚାର୍ଜ ପ୍ଲାନ ଆରମ୍ଭ କରିଛି । ଏହି ଖାସ ପ୍ଲାନ ଟିର one airtel ରଖାଯାଇଛି । ଏହି ପ୍ୟାକ ଟିରେ ୟୁଜର୍ସଙ୍କୁ ଏକା ସାଥିରେ ପୋଷ୍ଟପେଡ, ବ୍ରାଣ୍ଡପେଡ଼, ଡିଟିଏଚ ସମେତ…

କରୋନା ପାଇଁ ଆଗୁଆ ମିଳିବ ମଧୁବାବୁ ପେନସନ୍

ଭୁବନେଶ୍ୱର() ରାଜ୍ୟ ସରକାର କରୋନା ମୁକାବିଲା ଲାଗି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ପାଇଁ ଗାଁ ସ୍ତରରେ ମଧୁବାବୁ ପେନସନ୍ ମିଳିବ। ପଞ୍ଚାୟତ ବଦଳରେ ଏଥର ଗାଁ ସ୍ତରରେ ଏହି ପେନସନ୍ ଦିଆଯିବ ବୋଲି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଆଜି ଏହି…

ଜନତା କର୍ଫ୍ୟୁକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

ଭୁବନେଶ୍ୱର() ମାର୍ଚ୍ଚ ୨୨(ରବିବାର)ରେ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ତେବେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି। କୋଭିଡ-୧୯ ସମଗ୍ର ମାନବଜାତି ଲାଗି ଏକ ଆହ୍ବାନ। ଏହି ପରିପ୍ରେକ୍ଷୀରେ…

କରୋନା ନେଇ ବଢିଲା ରାଜ୍ୟ ସରକାରଙ୍କ କଟକଣା

ଭୁବନେଶ୍ୱର() ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି । ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ତେବେ ଏହାରି ଭିତରେ ଆଉ ଏକ କଟକଣା ଜାରି…

କରୋନା ନେଇ ବଢିଲା ରାଜ୍ୟ ସରକାରଙ୍କ କଟକଣା

ଭୁବନେଶ୍ୱର() ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି । ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ତେବେ ଏହାରି ଭିତରେ ଆଉ ଏକ କଟକଣା ଜାରି…

ଏଣିକି ସର୍ବସାଧାରଣରେ ଏକାଠି ହୋଇପାରିବେନି ୭ରୁ ଅଧିକଲୋକ

ଭୁବନେଶ୍ୱର() କରୋନା ସତର୍କତା ନେଇ ଓଡ଼ିଶା ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । କୌଣସି ସ୍ଥାନରେ ୭ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ବଜାର, ମାର୍କେଟ କମ୍ପେ୍ଲକ୍ସରେ କେବଳ ଖାଦ୍ୟ ସାମଗ୍ରୀ ବିକ୍ରି ହେବ ବୋଲି ଜଣାପଡ଼ିଛି । କରୋନା…

ସୁରକ୍ଷା ଯୋଜନାରେ ସାମିଲ ହେବେ ଆଉ ୫ଲକ୍ଷ ହିତାଧିକାରୀ

ଭୁବନେଶ୍ବର() ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବେ ଆଉ ୫ ଲକ୍ଷ ହିତାଧିକାରୀ । ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବର୍ତ୍ତମାନ ଓଡିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଅନୁସାରେ ୩ କୋଟି ୬୨ ଲକ୍ଷ ହିତାଧିକାରୀ ଲାଭବାନ ହେଉଛନ୍ତି ।…

ଏହି ବ୍ୟାଙ୍କରେ ରହିବ ଜଗା ଟଙ୍କା

ଭୁବନେଶ୍ୱର() ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ରହିବ । ଟେଣ୍ଡର ପ୍ରକ୍ରିୟାରେ ୟୁନିୟନ ବ୍ୟାଙ୍କକୁ ଚୟନ କରାଯାଇଛି । ୫.୭୫% ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ରଖାଯିବ । ଏହି ଟେଣ୍ଡରରେ ଇଣ୍ଡିଆନ ବ୍ୟାଙ୍କ ୨ୟ ସ୍ଥାନରେ ରହିଥିବା ବେଳେ କାନାରା ବ୍ୟାଙ୍କ ତୃତିୟ ସ୍ଥାନରେ…

ଏହି କାରଣ ପାଇଁ ଗୁଗୁଲ ବଦଳାଇଲା ତାର ଡୁଡଲ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ() ସାରା ବିଶ୍ୱରେ କରୋନା ଭାଇରସ୍ ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ସଚେତନତା ପାଇଁ ଗୁଗୁଲ ନିଜର ଡୁଡଲ ମାଧ୍ୟମରେ ହାତ ହୋଇବାର ସଠିକ୍ ପ୍ରଣାଳୀ ଦେଖାଇଛି । https://youtu.be/h8OX0FNWANM ଡୁଡଲ ମାଧ୍ୟମରେ ଗୁଗୁଲ ଜଣେ ବିଶେଷ ବ୍ୟକ୍ତିଙ୍କୁ ମନେ ପକାଇଛି, ଯେ…

କମଳନାଥଙ୍କ ଇସ୍ତଫା

ଭୋପାଲ() ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ କମଳନାଥ ଇସ୍ତଫା ଦେବା ନେଇ ସେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତିି । କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ଦେବେ । ବହୁମତ ସାବ୍ୟସ୍ତ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଆଜି ଅପରାହ୍ନ ୫ଟା ସୁଦ୍ଧା…