Odia News Portal
Yearly Archives

2020

ରାଜ୍ୟସଭା ଟିକେଟ୍ ପାଇବା ପରେ ପ୍ରାର୍ଥୀ କହିଲେ ଏମିତି କଥା

ଭୁବନେଶ୍ୱର() ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଆଦିବାସୀ ଓ ପଛୁଆ ବର୍ଗଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏଥିସହ ଶ୍ରମିକଙ୍କ କଲ୍ୟାଣ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏଜେଣ୍ଡାରେ ରହିଥିବା ୪ ପ୍ରାର୍ଥୀଙ୍କ ନାମ ଘୋଷଣାରୁ ଜଣାପଡ଼ୁଛି । ପ୍ରାର୍ଥୀଙ୍କ…

ଜାଣନ୍ତୁ ୪ ରାଜ୍ୟସଭା ପ୍ରାର୍ଥୀଙ୍କ ବିଷୟରେ କିଛି ରୂଚକ କଥା…

ଭୁବନେଶ୍ୱର()  ରାଜ୍ୟସଭା ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାଁ ଘୋଷଣା କରିଛନ୍ତି । ଖାଲି ପଡ଼ିଥିବା ୪ ରାଜ୍ୟସଭା ଆସନ ପାଇଁ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ୍ କୁମାର, ଓ ମମତା ମହନ୍ତଙ୍କୁ ଟିକେଟ୍ ଦେଇଛି ବିଜେଡି ।…

ରମେଶଙ୍କୁ କ୍ୟାବିନେଟ ପାହ୍ୟା

ଭୁବନେଶ୍ୱର() ବରିÂ ବିଜେଡି ନେତା ରମେଶ ଚ୍ୟାଉପଟ୍ଟନାୟକଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । ରମେଶଙ୍କୁ ଓଡିଶା ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଥିବା ସୂଚନା ମିଳିଛି ।

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର() ଆଜି ବିଜେଡି ଆସନ୍ତା ରାଜ୍ୟସଭା ନୀର୍ବାଚନ ପାଇଁ ତାର ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଖାଲି ହୋଇଥିବା ୪ଟି ଆସନ ପାଇଁ ସର୍ବଶ୍ରୀ ସୁବାଷ ସିଂ, ମୁନା ଖାନ, ସୁଜିତ କୁମାର ଏବଂ ମମତା ମହନ୍ତ ପ୍ରାର୍ଥୀ…

ଏହି କାରଣ ପାଇଁ ହୋଲି ଖେଳିବେନି ନବୀନ

ଭୁବନେଶ୍ୱର() ଚଳିତ ବର୍ଷ ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ତଥା ଦେଶରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି । ଏହି ପରିସ୍ଥିତିରେ ପାଇଁ ହୋଲି ନଖେଳିବା ପାଇଁ ନିଷ୍ପତି ହେଇଛନ୍ତି ନବୀନ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ସୂଚିନା ମିଳିଛି ।

ୟେସ୍ ବ୍ୟାଙ୍କର ଦେବାଳିଆ ସ୍ଥିତିକୁ ଭରସା ଏସବିଆଇ

ନୁଆଦିଲ୍ଲୀ()ୟେସ୍ ବ୍ୟାଙ୍କକୁ ଶାହା ହେବ ଏସବିଆଇ । ୟେସ୍ ବ୍ୟାଙ୍କର ୪୯ % ଅଂଶଧନକୁ କିଣିପାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ସୂଚନା ଅନୁସାରେ , ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର ଆଜି ସାମ୍ବାଦିକ ସମ୍ବିଳନୀ କରି କହିଛନ୍ତି, ୟେସ୍ ବ୍ୟାଙ୍କକୁ ବର୍ତମାନ ୨୦ ହଜାର କୋଟି ଆବଶ୍ୟକ । ଆଉ…

ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ଅଧ୍ୟାପକଙ୍କ ବ୍ରତ ହେଉ: ଅରୁଣ

ଭୁବନେଶ୍ୱର() ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକଗୁଡ଼ିଏ ପରିବର୍ତ୍ତନକାରୀ ପଦକ୍ଷେପ ନିଆଯାଇଥିବା ପରିପ୍ରେକ୍ଷୀରେ ଏଗୁଡ଼ିକ ନିÂାର ସହିତ ରୂପାୟନ କରି ଛାତ୍ରଛାତ୍ରୀଙ୍କୁ ଏହାର ଲାଭ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ…

୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ଆଜି ବଜ୍ରପାତ ଆଶଙ୍କା ନେଇ ସତର୍କ ରହିବାକୁ ୫ଟି ଜିଲ୍ଲାକୁ ପରାମର୍ଶ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ।ଏହି ୫ ଜିଲ୍ଲା ହେଲା କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା ଓ ବରଗଡ଼ । ଏହା ସହ ରାଜ୍ୟର ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବା ମଧ୍ୟ…

ବବିଙ୍କ ବିରୋଧରେ ଗାତୁଆ ମୂଷା କିଏ ?

ଭୁବନେଶ୍ୱର ()ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡିର ସାଙ୍ଗଠନିକ ସମ୍ପାଦକ ଭାବେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ସହଜରେ ହଜମ କରି ପାରୁନାହାନ୍ତି ଦଳୀୟ ନେତା। କାରଣ ଜଣେ ଯୁବ ବିଧାୟକଙ୍କ ନାଁ ନେଇ ପ୍ରଶଂସା କରିବା ହୁଏତ ନବୀନଙ୍କ କ୍ଷେତ୍ରରେ ନୂଆ, ବିରଳ ଓ…

ମହିଳା ଦିବସରେ ମହିଳାଙ୍କୁ ମାଗଣା ବସ୍ ସେବା

ଭୁବନେଶ୍ୱର() ମହିଳା ଦିବସରେ ମହିଳାଙ୍କୁ ମୋ ବସରେ ମିଳିବ ମାଗଣା ସେବା । ମାଗଣା ସେବା ଯୋଗାଇ ଦେବା ନେଇ କ୍ୟାପିଟାଲ ରିଜନ୍ ଆର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଘୋଷଣା କରାଯାଇଛି । ମାର୍ଚ୍ଚ ୮ ତାରିଖ ଅର୍ଥାତ ମହିଳା ଦିବସ ଅବସରରେ ମହିଳା ମାନେ ଗୋଟିଏ ସ୍ଥାନରେ ଅନ୍ୟ ସ୍ଥାନକୁ ମାଗଣାରେ…