Odia News Portal
Yearly Archives

2020

ପୁରୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ନିଯୁକ୍ତି ସୁଯୋଗ

ପୁରୀ : ପୁରୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧିନରେ ନିଯୁକ୍ତି ସୁଯୋଗ। ଜୁନିୟର କ୍ଲର୍କ ଓ ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବ୍ରହ୍ମଗିରି ବ୍ଲକସ୍ଥିତ ମୋଟୋ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ସତ୍ୟବାଦୀ ବ୍ଲକ ସଦାନନ୍ଦପୁର ବିଦ୍ୟାଳୟରେ ଏହି ନିଯୁକ୍ତି ଦିଆଯିବ।…

ହୃଦୟବିଦାରକ ଘଟଣା : ୩ବର୍ଷର ଶିଶୁକୁ ଦୁଷ୍କର୍ମ କଲା ମଦ୍ୟପ

କାଠୁଆ : ଜାମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମନାକୁ ଆସିଛି। ମଙ୍ଗଳବାର ହୋଲି ଦିନ ମଦ ନିଶାରେ ଜଣେ ବ୍ୟକ୍ତି ୩ବର୍ଷର ଶିଶୁକୁ ଦୁଷ୍କର୍ମ କରିଛି। ଶିଶୁଟି ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତି କରିଛନ୍ତି। ପୋଲିସ୍…

‘ଏକ୍ ଭିଲେନ୍-୨’ରେ ନଜର ଆସିବେ ତାରା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ତାରା ସୂତାରିଆ ୨୦୧୯ମସିହାରେ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଫିଲ୍ମ ‘ମରଜାଓ୍ବାଁ’ରେ ନଜର ଆସିଥିଲେ। ଉଭୟଙ୍କୁ ଫିଲ୍ମରେ ଖାସ୍ ରେସପନ୍ସ ମିଳିନଥିଲା। ଏବେ ତାରାଙ୍କ ହାତକୁ ଏକ ନୂଆ ଫିଲ୍ମ ଆସି…

ନୂଆପଲ୍ଳୀରେ କରୋନା ଭାଇରସ ପାଇଁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ନୟାପଲ୍ଳୀ ୱାର୍ଡ ନଂ ୩୯ ଅଧିନରେ ଥିବା ଶ୍ରୀ ଶ୍ରୀ ଆଖଣ୍ଡଳମଣି ସେବା ସଂସଦ ପ୍ରାଙ୍ଗଣରେ ସମାଜସେବୀ ତଥା ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ କରୋନା ଭାଇରସ ପାଇଁ ଏକ ସଚେତନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି…

ଆସିଲା ଭୋଡାଫୋନ୍ ଆଇଡିଆର ସବୁଠାରୁ ଶସ୍ତା ପ୍ଲାନ୍

ନୁଆଦିଲ୍ଲୀ : ଆପଣଙ୍କ ମଧ୍ୟରୁ ଅନେକଙ୍କର ଭୋଡାଫୋନ୍ ସିମ୍ କାର୍ଡ ଥିବ । ତେବେ ଗ୍ରାହକଙ୍କ ମଧ୍ୟରୁ ଅନେକ ଲୋକ ଭୋଡାଫୋନ୍-ଆଇଡିଆରେ ଏଜିଆରର ବକେୟା ରାଶିକୁ ନେଇ ଚିନ୍ତିତ ଥିବେ କି ଯଦି କମ୍ପାନୀ ଏଜିଆରର ପୈଠ ନକରେ ତେବେ କମ୍ପାନୀ ବନ୍ଦ ହୋଇଯିବ, କିନ୍ତୁ ଏମିତି ଘଟିବ ନାହିଁ । ଆପଣଙ୍କ ସେବା…

ନିର୍ବନ୍ଧ ପରେ ନତାଶା-ହାର୍ଦିକ ଏକାଠି ଖେଳିଲେ ହୋଲି

ବିଗ୍‌ ବସ୍‌ ଫେମ୍‌ ନତାଶା ସ୍ଥାନକୋଭିକଙ୍କ ଚଳିତ ବର୍ଷ କ୍ରିକେଟର ହାର୍ଦିକ ପାଣ୍ଡ୍ୟାଙ୍କ ସହ ନିର୍ବନ୍ଧ ହୋଇଛି। ଏହି କପଲ୍‌ଙ୍କ ନିର୍ବନ୍ଧ ଖବର ଜାଣିବା ପରେ ସମସ୍ତେ ଅଶ୍ଚର୍ଯ୍ୟ ହୋଇଯାଇଥିଲେ। ସୂଚନା ମୁତବାକ ନିର୍ବନ୍ଧ ପରେ ନତାଶା ଏବଂ ହାର୍ଦିକ ମିଶି ପ୍ରଥମ ହୋଲି ସେଲିବ୍ରେଟ କରିଛନ୍ତି।…

ଏଥର ବନ୍ଦ ହେବକି ଆଇପିଏଲ୍‌ ? କୋର୍ଟରେ ମାମଲା

ମୁମ୍ବାଇ : କରୋନା ଭାଇରସ୍‌ ଭୟ ସାରା ବିଶ୍ୱକୁ ଆତଙ୍କିତ କରିଛି । ତେଣୁ ଅନେକ ସ୍ଥାନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ସମ୍ମିଳନୀ ଆଦି ବାତିଲ ହୋଇଯାଉଛି । ଏହି ପରିପ୍ରେକ୍ଷୀରେ ଭାରତରେ ହେବାକୁ ଥିବା ଫଟାଫଟ୍‌ କ୍ରିକେଟ୍‌ ଟି-୨୦ ମହାସମର ଆଇପିଏଲ୍‌କୁ ବି ବାତିଲ କରିବା ପାଇଁ ଦାବି…

ମାର୍ଚ୍ଚ ୩୧ ଯାଏଁ ସବୁ ବିବାହ ଉତ୍ସବ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଏହି ମୁଖ୍ୟମନ୍ତ୍ରୀ

କରୋନା ଭାରତରେ ନିଜର କାୟା ମେଲାଇ ଚାଲିଛି। ଏପର୍ଯ୍ୟନ୍ତ ଭାରତରେ କରୋନା ସଂକ୍ରମିତ ସଂଖ୍ୟା ୬୦ରେ ପହଞ୍ଚିଗଲାଣି। ଏଥିପାଇଁ ଭାରତ ସରକାରଙ୍କ ଚିନ୍ତା ବଢିଗଲାଣି।କେରଳରେ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ୩ ଜଣ ଓ ମହରାଷ୍ଟ୍ରରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ…

ଗୋଲାପ ପାଖୁଡ଼ାରେ ହୋଲି ଖେଳିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏଥର ହୋଲିକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ସେ ରାସାୟନିକ ରଙ୍ଗ ବଦଳରେ ଗୋଲାପ ଫୁଲ ପାଖୁଡ଼ାରେ ରଙ୍ଗ ଖେଳିଛନ୍ତି। ଏହାର ଏକ ଭିଡିଓକୁ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜ ସାଙ୍ଗ ସହ ମିଶି ହୋଲି ଖେଳୁଥିବା…

୩ଟି ସହଜ ଉପାୟରେ କରନ୍ତୁ ଆଧାର-ପାନ ଲିଙ୍କ୍‌

ବର୍ତ୍ତମାନ କୌଣସି ବି ସରକାରୀ କାମ ପାଇଁ ଆଧାର କାର୍ଡ ଏକ ଗୁରୁତ୍ୱପୂଣ୍ଣ ବା ବାଧ୍ୟତାମୂଳକ ଦସ୍ତାବିଜ୍‌। ବିନା ଆଧାର କାର୍ଡରେ ଏଣିକି କୌଣସି ବି କାମ ହୋଇପାରୁନାହିଁ। ଆପଣ କୌଣସି ବି ସରକାରୀ କିମ୍ବା ବେସରକାରୀ ସଂସ୍ଥାକୁ ଯାଆନ୍ତୁ ପ୍ରଥମେ ଆଧାର କାର୍ଡ ଦରକାର। କାହିଁକିନା ଏବେ ଆଧାର…