କ’ଣ ପାଇଁ ଫସିଲେ ମାହିରା ଶର୍ମା, ଆସନ୍ତୁ ଜାଣିବା
‘ବିଗ୍ ବସ୍ ୧୩’ରେ ନଜର ଆସିଥିବା ମାହିରା ଶର୍ମା ଶୋ’ରୁ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି। ଶୋ’ରୁ ଆସିବା ପରେ ସେ ଏକ ବଡ଼ ମାମଲାରେ ଫସିଯାଇଛନ୍ତି। କିଛିଦିନ ପୂର୍ବେ ମାହିରା ଏକ ଫଟୋ ଶେୟାର କରି ଲେଖିଥିଲେ ଯେ ତାଙ୍କୁ ଦାଦା ସାହେବ ଫାଲ୍କେ ଆଓ୍ଵାର୍ଡ ମିଳିଛି। ଏହି ଆଓ୍ଵାର୍ଡ ତାଙ୍କୁ…
