Odia News Portal
Yearly Archives

2020

ଅର୍ଣ୍ଣବଙ୍କୁ ହତ୍ୟାର ଯୋଜନା ! : ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ

ମୁମ୍ବାଇ()  ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜେଲରେ ହତ୍ୟା କରାଯିବାର ଯୋଜନା କରାଯାଉଛି ବୋଲି ପୂର୍ବତନ ସେନାଧ୍ୟକ୍ଷ ଜି ଡି ବକ୍ସି ଅଭିଯୋଗ କରିଛନ୍ତି । ଏହା ସହିତ ଅର୍ଣ୍ଣବଙ୍କ ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ବକ୍ସି । ମହାରାଷ୍ଟ୍ରରେ…

ନବମ ରାଉଣ୍ଡ: ୧୪,୫୬୧ ଭୋଟରେ ବିଜେଡି ଆଗୁଆ

ତିର୍ତ୍ତୋଲ() ତିର୍ତ୍ତୋଲରେ ସରିଲା ନବମ ପର୍ୟ୍ୟାୟ ଭୋଟ ଗଣତି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ନବମ ପର୍ୟ୍ୟାୟ ଭୋଟ ଗଣତି ସରିଛି । ୯ମ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୨ ହଜାର୭୫,…

କରୋନାରେ ଆଉ ୧୩ ମୃତ, ମୟୁରଭଞ୍ଜରୁ ସର୍ବାଧିକ

ଭୁବନେଶ୍ୱର() ଆଜି ୯୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୪୫୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ମୟୁରଭଞ୍ଜ ଓ…

ଓଟିଭିର ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡା ଗିରଫ

ଖୋର୍ଦ୍ଧା()  ଖୋର୍ଦ୍ଧା ସାରୁଅରେ ଓଟିଭିର ଦଳିତ ଜମି ହଡ଼ପ ମାମଲାରେ ଓଟିଭିର ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡାଙ୍କୁ ଗିରଫ ହୋଇଛନ୍ତି । ଅନିରୁଦ୍ଧଙ୍କୁ ଗିରଫ କରିଛି ବାଘମାରୀ ଥାନା ପୋଲିସ । ଦୁଇଟି ମାମଲାରେ ସହଯୋଗ ନ କରିବାରୁ ଅନିରୁଦ୍ଧ ଗିରଫ ହୋଇଥିବା ସୂଚାନ ମିଳିଛି । ତେବେ…

ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ତିର୍ତ୍ତୋଲ() ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଉଭୟ ଆସନରେ ବିଜେଡି ଆଗୁଆ ରହିଛି । ପଞ୍ଚମ ରାଉଣ୍ଡ ସୁଦ୍ଧା  ବିଜେଡି ପ୍ରାର୍ଥୀ ବିଜୟ ଦାସଙ୍କୁ ୨୧୯୯୬ ଭୋଟ୍, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୧୩୮୮୨ ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ…

୧୨ଟା ସୁଦ୍ଧା ଏନଡିଏ ଆଗୁଆ

ପାଟନା() ବିହାର ଫଳାଫଳ ଉପରେ ପୁରା ଦେଶର ନଜର । କାରଣ ଏହି ରାଜ୍ୟର ଫଳାଫଳ ଆଗକୁ ହେବାକୁ ଥିବା ପଶ୍ଚିମ ବଙ୍ଗ ଓ ଉତ୍ତର ପ୍ରଦେଶ ନିର୍ବାଚନକୁ ପ୍ରଭାବିତ କରିବ ବୋଲି କୁହାଯାଉଥିଲା । ସବୁ ଏଗଜିଟ୍ ପୋଲ୍ ତେଜସ୍ୱୀଙ୍କ ରାଜ୍ୟାଭିଷେକ ଏକରକମ କରି ସାରିଥିଲେ । ଦିନ ୧୨ ଟା ସୁଦ୍ଧା ବିହାର…

ଚତୁର୍ଥ ରାଉଣ୍ଡରେ ବି ବିଜେଡି ଆଗୁଆ

ତିର୍ତ୍ତୋଲ() ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଉଭୟ ଆସନରେ ବିଜେଡି ଆଗୁଆ ରହିଛି । ଚତୁର୍ଥ ରାଉଣ୍ଡ ସୁଦ୍ଧା ଜଗତସିଂପୁର ତିର୍ତ୍ତୋଲରେ ବିଜେଡି ୫,୬୨୬ ଭୋଟରେ ଆଗୁଆ ରହିଛି । ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଦାସଙ୍କୁ ୧୫,୧୩୧…

ଆଜି ୯୮୭ ସଂକ୍ରମିତ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୯୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୩୭୮୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଦ୍ୱିତୀୟ ପୀଢି ବିଜେଡି ନେତାଙ୍କ ପାଇଁ ଉପନିର୍ବାଚନ ପରୀକ୍ଷା

ଭୁବନେଶ୍ୱର ()  ଉପନିର୍ବାଚନ ଫଳ ପ୍ରକାଶ ନେଇ ରାଜନୈତିକ ଉକ୍ରଣ୍ଠା ବୃଦ୍ଧି ପାଉଥିବାବେଳେ ଏହାର ଫଳାଫଳ ଏଥର ବିଜେଡିର ଦ୍ୱିତୀୟ ପୀଢିର ନେତାଙ୍କ ପାରିବା ପଣିଆକୁ ପଦାକୁ ଆଣିବ ବୋଲି ଆଲୋଚନା ଚାଲିଛି । ବିଶେଷକରି ତିର୍ତ୍ତୋଲ ଉପନିର୍ବାଚନ ଦାୟିତ୍ୱରେ ଥିବା ଦଳର ତିନି ବରିଷ୍ଠ ନେତା…

ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡି ଆଗୁଆ

ବାଲେଶ୍ୱର() ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଉଭୟ ଆସନରେ ବିଜେଡି ଆଗୁଆ ରହିଛି । ତୃତୀୟ ରାଉଣ୍ଡ ସୁଦ୍ଧା ତିର୍ତ୍ତୋଲରେ ବିଜେଡି ୪୪୪୫ ଭୋଟରେ ଆଗୁଆ ରହିଛି । ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଦାସଙ୍କୁ ୧୧,୪୦୪ ଭୋଟ୍, ବିଜେପି…