ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ବିରଜା ମନ୍ଦିରର ପୂଜକମାନେ
ଭୁବନେଶ୍ୱର : ମା ବିରଜାଙ୍କ ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିବା ଯୋଗୁ ଏହି ପଦକ୍ଷେପକୁ ଯାଜପୁରର ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି
ଆଜି ଏହି ପରିପ୍ରେକ୍ଷୀରେ ଭବ ପ୍ରସାଦ ଦାସ, ସନ୍ତୋଷ ମଲ୍ଲିକ ଓ ଦେବୀ ପ୍ରସାଦ…
