ପ୍ରେମର ପ୍ରତୀକ ତାଜମହଲ, ପ୍ରତିବର୍ଷ କେତେ ଟଙ୍କା ଆୟ ଆସନ୍ତୁ ଜାଣିବା
ପ୍ରେମର ପ୍ରତୀକ ତାଜମହଲ। ଯାହାକୁ ଶାହାଜାହାନ ପତ୍ନୀ ମମତାଜ୍ଙ୍କୁ ଭଲପାଇବା ସ୍ମୃତିରେ ତିଆରି କରିଥିଲେ। ଯାହା ବିଶ୍ୱର ସପ୍ତମ ଆଶ୍ଚର୍ଯ୍ୟରେ ସାମିଲ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ପ୍ରତିବର୍ଷ ତାଜମହଲକୁ କେତେ ପର୍ଯ୍ୟଟକ ଆସନ୍ତି ଏବଂ ଏଥିରୁ କେତେ ଟଙ୍କା ଆୟ ହୋଇଥାଏ। ଜଣାଶୁଣା ଟ୍ରାଭେଲ…
