Odia News Portal
Yearly Archives

2020

ପାଗରେ ହେଲା ପରିବର୍ତ୍ତନ : ୧୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର: ପାଗରେ ହେଲା ପରିବର୍ତ୍ତନ । ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ । ହେଲେ ଫିକା ପଡ଼ିପାରେ ହୋଲି । ୧୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ବରଗଡ଼ ଆଦି ଜିଲ୍ଲାରେ ବର୍ଷା ହୋଇପାରେ । ୩୦ରୁ…

ବିମାନରେ ଆସି ଫଗୁ ଖେଳିବେ ଶ୍ରୀଜିଉ

ପୁରୀ: ଆସନ୍ତାକାଲି ରଙ୍ଗର ପର୍ବ ହୋଲି। ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଦୋଳପୂର୍ଣ୍ଣମୀ ନୀତି। ବିମାନରେ ଆସି ଫଗୁ ଖେଳିବେ ଶ୍ରୀଜିଉ। ମହାପ୍ରଭୂଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ-ଶ୍ରୀଦେବୀ ମନ୍ଦିରରୁ ଶୋଭାଯାତ୍ରାରେ ଆସି ଦୋଳବେଦୀରେ ପହଞ୍ଚିବେ। ସେଠାରେ ଫଗୁ ଖେଳିବେ। ଏହି…

ଦୁର୍ଘଟଣାର ଶିକାର ହେଲେ ଜାହ୍ନବୀ କପୁର

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋରେ ଜାହ୍ନବୀଙ୍କ ଡାହାଣ ହାତରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି। ଏହା ସତ୍ତ୍ୱେ ଫିଟ୍‌ନେସ୍‌ ପ୍ରତି ତାଙ୍କର ଡେଡିକେଶନ ବୁଲ୍‌କୁଲ ବି କମିନାହିଁ। ସେ ନିଜ ଜିମ୍‌ ସେଶନ ପୂରା କରିଛନ୍ତି।…

ଗୋଲଡେନ ଟେମ୍ପୁଲରେ ଅର୍ଜୁନ କପୁର

ନିଜର ପର୍ସନାଲ ଲାଇଫକୁ ନେଇ ଅର୍ଜୁନ କପୁର ସବୁବେଳେ ଚର୍ଚ୍ଚାରେ । ନିକଟରେ ଅର୍ଜୁନ ଗୋଲଡେନ ଟେମ୍ପୁଲ ବୁଲିବାକୁ ଯାଇଥିଲେ। ସେଠାକୁ ଯାଇ ଏକ ଅର୍ଜୁନ ଏକ ଫଟୋ ସେୟାର କରିଛନ୍ତି। ଅର୍ଜୁନ ଅପକମିଙ୍ଗ ଫିଲ୍ମ ଏବେ ଅମୃତସରରେ ସୁଟିଂ କରୁଛନ୍ତି। ଯେଉର୍ଥିରେ ଅର୍ଜୁନଙ୍କ ସହିତ ରାକୁଲ ପ୍ରୀତ ସିଂ…

ନବୀନଙ୍କ ସ୍ୱପ୍ନକୁ ସାକାର କଲେ ସୁଜାତା : ମିଶନଶକ୍ତିରେ ଭରିଲେ ନୂଆ ଶକ୍ତି

ଭୁବନେଶ୍ୱର : ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ରାଜ୍ୟକୁ ଆଗକୁ ନେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ଫଳବତୀ କରିଛନ୍ତି ଓଡିଆ ଆଇଏଏସ୍‍ ଅଫିସର ସୁଜାତା ରାଉତ (କାର୍ତ୍ତିକେୟନ) । କେନ୍ଦ୍ରାପଡାର ଝିଅ ସୁଜାତା ମିଶନଶକ୍ତିଙ୍କୁ ଯେଉଁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଶନି ଓ ଚନ୍ଦ୍ରଙ୍କ ଷଡ଼ାଷ୍ଟକ ସ୍ଥିତି ଯୋଗୁ ମନ ମୁତାବକ କାମ କରିବାରେ ବିଫଳ ହେବେ। ଅବଶ୍ୟ ପ୍ରତିଯୋଗିତାରେ ସଫଳତା ଯୋଗୁ କେତେକାଂଶରେ ମନକୁ ବୁଝାଇ ଖୁସି ରହିବେ। ଅଫିସ୍‌ କାମରେ ଏପରିକି ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର…

ପୁଣି ଶସ୍ତା ହେଲା ରୂପା, ଆସନ୍ତୁ ଜାଣିବା କେତେ ରହିଛି ଦର

ନୂଆଦିଲ୍ଲୀ : ବଜାରରେ ଚାହିଦା ଏବଂ ଲାଭରେ ହ୍ରାସ ଘଟିବା ପରେ ଦେଶରେ ସୁନା ଦର ରେକର୍ଡ ହ୍ରାସ ଘଟିଛି। ଶୁକ୍ରବାର ଏମସିଏକ୍ସ ସୁନାର ଦର ୦.୪ ପ୍ରତିଶତ ତଳକୁ ଖସି ୧୦ ଗ୍ରାମ ପିଛା ୪୪, ୨୩୮ ଟଙ୍କାର ସ୍ତରରେ  ପହଞ୍ଚିଛି। ଯାହା ୪୪, ୯୬୧ ଟଙ୍କାର ରେକର୍ଡ ସ୍ତରରେ  ପହଞ୍ଚିଥିଲା। ଯାହା ଏବେ ୭୦୦…

ବିଶ୍ଵ ମହିଳା ଦିବସରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ବିଶ୍ଵ ମହିଳା ଦିବସରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମହିଳା ମାଓବାଦୀ ଦେବେ ସେ।ଡି । ଛତିଶଗଡ ଦାନ୍ତେୱାଡା ଜିଲ୍ଲାର ଦେବେ ସୋଡି ୨୦୧୨ରେ ମାଓ ସଂଠନରେ ଯୋଗ ଦେଇଥିଲେ । ଗତ ଆଠ ବର୍ଷ ମଧ୍ୟରେ ଛତିଶଗଡ ଓ ମାଲକାନଗିରି…

ଲଜ୍ଜାଜନକ ଘଟଣା : ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଭାଙ୍ଗି ଦୁଇ ଗିରଫ

କଟକ :  କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି।  ସିଢେ। ପଂଚାୟତର ତାରିଣୀଛକ ନିକଟରେ ଥିବା ଗାନ୍ଧୀ ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣାପଡିଛି । ଦୁର୍ବୃତ୍ତମାନଙ୍କର ଏଭଳି ହୀନ ମାନସିକତାକୁ ସାଧାରଣ ଲୋକେ ଘୋର ନିନ୍ଦା କରିଛନ୍ତି। କିନ୍ତୁ…

ଭାରତୀୟ ଦଳ ଘୋଷିତ : ରୋହିତଙ୍କୁ ବିଶ୍ରାମ, ଫେରିଲେ ଏହି ଖେଳାଳୀ

ନୁଆଦିଲ୍ଲୀ : ନ୍ୟୁଜିଲାଣ୍ଡରେ ସିରିଜ ହାରିବା ପରେ ଭାରତୀୟ ଟିମରେ ବଡ ପରିବର୍ତ୍ତନ ହୋଇଛି । ବିସିସିଆଇ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ହେବାକୁ ଥିବା ୱନଡେ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା କରିଛି । ଟିମକୁ ହାର୍ଦ୍ଦିକ ପାଣ୍ଡ୍ୟା ଭୁବନେଶ୍ୱର ଓ ଶିଖର ଧୱନ ରିଟର୍ଣ୍ଣ କରିଛନ୍ତି । ଏହି…