ଈଶ୍ୱରଙ୍କ ଅଦ୍ଭୁତ କଳାକୃତି, ପେନ୍ସିଲ ମୁନରେ ତିଆରି କଲେ ‘କ୍ଷୁଦ୍ରାକାର ଶିବଲିଙ୍ଗ’!
ମହାଶିବରାତ୍ରି ଅବସରରେ ଓଡ଼ିଶାର ଜଣାଶୁଣା କ୍ଷୁଦ୍ରାକାର କାରିଗର ଏଲ୍. ଈଶ୍ୱର ରାଓ ପେନ୍ସିଲ ମୁନରେ ତିଆରି କରିଛନ୍ତି ଶିବଲିଙ୍ଗ। ଶିବଲିଙ୍ଗର ଲମ୍ବା ରହିଛି ମାତ୍ର ୦.୫ ଇଞ୍ଚ। ଈଶ୍ୱର ଭୁବନେଶ୍ୱରଠାରୁ ୨୦ କିଲୋମିଟର ଦୂର ଖୋର୍ଦ୍ଧା ଜିଲା ଜଟଣୀ ଗାଁରେ ରୁହନ୍ତି। ତାଙ୍କର ଏଭଳି ସୁନ୍ଦର…
